ଜ୍ୟୋତିଷ

ଶ୍ରାବଣ ମାସରେ ଏହି ୫ ମହିଳା ଭୁଲରେ ବି ପୂଜା କରନ୍ତୁ ନାହିଁ ନହେଲେ ଆପଣଙ୍କୁ ଭୋଗିବାକୁ ପଡ଼ିବ ଘୋର ପାପ

ଏହି ବର୍ଷ ଶ୍ରାବଣ ମାସ ୨୦୨୨ ଜୁଲାଇ ୧୪ ତାରିଖ ଗୁରୁବାର ଦିନ ଠାରୁ ଆରମ୍ଭ ହେଇ ଅଗଷ୍ଟ ୧୨ ତାରିଖରେ ସମାପ୍ତି ହେଉଛି। ଶ୍ରାବଣ ମାସକୁ ସବୁଠୁ ପବିତ୍ର ମାସ ବୋଲି କୁହାଯାଏ ।

ସୋମବାର ଭଗବାନ ଶିବଙ୍କର ପ୍ରିୟ ବାର ହୋଇଥାଏ । ଶ୍ରାବଣ ମାସରେ ଶିବ ଭକ୍ତମାନେ ମହାଦେବଙ୍କୁ ପୂଜା କରିଥାନ୍ତି। ଶ୍ରାବଣ ମାସରେ ଭକ୍ତମାନେ ପବିତ୍ର ମନରେ ଶ୍ରଦ୍ଧାର ସହିତ ପୂଜା ଅର୍ଚ୍ଚନା କଲେ ପ୍ରଭୁ ଭୋଳା ଶଙ୍କର ଭକ୍ତମାନଙ୍କୁ ମାନବାଞ୍ଛିତ ଫଳ ପ୍ରଦାନ କରିଥାନ୍ତି।

ଶ୍ରାବଣ ମାସଟି ଶିବ ଭକ୍ତମାନଙ୍କ ପାଇଁ ଭଲ ସୌଭାଗ୍ୟ ଆଣିଦେଇଥାଏ। ଏହା ସେହି ମାସ ଯାହାକୁ ଆମେ ଭଲ ମାସ କହିଥାଉ। ଏହା ସହିତ ଶିବ ଭକ୍ତମାନେ ଶ୍ରାବଣ ମାସକୁ ଅପେକ୍ଷା କରିଥାଆନ୍ତି। ଶ୍ରାବଣ ମାସରେ ଶିବ ପୃଥିବିକୁ ଆସି ନିଜ ଭକ୍ତଙ୍କ ଘରେ ବାସ କରିଥାଆନ୍ତି।
ଆଉ ସେମାନଙ୍କ ସଜା ଭକ୍ତିରେ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି। ପ୍ରତ୍ୟେକ ଦିନ ଭଗବାନ୍ ଶିବଙ୍କ ପୂଜା କରାଯାଇଥାଏ। କିନ୍ତୁ ସୋମବାର ବ୍ରତପରେ ହିଁ କିଛି ଅଲଗା ହୋଇଥାଏ। ଶ୍ରାବଣ ମାସର ପ୍ରଥମ ଦିନ ୧୪ ଜୁଲାଇ ଗୁରୁବାର ଦିନ ଅଟେ ।
ପ୍ରଥମ ସୋମବାର ୧୮ ଜୁଲାଇ ସୋମବାର ଦିନ ଅଟେ, ଦ୍ୱିତୀୟ ସୋମବାର ବ୍ରତ ୨୫ ଜୁଲାଇରେ ଅଟେ, ତୂତୀୟ ସୋମବାର ବ୍ରତ ୧ ଅଗଷ୍ଟ ଶ୍ରାବଣର ଚତୁର୍ଥ ପବିତ୍ର ବ୍ରତ ୮ ଅଗଷ୍ଟରେ ପଡ଼ିବ। ଆଉ ଶେଷରେ ୧୨ ଅଗଷ୍ଟ ଶୁକ୍ରବାର ଦିନ ଶ୍ରାବଣର ସମାପ୍ତି ହେବ।
