ଜ୍ୟୋତିଷ

Hanuman ଙ୍କ ଏହି ସବୁ ଚମତ୍କାର ବିଷୟରେ ଜାଣି ନାହାନ୍ତି ୯୯% ଭକ୍ତ ଗଣ ଦେଖନ୍ତୁ କଣ ଥିଲା ସେହି ଗୁପ୍ତ ଚମତ୍କାର ସବୁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଭଗବାନଙ୍କୁ ବିଶ୍ବାସ କରୁଥିବେ । ଆଉ ଭଗବାନଙ୍କ ପୂଜା ଆଳତି ଆଉ ପ୍ରାର୍ଥନା ବି କରୁଥିବେ । ଦୁନିଆରେ ଏମିତି ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ କି ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ଆଉ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କ ଉପରେ ପ୍ରଗାଢ଼ ଭକ୍ତି ଆଉ ବିଶ୍ବାସ କରନ୍ତି । ଦୁନିଆରେ ଲୋକମାନେ ବିଭିନ୍ନ ଦେବଦେବୀଙ୍କୁ ନିଜ ଆରାଧ୍ୟ ଦେବୀ ଦେବତା ଭାବି ପୂଜାପାଠ କରିଥାନ୍ତି ।ଆଉ କିଛି ଲୋକ ପ୍ରଭୁ ହନୁମାନଙ୍କୁ ନିଜ ଆରାଧ୍ୟ ଦେବତା ଭାବେ ପୂଜା କରିଥାନ୍ତି । ଭଗବାନ ହନୁମାନଙ୍କୁ ପୂଜା ସହ ଭକ୍ତି କରିଲେ ସେ ତାଙ୍କ ଭକ୍ତମାନଙ୍କୁ ଆର୍ଶୀବାଦ ଦେଇଥାନ୍ତି । ଆଉ ଭଗବାନ ଶ୍ରୀରାମଙ୍କର ପରମ ଭକ୍ତ ଅଟନ୍ତି । ଭଗବାନ ଶ୍ରୀରାମ ଯେଉଁଠି ଭଗବାନ ହନୁମାନ ମଧ୍ୟ ସେଇଠି ରୁହନ୍ତି । ଆଉ ହନୁମାନଙ୍କର ବଡ ଭକ୍ତମାନେ ବା ତାଙ୍କୁ ଯେଉଁ ଭକ୍ତ ମାନେ ସହୃଦୟ ସହିତ ପୂଜା କରିଥାନ୍ତି ସେମାନେ ଭଗବାନ ହନୁମାନଙ୍କୁ ଦେଖି ଥାନ୍ତି ।

ଏମିତି କିଛି ଘଟଣା ଘଟିଛି । ଆଉ ଯାହାକୁ ଶୁଣିଲା ପରେ ଆପଣମାନେ ଭକ୍ତର ଭକ୍ତିକୁ ବିଶ୍ବାସ କରିବେ । ଭକ୍ତମାନଙ୍କର ପୂଜାରେ ବା ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କୁ ଦେଖା ଦେଇଥାନ୍ତି । ଆଜି ପର୍ଯ୍ୟନ୍ତ ରାମ କଥା ଯେଉଁଠି ଶୁଣାଯାଏ ସେଇଠିକି ପ୍ରଭୁ ହନୁମାନ ଆସିଥାନ୍ତି । କିନ୍ତୁ ଯେଉଁ ରୂପରେ ଆସି ସେ ରାମ କଥା ଶୁଣନ୍ତି ସେକଥା କେହି ଜାଣନ୍ତି ନାହିଁ ।

ଏବେ ଯାଏଁ ମଧ୍ୟ ପ୍ରଭୁ ହନୁମାନ ଏହି ଧରାପୃଷ୍ଠରେ ଅଛନ୍ତି । ଆଉ ସେ ବେଳେବେଳେ ବିଭିନ୍ନ ରୂପରେ ଦେଖା ଦେଇଥାନ୍ତି । ଆଉ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ଭଗବାନ ହନୁମାନ ଏହି ଧରା ପୃଷ୍ଠରେ ରହିଛନ୍ତି । ମାନ୍ୟତା ଅଛି କି ହିମାଳୟ ପର୍ବତର ପାଖରେ ଥିବା ମାନୋସରୋବର ହ୍ରଦ ନିକଟରେ ଭଗବାନ ହନୁମାନ ଭ୍ରମଣ କରିଥାନ୍ତି।  ଥରେ ତିନିଜଣ ଲୋକ ଏହି କଥାର ପ୍ରମାଣ ପାଇଁ ଗଲେ ।

ଆଉ ସେଠାକୁ ସେହି ତିନିଜଣଙ୍କ ଭିତରୁ ଜଣେ ପ୍ରଭୁ ହନୁମାନଙ୍କର ବଡ ଭକ୍ତ ଥିଲା । ଆଉ ସେମାନେ ସେଠାରେ ଏକ ପାଦ ଚିହ୍ନ ପାଇଥିଲେ । ଯାହାକି ପ୍ରଭୁ ହନୁମାନଙ୍କର ବୋଲି କୁହାଯାଉଛି । ଆଉ ସେହି ଭକ୍ତ ଜଣକ ଏକ ଗୁମ୍ଫା ଭିତରୁ ଏକ ଆଲୋକ ଆସୁଥିବାର ଦେଖିଲେ । ଆଉ ତାପରେ ଯେତେବେଳେ ସେହି ଭକ୍ତ ଜଣକ ଯେତେବେଳେ ସେହି ଗୁମ୍ଫା ନିକଟକୁ ଗଲେ ସେତେବେଳେ ସେ ଦେଖିଲେ ସେଠାରେ ପ୍ରଭୁ ହନୁମାନ ହାତରେ ରାମାୟଣ ଗ୍ରନ୍ଥ ଧରି ପଢୁଛନ୍ତି ।

ଆଉ ତାପରେ ସେ ଏହି ଦୃଶ୍ୟର ଏକ ଫଟୋ ନେଇଥିଲେ । ଆଉ ତାପରେ ସେହି ବ୍ୟକ୍ତି ଜଣଙ୍କଟ ସେଠାରେ ମୃ-ତ୍ୟୁ ହୋଇଛି । ଏହିସବୁ ହେଉଛି ଗୋଟେ ଭକ୍ତର ଭକ୍ତି ଯାହାଦ୍ଵାରା ସେ ଭଗବାନଙ୍କୁ ଦେଖି ପାରିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button