Mysterious Puri Jagannath Temple କାହିଁକି ବହେ ବିପରୀତ ଦିଗରେ ପତକା ଜାଣିଛନ୍ତି କି ବୈଜ୍ଞାନିକ କଲେ ବଡ ଖୁଲାସା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହାପ୍ରଭୁ ଙ୍କ ଲୀଳା ଅପାର ଅଟେ। ସେ କେତେବେଳେ କେଉଁ ମୁହୂର୍ତ୍ତରେ ମଧ୍ୟ କିଛି ବି କରିପାରନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଲୀଳା କିଏ ଅବା ଜାଣି ପାରିବ। ସେ ଦରକାର ପଡ଼ିଲେ ପବନ ର ମୋଡ ମଧ୍ୟ ବଦଳାଇ ଦେଇ ପାରନ୍ତି। ସେଥିପାଇଁ ତାଙ୍କୁ ବିଶ୍ଵ ବ୍ରହ୍ମାଣ୍ଡ ର ଅଧିପତି ବୋଲି କୁହା ଯାଇଥାଏ ଯିଏକି କ୍ଷଣିକ ମାତ୍ରେ ସବୁ ବଦଳାଇ ଦେଇ ଥାଆନ୍ତି।
ଆମେ ଆଜି ଆମକୁ ସେହି ସମ୍ପର୍କିତ ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ବିଶ୍ଵାସ କରିଯିବେ କି ସତରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଲୀଳା କେତେ ଅପାର ଅଟେ। ସେ ବିଶ୍ଵ ବ୍ରହ୍ମାଣ୍ଡ କୁ ନିଜେ ଚଳାଉଛନ୍ତି। ଏହି ଭିଡ଼ିଓ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ ସେଠାରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ସହ ଅନ୍ୟ ଏକ ମନ୍ଦିର ମଧ୍ୟ ଅଛି।
ଏବଂ ଏହି ଦୁଇ ମନ୍ଦିରର ବାନା ଙ୍କୁ ଲକ୍ଷ୍ୟ କରନ୍ତୁ ସେଠାରେ ଥିବା ଅନ୍ୟ ଏକ ମନ୍ଦିରର ବାନା ଦକ୍ଷିଣ ପାର୍ଶ୍ଵ କୁ ଉଡୁଥିବା ବେଳେ ଶ୍ରୀ ମନ୍ଦିରର ବାନା ବାମ ପାର୍ଶ୍ଵ କୁ ଉଡୁଛି। ପବନ ର ବେଗ ମଧ୍ୟ ଦକ୍ଷିଣ ପାର୍ଶ୍ଵ କୁ ଯାଉଛି ହେଲେ ଦୁଇଟି ବାନା ଏକା ପାର୍ଶ୍ଵ ରେ ଉଡ଼ିବା କଥା ମାତ୍ରା ଅନ୍ୟ ମନ୍ଦିରର ବାନା ଡ଼ାହାଣ ପାର୍ଶ୍ଵ କୁ ଉଡୁଥିବା ବେଳେ। ଶ୍ରୀ ଜଗନ୍ନଥଙ୍କ ବାନା ବାମ ପାର୍ଶ୍ୱରେ ଉଡୁଛି।
ଏଥିରୁ ଜଣା ପଡୁଛି ଶ୍ରୀ ଜଗନ୍ନାଥ ଙ୍କ ଲୀଳା ଅପାର ଅଟେ। ସେ ପବନର ମୋଡ ବଦଳାଇ ଦେଇ ପାରନ୍ତି ସେଥି ପାଇଁ ତ ସେ ତାଙ୍କ ବାନା ପବନର ବିପରୀତ ଦିଗରେ ଉଡୁଛି। ଏହି ଭିଡ଼ିଓ ଟିକୁ ଏକ ବେଙ୍ଗୋଳି ଭକ୍ତ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ଟି ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଵାରେ ଲାଗିଛି।