ଶ୍ରାବଣର ପବିତ୍ର ମାସରେ ଏହି ପାଞ୍ଚଟି ମହିଳା ବା ପୁରୁଷଙ୍କୁ ଶ୍ରାବଣ ବ୍ରତ ରଖିବା ଉଚିତ୍ ନୁହେଁ ଏଥିରେ ଭଗବାନ୍ ଶିବ କ୍ରୋଦ୍ଧିତ ହୋଇଥାନ୍ତି। ଭଗବାନ୍ ଶିବ କେବେ ହେଲେ ଏପରି ବ୍ୟକ୍ତିର ପୂଜା କେବେବି ସ୍ବୀକାର କରନ୍ତି ନହିଁ।
ନମ୍ୱର ୧- ଶ୍ରାବଣମାସରେ ସ୍ଵାମୀ ସ୍ତ୍ରୀ ବ୍ରତ ରଖିବା ମହତ୍ତ୍ଵପୂର୍ଣ୍ଣ ଅଟେ। ଏହି ବ୍ରତକୁ ପୁନଃରୂପରେ କରିବା ଦ୍ୱାରା ବ୍ୟବହିକ ଜୀବନ ସଫଳ ହୋଇଥାଏ ଏବଂ ସାତ ଜନ୍ମ ପାଇଁ ସାଥ ମିଳିଥାଏ।
ନମ୍ୱର ୨- ମନରେ କୁର୍ରର ବିଚାର ଏକ ଦୃଷ୍ଟି ବ୍ୟକ୍ତି ଶ୍ରାବଣର ଏହି ପବିତ୍ର ମାସରେ ଦୂରେଇରୁହନ୍ତୁ। ଏମିତି ବ୍ୟକ୍ତିର ପୂଜା କେବେ ହେଲେ ସ୍ବୀକାର କରନ୍ତିନାହିଁ ମହାଦେବ।ନମ୍ୱର ୩- ଛାଡପତ୍ର ବ୍ୟକ୍ତିକୁ ଶ୍ରାବଣର ଏହି ପବିତ୍ରମାସ ଶିବଙ୍କୁ ଆରୋଧନା କରିବା ଉଚିତ୍ ନୁହେଁ।
କାରଣ ଏହି ମାସକୁ ପ୍ରେମର ପ୍ରତୀକ ବୋଲି ଧରାଯାଏ। ଏଥିପାଇଁ ଏହି ବ୍ରତକୁ କେବେବି ରଖିବେ ନାହିଁ। ଶାସ୍ତ୍ରରେ କୁହାଯାଏ ଯେବେ ସ୍ଵାମୀ ସ୍ତ୍ରୀ ମିଶି ଶିବଙ୍କ ଆରୋଧାନା କରନ୍ତି, ତେବେ ଅନେକ ଗୁଣର ଫଳପ୍ରାପ୍ତ ହୁଏ।
ଯଦି ଆପଣ ଶ୍ରାବଣର ବ୍ରତ ରଖିବାକୁ ଚାହୁଁଛନ୍ତି ତା’ହେଲେ ଦୁଇ ଜଣଙ୍କୁ ଏକାଠି ହେବାକୁ ପଡିବ ତେବେ ଯାଇ ମହାଦେବ ଆପଣଙ୍କ ପୂଜାକୁ ସ୍ବୀକାର କରିବେ। ନମ୍ବର ୪- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଗୋଟିଏ ବେସିଆର ପୂଜା ଭଗବାନ୍ ସ୍ବୀକାର କରିନଥାନ୍ତି, ଏହା ଶାସ୍ତ୍ରର ବିରୁଦ୍ଧ ଅଟେ।
