ଜ୍ୟୋତିଷ
ତ୍ରୀନେତ୍ର ଗଣେଶ ଚିଠିରେ ଗୁହାରି କରନ୍ତି ଭକ୍ତ ଗଣ ଯାହା ମାଗନ୍ତି ତାହା ପାଆନ୍ତି ଦେଖନ୍ତୁ କେଉଁଠି ଅଛି ଏହି ଲୋକପ୍ରିୟ ମନ୍ଦିର

ନମସ୍କାର ପାଠକ ବନ୍ଧୁ ଗଣ। ବିଘ୍ନ ହର୍ତା ପ୍ରଭୁ ଗଜାନନ ସାର ଦେଶରେ ବିଭିନ୍ନ ସ୍ଥାନ ରେ ପାଉଛନ୍ତି ପୂଜା ଏମିତି ଅନେକ ପୀଠ ରହିଛି ଯାହାର ମହିମା ଅଲୌକିକ । ରାଜସ୍ଥାନ ର ଏକ ମନ୍ଦିର ଯାହା ପ୍ରଥମ ଗଣେଷ ମନ୍ଦିର କୁହାଯାଏ । ଏଠାରେ ଗଣ ପତି ଙ୍କ ତ୍ରିନେତ୍ର ପ୍ରତିମା ବିରାଜମାନ।
ସେହି ପ୍ରତିମା ଏମିତି ସେମିତି ପ୍ରତିମା ନୁହେଁ ଇଏ ସ୍ଵୟଂ ପ୍ରକଟିତ । ରାଜସ୍ଥାନ ମାଧପୁର ରେ ରଣା ଧିପ ର ଗଣେଷ ମନ୍ଦିର ।୧୫୭୯ ଫୁଟ ଉଚ୍ଚତା ରେ ଅରା
ବୋଲି ଏବଂ ବିନ୍ଧ୍ୟାଞ୍ଚଳ ପାହାଡ଼ ରେ ଅବସ୍ଥାପିତ ଏହି ମନ୍ଦିର । ମନ୍ଦିର ର ମହିମା ବହୁତ ଖ୍ୟାତ। ଏଠାରେ ଥିବା ମୂର୍ତ୍ତି ଙ୍କ ର ରହିଛି ତିନି ଆଖି।
ମୂର୍ତ୍ତି ଙ୍କ ର ତିନି ଆଖି ଥିବାରୁ ସେଥି ପାଇଁ କୁହାଯାଏ ତ୍ରି ନେତ୍ର ଗଣେଷ । ଏଠାକୁ ଦୈନିକ ଆସେ ହଜାର ହଜାର ସଂଖ୍ୟା ରେ ପତ୍ର ସେ ବିବାହ ହେଉ କିମ୍ବା
ମନବାଞ୍ଛା ପୂର୍ଣ୍ଣ ପାଇଁ ଗୋଟିଏ ମାତ୍ର ଉପାୟ ହେଉଛି ଏଠାକୁ ପଠା ଯାଏ ପତ୍ର । ଯାହା ର ଯାହା ଇଚ୍ଛା ଥାଏ ସେ ପତ୍ର ମାଧ୍ୟମ ରେ ଏଠାକୁ ପଠାଇ ଥାଏ।ଡାକ ସାହାଯ୍ୟ ରେ ଆସେ ପତ୍ର। ବିଶ୍ୱାସ ଅଛି ଚିଠି ମାଧ୍ୟମ ରେ ପୂରଣ ହୁଏ ମନସ୍କାମନା ।
ମହାରାଜା ହୁମେର ଦେବ ଚୌହାନ ଏବଂ ଦିଲ୍ଲୀ ଶାସକ ଅଲ୍ଲା ଉଦିନ ଖିଲିଜ ଙ୍କ ମଧ୍ୟରେ ଖ୍ରୀଷ୍ଟ ପୂର୍ବ ୧୨୯୯ଓ ୧୩୦୧ମଧ୍ୟ ରେ ହୋଇ ଥିଲା ଯୁଧ୍ୟ । ଏହି ସମୟ ରେ ଦୁର୍ଗ କୁ ୯ ମାସ ଧରି ଘେରି ରହି ଥିଲେ ଶତ୍ରୁ। ହାମିରି ଦେବ ଙ୍କୁ ସ୍ୱପ୍ନାଦେଶ ସହ ସ୍ଵୟଂ ଦର୍ଶନ ଦେଇ ଥିଲେ ଗଣେଶ। ତେଣୁ ଏଠାରେ ସେ ଏହି ମନ୍ଦିର ନିର୍ମାଣ କରି ଥିଲେ। ତେଣୁ କୁହା ଯାଏ ଏହା ପ୍ରଥମ ଗଣେଷ ମନ୍ଦିର।