ଜ୍ୟୋତିଷ
ବାହାଘର ପରେ ନାରୀମାନେ ବାପଘରୁ ଏହି ୩ ଟି ଜିନିଷ କେବେ ମଧ୍ୟ ଆଣନ୍ତୁ ନାହିଁ ନହେଲେ ସ୍ଵାମୀଙ୍କ ଜୀବନ ହୋଇଯିବ ଵର୍ବାଦ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତ୍ୟେକ ମାଆ ବାପା ତାଙ୍କ ଝିଅ କୁ ପ୍ରଚୁର ମାତ୍ରା ରେ ଭଲ ପାଇଥାଆନ୍ତି। ସେମାନେ ସର୍ବଦା ତାଙ୍କ ଝିଅ ର ମଙ୍ଗଳ ଚାହାନ୍ତି।
ସର୍ବଦା ଚାହିଁ ଥାନ୍ତିକି ଅଲିଅଳି ଝିଅ ଖୁସୀରେ ରହୁ ଜୀବନରେ ତାକୁ କିଛି ମଧ୍ୟ ଅସୁବିଧାର ସମ୍ମୁଖୀନ କରିବାକୁ ନପଡୁ। ତେଣୁ ସେମାନେ ସର୍ବଦା ତାଙ୍କ ଝିଅକୁ ଭଲ ଜାଗାରେ ବିବାହ ଦେବାକୁ ଚାହିଁଥାନ୍ତି ଯେଉଁଠାରେ ତାଙ୍କ ଝିଅ ର କିଛି ମଧ୍ୟ ଅସୁବିଧା ହେବ ନାହିଁ।
ତେବେ ପ୍ରତ୍ୟେକ ବାପା ମାଆ ତାଙ୍କ ଝିଅ ତାଙ୍କ ଘର ଛାଡି ଯିବାବେଳେ ତାଙ୍କ ଝିଅ କୁ ମନୋଲୋଭା ଉପହାର ମଧ୍ୟ ଦେଇଥାନ୍ତି । ହେଲେ ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ କେବେ ମଧ୍ୟ ଏହା ଉପହାର ସ୍ୱରୂପ ଆପଣଙ୍କ ଝିଅ କୁ ଦେବେ ନାହିଁ। ତାହା ହେଉଛି ଶ୍ରୀ ଗଣେଶ ଙ୍କ ମୂର୍ତ୍ତି । ଘରେ ଲକ୍ଷ୍ମୀ ଓ ଗଣେଶ ଙ୍କ ମୁର୍ତିଥିଲେ ଘରକୁ ଧନ ଆସିଥାଏ ଓ ଐଶୋର୍ୟ୍ଯ ଆସିଥାଏ।
ଯଦି ଆପଣ ଆପଣଙ୍କ ଘରୁ ଏହି ମୂର୍ତ୍ତି ଆପଣଙ୍କ ଝିଅକୁ ଦେବେ ତେବେ ଆପଣଙ୍କ ଘରେ ଧନ ଓ ଐସୋର୍ଯ୍ୟ ରହିବ ନାହିଁ। ଯଦି ଆପଣ ଦେଇ ସାରିଛନ୍ତି ଗଣେଶ ଙ୍କ ମୂର୍ତ୍ତି ତେବେ ଏହାର ସମାଧାନ କରିବାକୁ ହେଲେ ଆପଣ ଆପଣଙ୍କ ଝିଅ ଠାରୁ ଯେ କୌଣସି ଏକ ଗଣେଶ ଙ୍କ ମୂର୍ତ୍ତି ଆଣି ପାରିବେ ଯଦ୍ୱାରା ଆପଣଙ୍କ ଘରର ଐସୋର୍ଯ୍ୟ ପୁନର୍ବାର ଫେରି ଆସି ପାରିବ।
ଆପଣ ଯଦି ଗଣେଶ ଙ୍କ ମୂର୍ତ୍ତି କିଣୁଛନ୍ତି ତେବେ କେତେକ ତଥ୍ୟ ସମ୍ପର୍କରେ ନିହାତି ଭାବରେ ଜାଣିବା ଉଚିତ୍। ସର୍ବଦା ଯେଉଁ ଗଣେଶ ଙ୍କ ମୂର୍ତ୍ତି କିଣିବେ ସେହି ଗଣେଶଙ୍କ ଶୁଣ୍ଢ ସର୍ବଦା ବାମ ପାର୍ଶ୍ଵ କୁ ହେବା ଉଚିତ।
କାରଣ ଯେଉଁ ଗଣେଶଙ୍କ ଶୁଣ୍ଢ ଡ଼ାହାଣ ପାର୍ଶ୍ୱକୁ ତାଙ୍କର ପୂଜା ବିଦ୍ଧି ଭିନ୍ନ ହୋଇଥାଏ। କେବେ ମଧ୍ୟ ଘରେ କୌଣସି ସ୍ଥାନରେ ଲଗାଇଥିବା ଗଣେଶ ମୂର୍ତ୍ତିକୁ ପୂଜା କରିବେ ନାହିଁ। ଉପରୋକ୍ତ ସମସ୍ତ କଥା ପ୍ରତି ସଚେତନ




