ଜ୍ୟୋତିଷ

ଦାନ କରିବା ବେଳେ କହି ଦିଅନ୍ତୁ ଏହି 2 ଶବ୍ଦ ହେବ ଅକ୍ଷୟ ଧନ ପ୍ରାପ୍ତି- Garuda Purana

କୁହାଯାଏ କି ଦାନ ହେଉଛି ମହା ପୂଣ୍ୟର ର କାମ ଦାନ କରିବା ଦ୍ଵାରା ଆମେ ସବୁ କିଛି ପାଇ ଯାଇ ଥାଉ । ଏହା ମଧ୍ୟ କୁହା ଯାଏ କି ଦାନ କରୁଥିବା ଲୋକମାନେ ସବୁ ବେଳେ ଖୁଶି ରେ ରୁହନ୍ତି ଏହା ସହ ଏହାଙ୍କ ପାଖରେ କିଛି ଏହି ଭଳି ଜିନିଷ ରହି ଯାଇ ଥାଏ କି ଏମାନେ ଯଦି କେବେ ଭୁଲ କରି ଦେଇ ଥାନ୍ତି ତେବେ ଏହା କ୍ଷମା ର ପାତ୍ର ହୋଇ ଯାଇ ଥାଏ । ଆଜି ଆମେ କହିବା କି ଦାନ କରିବା ବେଳେ ଏହି ଭଳି କିଛି ମନ୍ତ୍ର ଅମଧ୍ୟ ଅଛି ଯାହା ଦ୍ଵାରା ଆପଣଙ୍କ ଦାନ ସଫଳ ହୋଇ ପାରିବ ।

ଏହା କୁ ସବୁ ଧର୍ମ ର ମୂଳ ମନ୍ତ୍ର ବୋଲି କୁହା ଯାଇଛି । ଏହା ସହ ଏହା ମଧ୍ୟ କୁହାଯାଇଛି କି ଦାନ କରିବା ଦ୍ଵାରା ମଣିଷ ତାର ପାପକୁ କମ କରି ପାରେ । କିନ୍ତୁ ଆପଣ ଦାନ ଏହି ଭଳି ଭାବେ କରିବେ ଯାହା କାହାକୁ ଜଣା ନପଡୁ ଯଦି କେହି ଏହାର ବିଷୟରେ ଜାଣି ଜୀବ ତେବେ ଏହା ଖରାପ ହୋଇ ଥାଏ ଏହାର ପରିଣାମ ମଧ୍ୟ ଖରାପ ହୋଇ ଥାଏ ।

ଆଜି ଆମେ କହିବା କି ଦାନ କରିବା ବେଳେ ଆପଣ ନିଜ ଆତ୍ମାକୁ ସଫା ରଖିଥିବା ଦରକାର ଥାଏ । ଏହା ସହ ଆପଣ ଏହାକୁ ମାନିବା ମଧ୍ୟ ଦରକାର ଥାଏ । ଯେଉଁ ମାନେ ଦାନ କରନ୍ତି କଣ ଦାନ କରୁଛନ୍ତି ଏହାର ର ମଧ୍ୟ ପ୍ରଭାବ ତାଙ୍କ ଉପରେ ରହି ଥାଏ । କୁହାଯାଏ କି ଦାନ କରିବା ଠାରୁ ମହତ୍ଵ କମ ଆଉ କିଛି ନାଇ ।

ଏହା ସହ ଆପଣ ମାନେ ଜାଣି ଥିବେ କି ଗୁରୁ ଶୁକ୍ରାଚାର୍ଜ୍ୟ ଏହା କହିଛନ୍ତି କି ନିଜ ରୋଜଗାର 5 ଭାଗ କରିବା କଥା । ସେହି ମଧ୍ୟରୁ ଏକ ଭାଗକୁ ସେ ଦାନ ପାଇଁ ରଖିବା କଥା । କାରଣ ଏହା ଦ୍ଵାରା ଅନେକ ପୂଣ୍ୟ ମିଳି ଥାଏ । ବ୍ରହ୍ମା ଙ୍କ ମାତ୍ତରେ ସୁପାତ୍ର କୁ ଶ୍ରଦ୍ଧାର ସହ ଦିଆ ଯାଉଥିବା ବସ୍ତୁ କୁ ଦାନ କୁହାଯାଏ ।

ଏହି ଦାନ ଏହି ଲୋକରେ ଆଇସୋର୍ଜ୍ୟ ଓ ପର ଲୋକରେ ସୁଖ ଭୋଗ କରେ । ଚୋରୀ ଲୁଟିକି ଦାନ କଲେ ଏହା ଦାନରେ ଗଣା ହୁଏ ନି । ନିଜ ପାପକୁ ଯଦି ଆମେ କମ କରିବା ଏପାଇଁ କେଉଁ ମହାନ ରୁଷି ମାନଙ୍କୁ ଦାନ କରିବା ତେବେ ଏହା ଭଲ ହୋଇ ଥାଏ । ଏହାକୁ ନଇମଇତ୍ରୀକ ଦାନ କୁହାଯାଏ ।

ସ୍ଵର୍ଗ ରେ ପ୍ରାପ୍ତି ପାଇଁ କରା ଯାଉଥିବା ଦାନ କୁ ଶୁଭ କରାଯାଏ । ଯଦି ମଣିଷ ଭୂମି ଦାନ କିମ୍ବା ସ୍ଵର୍ଣ୍ଣ ଦାନ କରୁଛେ ତେବେ ତାକୁ ଧାନ ଧାନ୍ୟ ମିଳି ଥାଏ ଇହ ଲୋକରେ । ଉତ୍ତମ ସନ୍ତାନ ପାଇବା ପାଇ ଇନ୍ଦ୍ରଙ୍କ ପୂଜା କରିବା ସହ ତିଳ ଦାନ କରିବା କଥା । ଜଳ ଦାନ କରିବା ଦ୍ଵାରା ମଣିଷ କୁ ତୃପତ୍ତି ମିଳି ଥାଏ ।

ସୁନ୍ଦର ନେତ୍ର ପାଇଁ ଦୀପ ଦାନ କରିବା କଥା । ଏହା ସହ ଯଦି ଏହା ସହ ଆପଣ ଅର୍ଣ୍ଣ ଦାନ କରିବେ ତେବେ ଏହା ଭଲ ହୋଇ ଥାଏ । ଦାନ କରିବା ବେଳେ ଏହି ମନ୍ତ୍ର ଯାହା ଉପରେ ଦିଆ ଯାଇଛି ତାକୁ ନିଶ୍ଚିତ ଭାବେ ଜପ କରିବେ । ତେବେ ଏହା ଆହୁରି ଶୁଭ ଭଲ ପ୍ରଦାନ କରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button