ଜ୍ୟୋତିଷ

ଭୟଙ୍କର ଘଟଣା କଟକ ରେ ରଚିବ କଳ୍କୀ ତାଣ୍ଡବ ଲୋକଙ୍କ ଶରୀର କାନ୍ଧ ଦେବାକୁ ବଞ୍ଚିବେନି ଲୋକେ

ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ବଚନରେ ଯାହା ଉଲେଖ କରିଛନ୍ତି ତାହା ବର୍ତ୍ତମାନ ସମୟରେ ସବୁ ସତ ହେଉଛି ତାହାର ପ୍ରମାଣ ସମସ୍ତେ ପାଇ ମଧ୍ୟ ସାରିଲେଣି।ବର୍ତ୍ତମାନ ଆଉ ଏକ ଘଟଣା ବିଷୟରେ ଶୁଣିବାକୁ ମିଳିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।କଟକ ଛିନଛତର ହୋଇଯିବ, କଟକରେ ଭୟଙ୍କର ଭୂମିକମ୍ପ ହେବ।ଜଣେ ବାବା ଏହି ବିଷୟରେ ସମସ୍ତଙ୍କୁ ୟୁ ଟ୍ୟୁବ୍ ମାଧ୍ୟମରେ ଜଣାଇଛନ୍ତି।
ମହାପୁରୁଷ କହିଲେ ସିଦ୍ଧାନ୍ତ କୁଦରେ ଅନେକ ଦେବଦେବୀ ମାନେ ରହିଛନ୍ତି।କଟକରେ କାହାକୁ କାନ୍ଧ ମିଳିବ ନାହିଁ।ବିଲୁଆ ଆଉ କୁକୁରମାନେ ଶ-ବ ମାନଙ୍କୁ ଘୋଷାରିବେ।ଅନେକ ସଂଖ୍ୟକ ଲୋକମାନେ କଟକରେ ମୃ-ତ୍ୟୁ ମୁଖରେ ପଡିବେ।ଯେଉଁମାନେ କୋଠା କରି ଚାଲିଛନ୍ତି ସେମାନେ ସାବଧାନ ହୋଇ ଯିବା କଥା କାରଣ ମାଟି ତଳେ ସବୁ ମିଶିଯିବ।ବର୍ତ୍ତମାନ ଲୋକମାନେ ପାଣି ଦେଖି ଥଟ୍ଟା ପରିହାସ କରୁଛନ୍ତି।
ପାଣି ଦେଖିବାକୁ ବହୁତ ଭଲ ଲାଗୁଛି।ସମସ୍ତେ ଆନନ୍ଦ ରେ ପାଣି ଦେଖିବା ପାଇଁ ଯାଉଛନ୍ତି।ଯେଉଁ ମାନେ ବନ୍ୟାରେ ଅସୁବିଧାରେ ରହିଛନ୍ତି ସେମାନଙ୍କ ଅବସ୍ଥା କଣ ହୋଇଥିବ ଥରେ ଭାବିବା ଉଚିତ।କିନ୍ତୁ ଆଜିକାଲି ର ଲୋକେ କହିଛନ୍ତି ପ୍ରତିବର୍ଷ ପାଣି ହେଉ ସେମାନେ ଚାର୍ଟ ଆଉ ଗୁପଚୁପ ଖାଇ ପାଣି ଦେଖିବେ।କିନ୍ତୁ ଯେଉଁ ମାନଙ୍କ ଘରେ ପାଣି ପଶିଯାଇଛି ସେମାନେ କେତେ ଅସୁବିଧାର ସମ୍ମୁଖୀନ ହେଉଥିବେ ତାହା କେବଳ ସେ ହିଁ ଜାଣିଥିବେ।
କିନ୍ତୁ ଯେତେବେଳେ କଟକରେ ଭୂମିକମ୍ପ ହେବ ସେତେବେଳେ ବନ୍ୟା ଗ୍ରସ୍ତ ଲୋକମାନେ ଆନନ୍ଦରେ ରହିଥିବେ।କାରଣ ସେମାନେ ଗ୍ରାମାଞ୍ଚଳ ରେ ରହୁଛନ୍ତି।ଆଉ କଟକରେ ଭୟଙ୍କର ଭାମିକମ୍ପ ହେବାକୁ ଯାଉଛି।ମାଳିକା ର କଥା କେବେ ମିଛ ହୋଇନାହିଁ ।କଟକରେ ଥିବା ମଲା ସାହିର କଥା ମଧ୍ୟ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି। ଧ୍ରୁବ ଛଦ୍ମ ବେଶରେ କଟକରେ ପରିଭ୍ରମଣ କରୁଛନ୍ତି।ବର୍ତ୍ତମାନ ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button