ଜାଣନ୍ତୁ କଣ ରହସ୍ୟ ୨୪ ଘଣ୍ଟା ପରେ କାହିଁକି ଆତ୍ମା ଆସେ ପୁଣି ଘରକୁ ଜାଣନ୍ତୁ ଏହି ଗୁପ୍ତ କଥା କଣ ଲେଖା ଅଛି Garuda Puran ରେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏକ ମଣିଷ ର ମୃ-ତ୍ୟୁ ପରେ ସେମାନେ ଯମ ଲୋକ ଙ୍କୁ ଚାଲି ଯାଇଥାନ୍ତି। ହେଲେ ଗରୁଡ଼ ପୁରାଣରେ ଲେଖା। ଅଛି ଜଣେ କୋକ ର ମୃ-ତ୍ୟୁ ହେବା ପରେ ସେ ଯମ ଲୋକକୁ ଯାଇଥାଏ ମାତ୍ରା ତାର ୨୪ ଘଣ୍ଟା ମଧ୍ୟରେ ଯମ ଦୂତ ମାନେ ତାଙ୍କୁ ନିଜ ପରିଜନ ମାନଙ୍କ ପାଖରେ ଛାଡି ଦେଇ ଥାଆନ୍ତି। ସେହି ଆତ୍ମା ଟି ମଧ୍ଯ ନିଜ ପରିଜନ ମାନଙ୍କ ଚାରିପଟେ ଘୁରି ବୁଲୁଥାଏ।
ଅଦୃଶ୍ୟ ହେବା କାରଣରୁ ସେ କାହାକୁ ମଧ୍ଯ ଦେଖା ଦେଇ ନଥାନ୍ତି । ଆତ୍ମା ଟି ମଧ୍ୟ ଜୋରେ ଚିତ୍କାର କରି ତାହା ନିଜ ପରିଜନ ମାନଙ୍କୁ ଡାକି ଥାଆନ୍ତି। ହେଲେ ନିଜ ପରିଜନ ମାନେ ତାଙ୍କ କଥା କିଛି ଶୁଣି ପାରି ନଥାନ୍ତି। ନିଜ ପରିଜନ ମାନଙ୍କୁ ଦୁଃଖୀ ହୋଇ କାନ୍ଦୁଥିବାର ଦେଖି ସେ ମଧ୍ଯ ମନ ଦୁଃଖ କରି ଖୁବ ଜୋରେ କାନ୍ଦିବାକୁ ଲାଗି ଥାଆନ୍ତି। ଏବଂ ମୃ-ତ୍ୟୁ ପରେ ସେ ଆତ୍ମା ନିକଟରେ ଏତେ ଶକ୍ତି ନଥାଏ କି ସେ ପୁନର୍ବାର ଯମ ଲୋକ ଯାଇପାରିବେ।
ଏଥି ପାଇଁ ତାଙ୍କୁ ୧୩ ଦିନ ପର୍ଯ୍ୟନ୍ତ ପିଣ୍ଡ ଦିଆ ଯାଇଥାଏ ଯାହା ଦ୍ବାରା ସେହି ଆତ୍ମାର ଶରୀର ମଧ୍ୟ ଗଠନ ହୋଇଥାଏ। ଏବଂ ସେହି ମାଧ୍ୟମରେ ସେ ଯମ ଲୋକ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଥାଏ। ଏବଂ ଏହି ଯାତ୍ରା ପୂର୍ଣ୍ଣ କରିବାକୁ ପୂରା ଏକ ବର୍ଷ ହିଁ ଲାଗିଥାଏ। ଯମ ଦୂତ ମାନଙ୍କ ସହ ଯମ ଲୋକଙ୍କୁ ଯାତ୍ରା ସେମାନେ ଆରମ୍ଭ କରିଥାଆନ୍ତି। ଏବଂ ଏହି ଏକ ବର୍ଷ ରେ ଦିଆଯାଉଥିବା ପିଣ୍ଡ କୁ ତାଙ୍କୁ ଖାଦ୍ୟ ସ୍ୱରୂପ ଦିଆଯାଇଥାଏ
ଯିଏ ଖରାପ କର୍ମ କରିଥାଏ ତାଙ୍କୁ ସେମାନେ ଯମ ଲୋକଙ୍କୁ ଯାତ୍ରା କରିବା ସମୟରେ ଅନେକ କଷ୍ଟ ଦେଇଥାନ୍ତି। ଓ ଯିଏ ଭଲ କର୍ମ ବା ପୂଣ୍ୟ କରିଥାଆନ୍ତି ତାଙ୍କୁ କୌଣସି ପ୍ରକାରର ମଧ୍ଯ କଷ୍ଟ ଦେଇ ନଥାନ୍ତି ସମ୍ମାନ ସହକାରେ ସେ ଇହ ଧାମ ବା ଯମ ଲୋକଙ୍କୁ ନେଇ ଯାଇଥାନ୍ତି। ଏଭଳି ଭାବରେ ସେ ଅନ୍ତିମ ଯାତ୍ରା ପୂର୍ଣ୍ଣ କରିଥାଆନ୍ତି।




