ସ୍ୱାସ୍ଥ୍ୟ

ଝିଟିପିଟି ଶରୀର ର ଏହି ଅଙ୍ଗରେ ପଡ଼ିଲେ ହୋଇଯିବେ ମାଲାମାଲ ଦେଖନ୍ତୁ କେଉଁ ଅଙ୍ଗରେ ପଡିଲେ ହୁଏ ଅତ୍ୟନ୍ତ ଶୁଭ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏଭଳି ଏକ କଥା କହିବାକୁ ଯାଉଛୁ ଯାହାକୁ କରିବା ଦ୍ବାରା ମାତା ଲକ୍ଷ୍ମୀ ଆପଣ ଉପରେ ଖୁସି ହୋଇ ଧନର ବର୍ଷା କରିବାକୁ ଲଗିବେ। ବନ୍ଧୁଗଣ ଆପଣ ମାନେ ଝିଟିପିଟି କୁ ଏକ ସାଧାରଣ ଯିବ ବୋଲି ମାନିଥାନ୍ତି । ହେଲେ ଆପଣ ମାନେ ଜାଣିଛନ୍ତି କି ଏହି ଝିଟିପିଟି ସାଧାରଣ ଜୀବନରେ ଆମକୁ କେତେ ଗୁଡ଼ିଏ ସଙ୍କେତ ମଧ୍ୟ ଦେଇଥାଏ।

ଶାସ୍ତ୍ରରେ ଏହି ଝିଟିପିଟି ର ମାନ୍ୟତା ଅଧିକା ଥାଏ। ସକୁନ ଶାସ୍ତ୍ର ମୁତାବକ ଏହି ଝିଟିପିଟି ସଂପର୍କ ରେ ବର୍ଣ୍ଣନା କରାଯାଇ ଅଛି। ଦୀପାବଳୀ ଦିନ ଝିଟିପିଟି ଦେଖା ଦେଲେ ତାକୁ ମାଆ ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମନା ଯାଇଥାଏ। ଏହିଦିନ ଯଦି ଝିଟିପିଟି ଆପଣଙ୍କ ଉପରେ ପଡ଼ିଯିବ ତେବେ ତେବେ ଅନେକ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ଟଙ୍କା ବୃଷ୍ଠୀ ହେବ। ଯଦି ଆପଣଙ୍କ ଘରେ ଝିଟିପିଟି ଦେଖା ଦିଏ ତେବେ ଆପଣ ଠାକୁର ଘରେ ଥିବା ଚାଉଳ ଓ ସିନ୍ଦୁର ଆଣି ନିଜ ମାନେ ରେ ଥିବା ଆକାଂକ୍ଷା କୁ ମନରେ ରଖି ଝିଟିପିଟି ଉପରେ ଚିଞ୍ଚି ଦିଅନ୍ତୁ। ଶାସ୍ତ୍ର ରେ ଝିଟିପିଟି ର ଏକ ପୂଜନୀୟ ମାନ୍ୟତା ରହିଛି।

ଏହି ଝିଟିପିଟି ଙ୍କୁ ଧନ ର ପ୍ରତୀକ ମଧ୍ୟ କୁହା ଯାଇଥାଏ। ଓ ଏହାକୁ ମହାଲକ୍ଷ୍ମୀ ଙ୍କ ଏକ ପ୍ରତୀକ ବୋଲି ମନା ଯାଇଥାଏ। ଯଦି ଦୀପାବଳୀ ରେ ଆପଣ ଯେତେବେଳେ ଘର ସଫା କରିଥାଆନ୍ତି ଓ ଆପଣଙ୍କ ସାମ୍ନାକୁ ଏକ ମରିଯାଇଥିବା ଝିଟିପିଟି ଆସିଯାଏ ତେବେ ଏହାକୁ ଏକ ଅଶୁଭ ସଙ୍କେତ ମନା ଯାଇଥାଏ। ଏଥି ଯୋଗୁଁ ଆପଣଙ୍କ ଜୀବନରେ ଏମିତି କଷ୍ଟ ଆସିବାକୁ ଲାଗିଥାଏ ଯାହାକି ଆପଣ ଆଗରୁ ଜାଣି ନଥିବେ।

ଆପଣ ଖାଇବା ଖାଉଥିବା ସମୟରେ ଯଦି କୌଣସି ଝିଟିପିଟି ର ଶବ୍ଦ ଶୁଣି ବାକୁ ପାଇବେ ତେବେ ଏହା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ଆପଣଙ୍କୁ ଯଦି ଝିଟିପିଟି ର ସମାଗମ ଦେଖାଯାଏ ତେବେ ଆପଣଙ୍କୁ ଖୁବ ଶୀଘ୍ର କୌଣସି ପୁରୁଣା ମିତ୍ର ଦେଖା ହେବେ। ଝିଟିପିଟି ଲକ୍ଷ୍ମୀ ଙ୍କ ସଙ୍କେତ ହୋଇ ଥିବାରୁ ତାଙ୍କୁ ଅତ୍ୟନ୍ତ ଶୁଭ ବୋଲି ମନା ଯାଇଥାଏ। ଏବଂ ଏହା ଏକ ଶୁଭ ସଙ୍କେତ ଅଟେ। ସମ୍ପୂର୍ଣ୍ଣ ଭିଡିଓ ଦେଖିଲା ପରେ ଆପଣ ଏହି ସଂପର୍କ ସମ୍ଵନ୍ଧରେ ସମ୍ପୂର୍ଣ ଭାବରେ ଜାଣି ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button