ରାମାୟଣ kumbhakarna ର କଳା ସତ ଯାହାକି ଆଜିର ସମାଜ ଜାଣି ନାହାନ୍ତି ଶୀଘ୍ର ଜାଣନ୍ତୁ କଣ ସେହି ସତ

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆପଣ ମାନେ ରାମାୟଣ ରେ କୁମ୍ଭ କର୍ଣ୍ଣ ଚରିତ୍ର ବିଷୟ ରେ ନିଶ୍ଚିତ ଭାବରେ ଜାଣିଥିବେ। ତାଙ୍କୁ ବ୍ରହ୍ମା ଙ୍କ ଦ୍ଵାରା ବରଦାନ ମିଳି ଥିଲା ଯେ ସେ ୬ ମାସ ଶୋଇବ ତା ପରେ ଉଠି କି ଖାଇବ ଓ ତା ପରେ ପୁଣି ଶୋଇ ପଡ଼ିବ। କୁମ୍ଭ କର୍ଣ୍ଣ ରାମ ଙ୍କ ସବୁ ସେନା ମାନଙ୍କୁ ଯୁଦ୍ଧ ରେ ବହୁ କ୍ଷତି ଘଟାଇ ଥିଲା। କିନ୍ତୁ କୁମ୍ଭ କର୍ଣ୍ଣ ବହୁ ଜ୍ଞାନୀ ଥିଲା ସେ ଏହି ଭଳି କିଛି ଅସ୍ତ୍ର ଶସ୍ତ୍ର ଓ ବିମାନ ମଧ୍ୟ ନିର୍ମାଣ କରି ଥିଲା। ଆସନ୍ତୁ ଜାଣିବା କୁମ୍ଭ କର୍ଣ୍ଣ ସମ୍ପ୍ରକ ରେ କିଛି ରହସ୍ୟମୟ କଥା।
ବିଶ୍ରବା ଋଷି ଭରଦ୍ୱାଜ ଋଷି ଙ୍କ ପୂତ୍ରୀ ଇଲା ବିଦା ଙ୍କୁ ବିବାହ କରିଥିଲେ ଯାହା ଙ୍କ ଠାରୁ କୁବେର ଜନ୍ମ ଗ୍ରହଣ କରିଥିଲେ। ଋଷି ବିଶ୍ରବା ଙ୍କ ଦୂତୀୟ ପତ୍ନୀ କେକେଶି ଠୁ ରାବଣ, ବିଭୀଷଣ,କୁମ୍ଭକର୍ଣ୍ଣ, ସୁପ୍ରନେଖା ଜଣ ହୋଇ ଥିଲେ। କୁମ୍ଭ କର୍ଣ୍ଣ ର ପ୍ରଥମ ସ୍ତ୍ରୀ ର ନାମ ଥିଲା ବଜ୍ରଜଲା ଓ ଦୂତୀୟ ପତ୍ନୀ ଙ୍କ ନାମ ଥିଲା କର୍କଟି। ରାବଣ ର ଏହି ଭାଈ ଏତେ ବିଶାଳ ଓ ଭୟଙ୍କର ଥିଲା ଯେ ଗୋଟେ ଦିନ ରେ ହିଁ ଅଧା ଗାଁ ର ଭୋଜନ ଖାଇ ଦେଉ ଥିଲା।
ବ୍ରହ୍ମା ଦେବ ତାଙ୍କର ଏହି ଶକ୍ତି ବହୁ ଚିନ୍ତିତ ଥିଲେ କୁମ୍ଭ କର୍ଣ୍ଣ ଯେତେ ବେଳେ ବ୍ରହ୍ମା ଦେବ ଙ୍କ ତପସ୍ୟା କରିଥିଲେ ସେତେବେଳେ ବରଦାନ ଦେବା ସମୟ ରେ ଦେବୀ ସରସ୍ଵତୀ କୁମ୍ଭ କର୍ଣ୍ଣ ଙ୍କ ଝିୱା ରେ ବସି ଗଲେ ଫଳରେ କୁମ୍ଭ କର୍ଣ୍ଣ ଇନ୍ଦ୍ରାସନ ମାଗିବା ବଦଳ ରେ ନିଦ୍ରାସନ ମାଗି ଦେଲା ବ୍ରହ୍ମଦେବ ହସିଲେ ଆଉ ତଥାସ୍ତୁ କହି ଦେଲେ କାରଣ ସୃଷ୍ଟି ର ରକ୍ଷା ହୋଇ ପାରିବ। କିନ୍ତୁ ରାବଣ ର ବିନତୀ ରେ କୁମ୍ଭ କର୍ଣ୍ଣ କୁ ୬ ମାସ ରେ ଗୋଟେ ଦିନ ଚେଇଁବା ପାଇଁ ବର ଦାନ ଦେଲେ।
ଯାହା ଫଳରେ ସେ ୬ମାସ ସୋଉଥିଲା ଓ ଗୋଟେ ଦିନ ଉଠି କି ଭୋଜନ କରି ସାରି କି ପୁଣି ଶୋଇ ପଡ଼ି ଥିଲା। ଏହି ମହା ରାକ୍ଷସ ର କଥା ଏତିକି ନୁହେଁ ରାମାୟଣ ରେ ଉଲ୍ଲେଖ ଅଛି ଯେ ଏହି ମହା ରାକ୍ଷସ ପୁର୍ବ ଜନ୍ମ ରେ ଭଗବାନ ବିଷ୍ଣୁ ଙ୍କ ସହ ଯୁଦ୍ଧ କରି ସାରି ଥିଲା ବନ୍ଧୁ ଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରାବଣ ରାମ ଙ୍କ ସହ ଯୁଦ୍ଧରେ ହାରିବା ସମୟ ରେ କୁମ୍ଭ କର୍ଣ୍ଣ କୁ ଉଠେଇବା ପାଇଁ ନିର୍ଦ୍ଦେଶ ଦେଲା ତାର ଶରୀର ଏତେ ବିଶାଳ ଥିଲା ଯେ ତାର ଶରୀର ଉପରେ ଶହେ ହାତୀ କୁ ଚଢେଇ ବାକୁ




