ଜ୍ୟୋତିଷ

ଭଲ ସମୟ ଆସିବା ଆଗରୁ ଭଗବାନ ନିଜେ ଦିଅନ୍ତି ଏହି ୬ ଟି ଗୁରୁତ୍ଵପୂର୍ଣ୍ଣ ସଂକେତ ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ସମସ୍ତେ ଚାହିଁଥାଆନ୍ତି କି ମୋ ପାଖରେ ଯେମିତି ଅଧିକ ଧନ ହୁଏ । କୁହନ୍ତି ଯେ ଧନରେ ଖୁସି ନଥରେ କିନ୍ତୁ ଦୁନିଆର ସବୁ ଖୁସି ଭଲପାଇବା ଏହି ଧନରେ ହିଁ କିଣି ହୋଇଥାଏ । ଆଉ ଦୁନିଆରେ ଧନ ଯାହା ପାଖରେ ଅଛି ସେ ହିଁ ସବୁଠାରେ ଖୁସି ଆଉ ଚର୍ଚ୍ଚା ପାଇଥାଏ ।

ସମସ୍ତେ ଚାହାଁନ୍ତି ମୁଁ ସୁଖ ସୁବିଧା ସହ ବଞ୍ଚିବା ଆଉ ଏହି କାରଣରୁ ସମସ୍ତେ ଧନ ରୋଜଗାର କରିବାକୁ ଭାବୁଥାନ୍ତି । ଆଉ ଆଜିକାଲି ଦୁନିଆରେ ଧନ ଯେଉଁ ବ୍ୟକ୍ତି ପାଖରେ ଥିବ ତାହା ପାଖରେ ସମସ୍ତେ ଅଛନ୍ତି । କିନ୍ତୁ ଗରିବ ପାଖରେ କେହି ନାହାନ୍ତି । ଆଉ ମା ଲକ୍ଷ୍ମୀଙ୍କର କୃପା ରହିଲେ ଆମେ ଧନ ଲାଭ କରିପାରିବା ।

ଆଉ ଧନ ଲାଭ ମା ଲକ୍ଷ୍ମୀଙ୍କ କୃପା ବିନା ଜମାବି ଲାଭ ହେବ ନାହିଁ । ଆଉ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଯାହା ଉପରେ ପଡ଼ିବ ସେ ହିଁ ଦୁନିଆରେ ନାଁ କରିପାରିବ । ସମସ୍ତେ ଧନବାନ୍ ହେବାର ସ୍ବପ୍ନ ଦେଖିଥାଆନ୍ତି । ଆଉ ମାତା ଲକ୍ଷ୍ମୀ ସମସ୍ତଙ୍କ ଭକ୍ତିରେ ପ୍ରସନ୍ନ ହୋଇନଥାନ୍ତି । ଆଉ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଛନ୍ତି ବୋଲି ତାହାର କିଛି ସଙ୍କେତରୁ ଜଣା ପଡ଼ିଥାଏ ।

୧) କଳା ପିମ୍ପୁଡ଼ି – ଘରେ କଳା ପୁମ୍ପୁଡ଼ି ଗୋଲ ଆକାରରେ ରହିଲେ ମାତା ଲକ୍ଷ୍ମୀଙ୍କର ଆଗମନ ବୋଲି ଜଣା ପଡ଼ିଥାଏ ।

୨) ଝିଟିପିଟି – ଯଦି ଘର ଭିତରେ ଏକା ସାଙ୍ଗରେ ତିନିଟି ଝିଟିପିଟି ଏକାଠି ଥିବେ ଏହା ମାତା ଲକ୍ଷ୍ମୀଙ୍କ ଆଗମନ ଅଟେ ।

୩) ଘର ବାହାରେ ଓଲ୍ଲୁ ଦେଖାଯିବା ମଧ୍ୟ ମାତା ଲକ୍ଷ୍ମୀଙ୍କ ଆଗମନ ଅଟେ ।

୪) ଆପଣଙ୍କ ହାତ ଯଦି ସବୁବେଳେ କୁଣ୍ଡେଇ ହୋଇଥାଏ ତାହେଲେ ଏହା ମଧ୍ୟ ମାତା ଲକ୍ଷ୍ମୀଙ୍କ ଆଗମନର ଏକ ସଂକେତ ।

୫) ଆଉ ଯଦି ଆପଣ ସ୍ୱପ୍ନରେ ଝାଡୁ, ସାପ, ନେଉଳ ଆଦି ଦେଖନ୍ତି ଏହା ମଧ୍ୟ ମାତା ଲକ୍ଷ୍ମୀଙ୍କ ଆଗମନ ବୋଲି ଜଣାପଡେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button