ଜ୍ୟୋତିଷ

ଏହି ଉପାୟ କରିବା କ୍ଷଣି ଘରକୁ ମାଡ଼ି ଆସିବ ଧନ ଦେଖନ୍ତୁ କେମିତି କରିବେ ଏହି ଉପାୟ ଯାହାଦ୍ଵାରା ମିଳିବ ପ୍ରଚୁର ଧନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାବଣ ବହୁତ ଜଣେ ଜ୍ଞାନୀ ପଣ୍ଡିତ ଥିଲେ ସେ ବହୁତ ବେଶୀ ଜ୍ୟୋତିଷର ଜ୍ଞାନ ରଖିଥିଲେ। ରାବଣ ତନ୍ତ୍ର ବିଦ୍ୟାରେ ଜ୍ଞାନ ରଖିଥିଲେ ଏବଂ ରାବଣ ଏହି ତନ୍ତ୍ର ବିଦ୍ୟା ଆଧାରରେ ଶନିଦେବଙ୍କୁ ନିଜ ପାଦ ତଳେ ରଖିଥିଲେ।
Special report
ବନ୍ଧୁଗଣ ତ୍ରେତୟା ଯୁଗରେ ଜନ୍ମ ହୋଇଥିବା ରାବଣ ଏକ ଏମିତି ଦୁଷ୍ଟ ରାକ୍ଷସ ଥିଲା ଯିଏ ଭଗବାନ ଶିବଙ୍କର ଅନନ୍ୟ ଭକ୍ତ ଥିଲା। ରାବଣ ଦୁଷ୍ଟ ନୁହେ ପରମ ଜ୍ଞାନୀ ମଧ୍ୟ ଥିଲେ। ରାବଣର ଜନ୍ମ ବ୍ରାହ୍ମଣ ରାକ୍ଷସ କୂଳରେ ହୋଇଥିଲା ବ୍ରାହ୍ମଣ ହେବା କାରଣରୁ ରାବଣ ମଧ୍ୟରେ ସମସ୍ତ ବେଦ ଶାସ୍ତ୍ରର ଜ୍ଞାନ ରହିଥିଲା।
ରାବଣ ନିଜର ତପସ୍ୟା ବଳରେ ବ୍ରହ୍ମ ଦେବଙ୍କ ଠାରୁ ଭଗବାନ ଶଙ୍କରଙ୍କ ଠାରୁ କେତେ ପ୍ରକାରର ବରଦାନ ପ୍ରାପ୍ତ କରିଥିଲେ। ରାବଣକୁ ଜଡ଼ିତ ଏମିତି କିଛି ରହସ୍ୟ ଅଛି ଯାହାକୁ ଆଜି ପର୍ଯ୍ୟନ୍ତ କୌଣସି ଲୋକ ଜାଣି ନାହାଁନ୍ତି।
ତେବେ ବନ୍ଧୁଗଣ ଆଜି ଏମିତି ଚେର ବିଷୟରେ କହିବୁ ଯାହାକୁ ରାବଣ ସ୍ୱୟଂ କହିଛନ୍ତି ଯେ ଏହି ଚରକୁ ଧାରଣା କରିବା ଦ୍ୱାରା ବ୍ୟକ୍ତିଙ୍କ ଭିତରେ ଅଦ୍ଭୁତ ଶକ୍ତି ଆସି ଯାଇଥାଏ। ଏବଂ ମା ଲକ୍ଷ୍ମୀ ଆଶୀର୍ବାଦ ଦେଇ ଥାଆନ୍ତି।
ରାବଣ କହିଛନ୍ତି ଯେ ଆର୍ଥିକ ସମସ୍ୟାରୁ ବଞ୍ଚିବା ପାଇଁ କୌଣସି ଚାନ୍ଦିର ଡବାରେ କଳା ହଳଦୀ, ନାଲି କେଶର, ସିନ୍ଦୁର ଏହି ତିନୋଟି ଜିନିଷକୁ ଆପଣ ଏକ ଚାନ୍ଦିର ଡବାରେ ରଖନ୍ତୁ। ଏବଂ ସେଥିରେ ଏକ ଟଙ୍କାର କଏନ ଗୋଟିଏ ରଖନ୍ତୁ ଏବଂ ଏହାକୁ ନେଇ ଘରର କୌଣସି ସ୍ଥାନରେ ରଖିବାର ଅଛି।
Special report
ଆଉ ଏହାର ପ୍ରୟୋଗ ଶୁକ୍ରବାର ଦିନ କରିବାର ଅଛି। ଏହାକୁ ଘରର ପୂଜା ସ୍ଥାନରେ ରଖନ୍ତୁ ଏବଂ ଏହାକୁ ନେଇ ଘରର ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ କେବେବି ଆପଣଙ୍କ ଧନର ଅଭାବ ରହିବ ନାହିଁ। ରାବଣ କହିଛନ୍ତି ଯେ କଳା ହଳଦୀ ପେଶୀ ଏଥିରେ କେଶର ଏବଂ ଗଙ୍ଗା ଜଳ ମିଶାନ୍ତୁ।
ଏବେ ଏହାର ପେଷ୍ଟକୁ ନେଇ ଏକ ସ୍ୱସ୍ତିକ ଚିହ୍ନ ବନାନ୍ତୁ ଶୁକ୍ରବାର ଦିନ ଏହି ଉପାୟ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ବହୁତ ଜୋର ସେ ବ୍ୟାପାରରେ ବୃଦ୍ଧି ହୋଇଥାଏ ଧନର ବୃଦ୍ଧି ହୋଇଥାଏ ଆକସ୍ମିକ ଧନର ପ୍ରାପ୍ତି ହୋଇଥାଏ।
ରାବଣ କହିଛନ୍ତି ଯେ କଳା ହଳଦୀର ଚେରକୁ ଆଣି ଶନିବାର ଦିନ କଳା କପଡ଼ାରେ ବାନ୍ଧି ଗଳାରେ କିମ୍ବା ହାତରେ ବାନ୍ଧିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତିମିଳିଥାଏ। ତେବେ ବନ୍ଧୁଗଣ ଶନିବାର ଦିନ ଆପଣ ଏହି ପ୍ରୟୋଗ କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button