ଜ୍ୟୋତିଷ
Kukukhetra ଏହି ଜାଗାରେ ହୋଇଥିଲା ମହାଭାରତ ଯୁଦ୍ଧ ଦେଖନ୍ତୁ ବର୍ତ୍ତମାନ ଏହି ଜାଗା କେମିତି ଅଛି ଏହାର ଚାରିପଟ ପରିବେଶ କେମିତି ଅଛି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ପ୍ରସାରିତ ହେଉଥିବା ସମସ୍ତ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହି ସୋସିଆଲ ମିଡିଆରେ ଆପଣମାନେ ରୋଷେଇ, ଯୁଦ୍ଧ, ପୌରାଣିକ କଥା ଆଦି ବିଭିନ୍ନ ପ୍ରକାରର ଘଟଣା ବିଷୟରେ ଶୁଣିବାକୁ ପାଉଥିବେ । ଆଉ ଆପଣମାନେ ପୌରାଣିକ ଗ୍ରନ୍ଥ ରାମାୟଣ, ମହାଭାରତ ଆଉ ସବୁ ପ୍ରକାରର ନ୍ୟୁଜ ବିଷୟରେ ଜାଣିବାକୁ ପାଉଥିବେ ।
ଏହି ଭିଡିଓରେ ଆପଣ କେଉଁଠି ମହାଭାରତ ହୋଇଥିଲା ସେହି ସମ୍ପର୍କରେ ଜାଣିପାରିବେ । ଆଉ ଏହି ଭିଡିଓ ଦେଖିଲେ ଆପଣ ମହାଭାରତର କୁରୁକ୍ଷେତ୍ର ବିଷୟରେ ଜାଣିପାରିବେ । ଏହି ମହାଭାରତ ଯୁଦ୍ଧ ପାଣ୍ଡବ ଆଉ କୌରବ ମାନଙ୍କ ମଧ୍ୟରେ ହୋଇଥିଲା । ଏହି ମହାଭାରତ ଜଣେ ମହିଳାଙ୍କ ପାଇଁ ବା ଦ୍ରୌପଦୀଙ୍କ ପାଇଁ ହୋଇଥିଲା । ଆଉ ଏହି ଗ୍ରନ୍ଥ ଆଜି ପର୍ଯ୍ୟନ୍ତ ପ୍ରସିଦ୍ଧ ଅଟେ ।
ଏହି କୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତାର ଉପଦେଶ ଅର୍ଜୁନଙ୍କୁ କହିଥିଲେ । ଏହି ଅଞ୍ଚଳରେ ଥିବା ବଟ ବୃକ୍ଷ ତଳେ ଭଗବାନ ଶ୍ରୀକୃଷ୍ଣ ଏହି ଭାଗବତ ଗୀତାର ଉପଦେଶ ପାଠ କରିଥିଲେ । ଏହି ଯୁଦ୍ଧ କ୍ଷେତ୍ର ୧୫୬ କିଲୋମିଟର ଅଞ୍ଚଳର ଅଟେ । ଏହା ଧରମ କ୍ଷେତ୍ର ଅଟେ । ଏହି ସ୍ଥାନରେ ଯିଏ ମରିବ ସେ ମୋକ୍ଷ ପ୍ରାପ୍ତି ପାଇବ । ଏହି ସ୍ଥାନ ହରିୟାଣା ରାଜ୍ୟରେ ଅବସ୍ଥିତ ।
ଏହି କୁରୁକ୍ଷେତ୍ରରେ ବା ଏରିଆରେ ଥିବା ବଟ ବୃକ୍ଷ ୫୦୦୦ ବର୍ଷ ତଳର ବୋଲି ଜଣାପଡିଛି । ଏହି ସ୍ଥାନରେ ଏକ ପୋଖରୀ ମଧ୍ୟ ଅଛି । ଆଉ ଏହି ଅଞ୍ଚଳରେ ଅନେକ ପ୍ରକାରର ପ୍ରୋଜେକ୍ଟ କରାଯାଉଛି । ଆଉ ଏହି ସବୁ ବହୁତ ଭଲ କାମ ଅଟେ । ଏହି ଅଞ୍ଚଳ ବହୁତ ପ୍ରସିଦ୍ଧ ଅଟେ । ଆଉ ଏହି ସ୍ଥାନକୁ ଦର୍ଶକମାନେ ଆସିଥାନ୍ତି । ଆଉ ଏଠାରେ ଦେବୀ ଦେବତାଙ୍କର ମଧ୍ୟ ମନ୍ଦିର ଅଛି ।