ଦେଶ- ବିଦେଶ
କେଉଁ ପ୍ରକାର ନାରୀ ମାନଙ୍କୁ ବିବାହ କଲେ ପୁରୁଷ ହୁଏ ଧନୀ ? ପ୍ରତ୍ୟେକ ପୁରୁଷ ଏବେଠୁ ଜାଣି ରଖନ୍ତୁ ଏହି କଥା ନହେଲେ ପରେ କାନ୍ଦିବେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ନାରୀ ମାନଙ୍କ ଉପରେ ଅନେକ କିଛି ଲେଖା ଯାଇଅଛି। କେଉଁ ନାରୀ କେଉଁ ସ୍ଵଭାବ ଏହି ବିଷୟରେ ମଧ୍ୟ ବିଶେଷ ଭାବରେ ବର୍ଣ୍ଣନା କରାଯାଇ ଅଛି। ଏବଂ କେଉଁ ନାରୀକୁ ବିବାହ କଲେ ଆପଣ କୌଣସି ଅସୁବିଧା ର ସମ୍ମୁଖୀନ ହେବେ ନାହଁ ଓ କେଉଁ ନାରୀ କୁ ବିବାହ କଲେ ଆପଣ ଅନେକ ଅସୁବିଧା ର ସମ୍ମୁଖୀନ ହେବେ ଚାଲନ୍ତୁ ଜାଣିବା।
ନାରୀ ମାନଙ୍କୁ ଶାସ୍ତ୍ର ରେ ଚାରି ଭାଗରେ ବିଭକ୍ତ କରାଯାଇ ଅଛି ସେଥି ମଧ୍ୟରୁ ରୁ ପଦ୍ମିନୀ ହେଉଛି ଅନ୍ୟତମ ଚାଲନ୍ତୁ ଜାଣିବା ତାଙ୍କ ବିସୟରେ। ଶାସ୍ତ୍ର ମତ ରେ ଏହି ପଦ୍ମିନୀ ନାରୀ ସୁଶୀଳା ଓ ଧର୍ମ ପାରଣୟତ ରେ ବିଶ୍ବାସ କରନ୍ତି। ଗୁରୁ ବ୍ରାହ୍ମଣ ଙ୍କୁ ସେବା ଏବଂ ଭକ୍ତି ମଧ୍ୟ କରିଥାଆନ୍ତି। ଏମାନେ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି। ଏହି ପ୍ରକାରର ନାରୀ ଯଦି ସଶକ ଜାତି ର ପୁରୁଷ କୁ ବିବାହ କରିଥାଆନ୍ତି ତେବେ ଅତ୍ୟନ୍ତ ସୁଖ ଶାନ୍ତି ରେ ଜୀବନ କାଟି ଥାଏ।
ଚିତ୍ରିଣୀ ନାରୀ ଏମାନେ ପତିବ୍ରତା ହୋଇଥାନ୍ତି ସ୍ଵଜନ ଙ୍କୁ ଅତ୍ୟନ୍ତ ଭଲ ପାଇ ଥାଆନ୍ତି। ଏମାନେ ସମସ୍ତ କାର୍ଯ୍ଯ ଅତି ଶୀଘ୍ର କରିଥାଆନ୍ତି। ଏମାନ ଙ୍କ ପାଖରେ ଭୋଗ ବିଳାସ ର ଇଚ୍ଛା ଖୁବ କମ ଥାଏ। ଏମାନଙ୍କ ଅଧିକ ସନ୍ତାନ ହେଲେ ମଧ୍ଯ ମାତ୍ର ୩ ଟି ସନ୍ତାନ ଜୀବିତ ରହିଥାନ୍ତି। ଏମାନେ ମୃଗ ଚରିତ୍ର ପୁରୁଷ ଙ୍କୁ ବିବାହ କଲେ ଅତ୍ୟନ୍ତ ଖୁସି ପାଇବେ।
ସଂଖିନି ନାରୀ ଏମାନେ କିଛି ମୋଟା ତ କିଛି ପତଳା ଥାଆନ୍ତି। ଏମାନଙ୍କର ନାକ ମୋଟା ଓ ଆଖି ଅସ୍ଥିର ହୋଇଥାଏ ଏମାନେ ସର୍ବଦା ଅସନ୍ତୁଷ୍ଟ ବା ପ୍ରସନ୍ନ ଦେଖା ଯାଇଥାନ୍ତି। ଏମାନେ ସ୍ବାମୀ ଙ୍କ ଉପରେ ସର୍ବଦା ରୁଷ୍ଠ ହୋଇଥାନ୍ତି। ଏହି ନାରୀ ବୃଷ ଜାତିର ପୁରୁଷ କୁ ବିବାହ କଲେ କିଛି ମାତ୍ର ରେ ସନ୍ତୁଷ୍ଟ ହୋଇଥାନ୍ତି।
ବନ୍ଧୁଗଣ ଶେଷରେ ହସ୍ତିନୀ ନାରୀ ଙ୍କ ସ୍ଵଭାବ ସର୍ବଦା ପରିବର୍ତ୍ତନ ଶିଳ ହୋଇଥାଏ ।ଏମାନଙ୍କ ର ସର୍ବଦା ଭୋଗ ବିଳାସ ରେ ରହିବା ପାଇଁ ଇଚ୍ଛା ଥାଏ। ଏମାନେ ବହୁତ ଆହାର ମଧ୍ୟ କରିଥାଆନ୍ତି। ଏମାନେ ଅଶ୍ଵ ଜାତି ର ପୁରୁଷ ଙ୍କୁ ବିବାହ କଲେ କିଛି ଶୁଭଫଳ ମିଳିବ।