ନମ୍ବର ୫- ଏହି ଭୁଲ୍ କେବେବି ନାହିଁ ଶାସ୍ତ୍ରଅନୁସାରେ କୁଆଁରୀ କନ୍ୟା ଶିବ ଲିଙ୍ଗକୁ ସ୍ପର୍ଶ କରିବା ଉଚିତ୍ ନୁହେଁ ଏହାକୁ ପାପ ମନାଯାଇଥାଏ। ଯେଉଁ ବ୍ୟକ୍ତିର ମନରେ ସ୍ତ୍ରୀ ପ୍ରତି ଖରାପ୍ ଚିନ୍ତାଧାରା କିମ୍ବା ଗାଦଉଛି ଭଗବାନ୍ ଏମିତି ଲୋକଙ୍କୁ ନର୍କରେ ବି ସ୍ଥାନ ଦେଇନଥାନ୍ତି। ନମ୍ୱର ୬- କୁଆଁରୀ ଝିଅମାନେ ଏହି ବ୍ରତକୁ ଅବଶ୍ୟ ରଖନ୍ତୁ ଯଦି ପାଇବାର ଅଛି ମହାଦେବଙ୍କ ଭଳି ପତି।
ଯାହାକିଛି ବି ହେଇଗଲେ ଭଗବାନ୍ ଶିବଙ୍କ ପାଖରେ ଭୁଲ୍ ରେ ଏହି ପାଞ୍ଚଟି ଜିନିଷ ରଖିବେ ନାହିଁ, ନଚେତ୍ ଆପଣଙ୍କ ବ୍ରତ ଭଙ୍ଗାଯିବ ତୋ ଚାଲନ୍ତୁ ଜାଣିବା। ନମ୍ବର ୧- ଯେଉଁଠି ମହାଦେବଙ୍କ ମୂର୍ତ୍ତି ରହିଛି ସେଠିକି କେବେ ଜୋତା ପିନ୍ଧି ଯିବେନାହିଁ ।
ନମ୍ବର ୨- ପ୍ରାୟତ ମହିଳାମାନଙ୍କର ମାସିକ ଧର୍ମ ଆସିଥାଏ କିନ୍ତୁ କିଛି ମହିଳା ଥାଆନ୍ତି ମାସିକ ଧର୍ମ ଆସିଲେ କହାକୁ କିଛି ନକହି ପୂଜା ପାଠ କରିନିଅନ୍ତି। ଯାହାକି ଏହା ଶାସ୍ତ୍ରରେ ବର୍ଜିତ ମନେ କରାଯାଇଛି। ନମ୍ବର ୩- ଶାସ୍ତ୍ରରେ କୁହାଯାଇଛି ଯେଉଁଠି ଶିବ ଲିଙ୍ଗ ଥାଏ ସେଠି ସବୁ ଶକ୍ତି ସକ୍ରୀୟ ରହିଥାଏ।
ଯଦି ଘରେ ଶିବଲିଙ୍ଗ ଥାଏ ତେବେ ସେହି ବ୍ୟକ୍ତି ସବୁଦିନ ମହାଦେବଙ୍କ କୁର୍ପା ପାଇଥାଏ। ନମ୍ବର ୪- ଶାସ୍ତ୍ରରେ କୁହାଯାଇଛି ତୁଳସୀ ଏବଂ ଶିବଙ୍କୁ ଏକା ସାଙ୍ଗରେ ରଖାଯାଏ ନାହିଁ।
ନମ୍ବର ୫- ଘରର ମନ୍ଦିର ବା ବାହାର ମନ୍ଦିର ହେଉ କୌଣସି ମନ୍ଦିରରେ ଏମିତି ବ୍ୟକ୍ତିକୁ ପ୍ରବେଶ କରାଇବେ ନାହିଁ ଯେଉଁ ବ୍ୟକ୍ତି ଆମିଷ ଖେଇଥିବେ। ଶାସ୍ତ୍ରରେ କୁହଯାଇଛି ଏହା କଲେ ଘୋର୍ ପାପ ହୋଇଥାଏ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button