ଜ୍ୟୋତିଷ

ମୃ-ତ୍ୟୁ ପରେ ଏକ ଘଣ୍ଟା ପର୍ଯ୍ୟନ୍ତ ଆତ୍ମା ସହ ଘଟେ ଏମିତି ଅଲୌକିକ ଘଟଣା ଦେଖନ୍ତୁ କଣ କଣ ହୁଏ ?

ନମସ୍କାର ପାଠକ ବନ୍ଧୁ ଗଣ। ମଣିଷ ର ମୃତ୍ୟୁ ର ଏକ ଘଣ୍ଟା ପରେ ଆତ୍ମା ସହିତ କଣ ଘଟେ ଆସନ୍ତୁ ଜାଣିବା ଆଜିର ଏହି ଭିଡିଓ ରେ। ମଣିଷ ର ଶରୀର ର ହିଁ ହେଉଛି ଯାହା କି ତାକୁ ସୁଖ ଦୁଃଖ ର ଅନୁଭବ କରାଇଥାଏ। ଆତ୍ମା ତ ଗୋଟେ ଶରୀର ରୁ ଅନ୍ୟ ଶରୀର କୁ ରୂପାନ୍ତରିତ ହୁଏ।

ପୁରାଣ ଗ୍ରନ୍ଥ ରେ ବର୍ଣ୍ଣିତ ଅଛି ଯେ ମଣିଷ ର ମୃତ୍ୟୁ ର ଏକ ଘଣ୍ଟା ପର୍ଯ୍ୟନ୍ତ ତା ସହ କଣ ହୁଏ। ସେହି ସାତ ଗୋଟି କଥା ଆଜି ଆପଣ ମାନେ ଜାଣିବେ। ପ୍ରଥମ ତ ହେଉଛି ଚେତା ଶୂନ୍ୟ ହୋଇ ଯିବା। ମୃତ୍ୟୁ ପରେ ମଣିଷ କିଛି ସମୟ କ୍ଳାନ୍ତ ହୋଇ ଗଭୀର ନିଦରେ ଶୋଇ ପଡେ ଓ ଉଠି ନିଜ ମରଣ କୁ ଅନୁଭବ କରେ।
୨ୟ ଟି ହେଲା ସମାନ ବ୍ୟବହାର। ଯେତେବେଳେ ଗୋଟେ ଆତ୍ମା ଶରୀର କୁ ତ୍ୟାଗ କରିଥାଏ ସେ ସେତେବେଳେ ସେ ଏପରି ବ୍ୟବହାର କରି ଥାଏ ଯେପରି ସେ ଶରୀର ସହ କରିଥାଏ। ୩ୟ ରେ ଆତ୍ମା କିଛି ସମୟ ପର୍ଯ୍ୟନ୍ତ ନ ଜାଣି ପାରି ପରିବାର ଲୋକଙ୍କୁ ଡାକେ କିନ୍ତୁ ତା କଥା ଶୁଣିବା ମନୁଷ୍ୟ ପକ୍ଷେ ସମ୍ଭାବ୍ୟ ନୁହେଁ।
ଚତୁର୍ଥ ଟି ହେଲା କୌଣସି ଯୋଗା ଯୋଗ ନଥିବା।
୫ମ ଟି ହେଲା ପୁନର୍ବାର ଶରୀର ରେ ପ୍ରବେଶ ରେ ଚେଷ୍ଟା କରିବା। ଏ କଥା ଗରୁଡ ପୁରାଣ ରେ ବର୍ଣ୍ଣିତ ସେହି ଆତ୍ମା ମୋହୋ ବସ ସେହି ଶରୀର ରେ ପୁନର୍ବାର ପ୍ରବେଶ କରିବାକୁ ଚେଷ୍ଟା କରେ। ଓ ଶେଷରେ ସେହି ଆତ୍ମା ମୃତ୍ୟୁ ଲୋକ କୁ ତ୍ୟାଗ କରି ଆତ୍ମା କୁ ତାର କର୍ମ ଅନୁସାରେ ଏମିତି ଏକ ଅନ୍ଧାର ମାର୍ଗ ରେ କିଛି ସମୟ ରହିବାକୁ ପଡିବ।
ତେବେ ବନ୍ଧୁଗଣ ଆପଣ ଙ୍କୁ ଏହି ଜନ୍ମ ର ମୃତ୍ୟୁ ସାମଞ୍ଜସ୍ୟ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button