ଦେଶ- ବିଦେଶ

ଯାହା ଲାଗିଲାଣି ସମସ୍ତଙ୍କ ମଲାବେଳ ନିକଟ ଆଉ କିଛିଦିନ ମଧ୍ୟରେ ହେବ ସଂହାର ଦେଖନ୍ତୁ କଣ କହୁଛି ମାଳିକା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ମାଳିକା ବିଷୟରେ ତ ଜାଣିଥିବେ । ଆଉ ଏହି ମାଳିକାରେ ଯାହା ଲେଖା ହୋଇଛି ତାହା ସତ ହେବ । ଆଉ ସେସବୁ ଲେଖିଥିଲେ ସଖା ଅଚ୍ୟୁତାନନ୍ଦ ଦାସ । ଆଉ ଏହି ମାଳିକା ରଚନା ମିଛ ନୁହେଁ ସତ । ଆଉ ଆପଣମାନେ ସମସ୍ତେ ଏହାକୁ ବିଶ୍ୱାସ କରୁଥିବେ । କିନ୍ତୁ କିଛି ଲୋକ ଏହାକୁ ବିଶ୍ୱାସ କରନ୍ତି ନାହିଁ । ଆଉ ଏହି ମାଳିକା ବଚନ କେବେ ଆନ ହେବ ନାହିଁ ଏହି ଉକ୍ତି କଥାରେ ଅଛି । ଆଉ ଏହା ସତ ମଧ୍ୟ । ମାଳିକାରେ ଯାହା ଲେଖା ହୋଇଛି ତାହା କେବେ ନା କେବେ ସତ ନିଶ୍ଚୟ ହେବ ।

ମାଳିକା ଗବେଷକଙ୍କ ଦ୍ଵାରା ଜାଣିବା ଆଗକୁ କଣ ଆସିବାକୁ ଯାଉଛି ଆଉ କଣ ହେବ । ମାଳିକା କଣ ସତରେ ସତର୍କ ଘଣ୍ଟି  ବଜାଇଲାଣି କି ? ଆଉ ମାଳିକାରେ ଲେଖା ଅଛି ୧୩ ମୁସଲମାନ ରାଷ୍ଟ୍ର ଏକାଠି ହେବେ ଆଉ ଭାରତ ଉପରେ ଆକ୍ରମଣ କରିବେ । ବିଜୟ ପତାକା ଉଡି ସାରିଲାଣି । ଆଉ ଧିରେ ଧିରେ ଓଡ଼ିଶାକୁ ଆକ୍ରମଣ କରିବେ ବୋଲି ପ୍ଲାନିଂ ଚାଲିଲାଣି । ଆଉ ମୁସଲମାନ ରାଷ୍ଟ୍ର ଚାଇନା ସହ ମିଶି ଭାରତକୁ ଆକ୍ରମଣ କରିବେ ବୋଲି ମାଳିକାରେ ମଧ୍ୟ ଲେଖା ହୋଇଛି । ଆଉ କିଛି ଦେଶ ଏହି ଆକ୍ରମଣ କରୁଥିବା ମୁସଲମାନ ଦେଶକୁ ସପୋର୍ଟ କରିବେ । ଆଉ ଟଙ୍କା ପଇସା, ଅସ୍ତ୍ରଶସ୍ତ୍ର ସବୁ କିଛି ଯୋଗାଇବେ ସେମାନଙ୍କୁ ।

ଆଉ ଓଡ଼ିଶାର ଦଙ୍ଗଲ ହେବାକୁ ସମୟ ଲାଗିବ । ଆଉ ନିଶ୍ଚୟ ହେବ । ବିଶ୍ବର ସବୁ ଦେଶରେ କିଛି ନା କିଛି କ୍ଷତି ହେବ । ଆଉ ବାହାରେ ହିନ୍ଦୁ ମାନଙ୍କୁ କାମରେ ରଖୁ ନାହାନ୍ତି । ବହୁତ୍ କମ୍ ହିନ୍ଦୁ କାମ କରୁଛନ୍ତି ଆଉ ବାକି ସବୁ ମୁସଲମାନ କାମ କରୁଛନ୍ତି । ଆଉ ଭାରତ ଉପରେ ଆକ୍ରମଣ କରିବାକୁ ସମସ୍ତେ ଆରମ୍ଭ କରିଲେଣି । କୌଣସି ଦେଶ ଏକୁଟିଆ ଆଟାକ୍ କରିବନି ଆଉ ଏକାଠି ସବୁ ମିଶିକି ଆଟାକ୍ କରିବେ । ସେମାନେ ବର୍ଷା ଦିନରେ ଆକ୍ରମଣ କରିବା ଆରମ୍ଭ କରିବେନି । ଆଉ ଏହି ଆକ୍ରମଣ କରିଲା ବେଳକୁ ଅକ୍ଟୋବର ମାସ ହୋଇଯିବ ।

 

ଏପର୍ଯ୍ୟନ୍ତ ଆରମ୍ଭ ହୋଇନି କିନ୍ତୁ ଏହା ହୋଇପାରେ । ବର୍ତ୍ତମାନ ୱେଷ୍ଟ ଇଣ୍ଡିଜ ଦେଶମାନେ ପଛ ଘୁଂଚା ଦେଲେଣି । ବର୍ତ୍ତମାନ ୟୁକ୍ରେନ ଆଉ ଋଷ ଭିତରେ ଯୁଦ୍ଧ ଚାଲିଛି ଆଉ ଏହା ଏବେ ଯାଏଁ ବି ସରିନାହିଁ । ସେ କହିଛନ୍ତି କିଛି ଜିନିଷ ସାର୍ବଜନୀନ ହେବା କଥା ନୁହେଁ । ହିଂସା ବଢିବ ଆଉ ହଣା କଟା ଆରମ୍ଭ ହେବ । ଆଉ ବିଶ୍ଵ ଧ୍ଵଂସ ହେବା ସମୟ ପାଖେଇ ଆସିଲାଣି । ଆଉ କେତେବେଳେ ଦେଶ ଉପରେ ଆକ୍ରମଣ ହେବ ଆଉ କଣ ହେବ ତାହା କେବେ ହେବ ସେକଥା କେହି ଜାଣି ନାହାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button