ମନୋରଞ୍ଜନ

Seshanaga ଏଵଂ Garuda ଙ୍କ ମଧ୍ୟରେ ଶକ୍ତିଶାଳୀ କିଏ ଦେଖନ୍ତୁ ଏହି ସତ ବିଷୟରେ ଜାଣି ନାହାନ୍ତି ଅନେକ ଲୋକେ ଆଜି ଜାଣନ୍ତୁ ପ୍ରକୃତ ସତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଭଗବାନ ବିଷ୍ଣୁ ଙ୍କ ଉଭୟ ଗରୁଡ଼ ଓ ଶେଷ ନାଗ ସହ ଘନିଷ୍ଟ ମିତ୍ରତା ଅଛି। ତେଣୁ ଆଜି ଆମେ ଜାଣିବାକୁ ଯାଉଛେ କି ସେ ଦୁହିଁଙ୍କ ମଧ୍ୟରୁ କିଏ ଅଧିକା ଶକ୍ତି ଶାଳୀ ଅଟେ ଓ କାହାର ଅତ୍ୟଧିକ କ୍ଷମତା ମଧ୍ୟ ଅଛି। ତେବେ ଚାଲନ୍ତୁ ବନ୍ଧୁଗଣ ସେହି ସମ୍ପର୍କିତ କିଛି ତଥ୍ୟ ଜାଣିବା।

ଶେଷ ନାଗ ହେଉଛନ୍ତି ସିଏ କି ଯାହାର ଆଦି ଅଛି ନାଆ ଅନ୍ତ। ସେ ହେଉଛନ୍ତି ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ର ସୃଷ୍ଠି କର୍ତ୍ତା। ଗଭୀର ସମୁଦ୍ରରେ ଭଗବାନ ବିଷ୍ଣୁ ଶେଷ ନାଗ ଉପରେ ହିଁ ଶୟନ କରିଥାଆନ୍ତି । କୁହାଯାଏ ଯେ ସେହି ସମୂଦ୍ର ମଧ୍ୟରେ ଶେଷ ନାଗ ବର୍ଷ ବର୍ଷ ଧରି ଅଛନ୍ତି ଯେତେବେଳେ କି ବ୍ରହ୍ମାଣ୍ଡର ସୃଷ୍ଠି ମଧ୍ଯ ହୋଇ ନଥିଲା ସେହି ସମୁଦ୍ର ମଧ୍ୟରେ କେତେ ଯେ ବିଶ୍ଵ ବ୍ରହ୍ମାଣ୍ଡ ଲୀନ ହୋଇଛି ତାର ଠିକ୍ ଠିକଣା ନାହିଁ।

ଭଗବାନ୍ ବିଷ୍ଣୁ ଙ୍କ ପରମ ବାହାନ ହେଉଛନ୍ତି ଗରୁଡ଼ ସେ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି। ସେ ମଧ୍ୟ ପ୍ରଚଣ୍ତ ଶକ୍ତି ର ଅଧିକାରୀ ଅଟନ୍ତି ସମୁଦ୍ର ମନ୍ଥନ ସମୟରେ ସେ ହିଁ ଯୁଦ୍ଧ କରି ଅମୃତ କୁଡୁଆ ଆଣିବାରେ ସଫଳ ହୋଇଥିଲେ। କୁହାଯାଏ ଯେ ତାଙ୍କ ପଙ୍ଖ ମାଧ୍ୟମରେ ସେ ସୂର୍ଯ୍ୟ ଙ୍କ କିରଣ କୁ ମଧ୍ୟ ଅବରୋଧ କରି ପାରିବେ। ସେ ଦେଖିଵାକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ଅଧା ମନୁଷ୍ୟ ଓ ଅଧା ପକ୍ଷୀ ସ୍ୱରୂପ।

 

ହେଲେ ଆପଣ ଏହା ମଧ୍ୟ ଜାଣିଥିବେ କି ଗରୁଡ଼ ଓ ଶେଷ ନାଗ ହେଉଛନ୍ତି ପରମ ଶତ୍ରୁ ସେ ଦୁହେଁ ଦୁହିଁଙ୍କ ସହ ପଡେ ନାହିଁ। ସର୍ପ ମାନେ ଗରୁଡ଼ ଙ୍କୁ ମଧ୍ୟ ଭୟ କରିଥାଆନ୍ତି। ଏବଂ ସବୁ ଠାରୁ ବଡ଼ କଥା ଏହା କି ସେ ଦୁହେଁ ହେଉଛନ୍ତି ଭଗବାନ ବିଷ୍ଣୁ ଙ୍କ ଅନେକ ନିକଟ ବର୍ତ୍ତି ଓ ପରମ ଭକ୍ତ। ଭଗବାନ ଶିବ ଦୁହିଁ ଙ୍କ ମଧ୍ୟରୁ କିଏ ଶକ୍ତି ଶାଳୀ ର ବିବେଚନା କରିବାକୁ ଯାଇ ମାତା ପାର୍ବତୀ ଙ୍କୁ କହିଥିଲେ କି ଗରୁଡ଼ ଙ୍କ ଶକ୍ତି ରେ କୌଣସି ସନ୍ଦେହ ନାହିଁ ସେ ପରମ ଶକ୍ତି ଶାଳୀ। ମାତ୍ର ଶେଷ ନାଗ ମଧ୍ୟରେ ସମସ୍ତ ସଂସାର ଲୀନ ହେଉଥିବାରୁ ସେ ହେଉଛନ୍ତି ମହାନ୍।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button