ରାଜ୍ୟ
ଏଥର ଚନ୍ଦ୍ର ଗ୍ରହଣ ଏହି ୬ ଟି ରାଶି ହେବେ କୋଟିପତି ଜାଣନ୍ତୁ କେଉଁ କେଉଁ ରାଶି ପାଇବେ ଗୁପ୍ତ ଧନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି କାଲି ଦୁନିଆ ରେ ବିଭିନ୍ନ ପ୍ରକାରର ଘଟଣା ମାନ ସାମ୍ନା କୁ ଆସିବା ରେ ଲାଗିଛି। ସମସ୍ତଙ୍କ ମଧ୍ୟ ରେ ବାଦ ବିବାଦ ଲାଗି ରହିଛି। ସେଭଳି ଏକ ଘଟଣା ନଜର ଆସିଛି ବ୍ରହ୍ମପୁର ରୁ ଯେଉଁଠାରେ କି ଶାଶୂ ଓ ତାଙ୍କ ଦୁଇ ବୋହୂ ଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି।
ଦେଖିବାକୁ ମିଳିଛି କି ଘର ଦୁଆର ମୁହଁରେ ବସି ଦୁଇ ବୋହୂ ନିଜ ହକ ପାଇଁ ଲଢେଇ କରୁଛନ୍ତି। ସେମାନେ ହେଉଛନ୍ତି ଦୁଇ ଭଉଣୀ ଯିଏକି ଏକା ଘରେ ମଧ୍ୟ ବିବାହ କରିଛନ୍ତି। ସେ ଦୁଇ ବୋହୁ ଙ୍କ ମଧ୍ୟ ରୁ ଜଣଙ୍କ ର ଏକ ଝିଅ ଓ ଆଉ ଜଣଙ୍କ ର ଗୋଟେ ପୁଅ। ବୋହୂ କହିଛନ୍ତି କି ଶାଶୂ ତାଙ୍କୁ ଆଗରୁ ଏମିତି ଅନେକ ନିର୍ଯାତନା ମଧ୍ୟ ଦେଇଛନ୍ତି।
ବୋହୂ ଙ୍କୁ କହିବା ମତରେ ମାଛ ଖଣ୍ଡେ ପାଇଁ ଏଭଳି ହୋଇଛି। କାରଣ ଏହି ଘଟଣା ହେବାର ପୁର୍ବ ଦିନ ରାତିରେ ତାଙ୍କ ନଣଦ ଘରକୁ ତାଙ୍କ ପୁଅ କୁ ନେଇ ଆସିଥିଲେ ଓ ବୋହୂ ଜଣକ ମାଛ ଖଣ୍ଡେ ନିଜ ପୁଅ ପାଇଁ ରଖି ଦେଇଥିଲେ ଯାହା ଫଳରେ କି ନଣଦ ଙ୍କ ପୁଅ ପାଇଁ ନଥିଲା।
ଏହା ପରେ ଶାଶୂ ଙ୍କ ନିର୍ଯାତନା ଆରମ୍ଭ ହୋଇଯାଇଥିଲା ରାତି ସାରା କଳି କରି ସକାଳୁ ଦୁଇ ବୋହୂ ଙ୍କୁ ଘରୁ ବାହାର କରି ଦେଇଥିଲେ। ତତ୍ପରେ ବୋହୂ ମାନେ ନିଜର ଅଧିକାର ପାଇଁ ଧାରଣା ରେ ବସିଥିଲେ। ଶାଶୂ ଙ୍କୁ ଏହି କଥା ପଚାରିବା ବେଳେ ସେ ଏହାକୁ ସମ୍ପୂର୍ଣ ରୂପରେ ପ୍ରତ୍ୟାଖାନ କରି ଏହାର ଅନ୍ୟ କାରଣ ଦର୍ଶାଇ ଛନ୍ତି।