ଦେଶ- ବିଦେଶ

ଏଇଠି ଅଛି ସ୍ୱର୍ଗକୁ ରାସ୍ତା ଦେଖିଲେ ଏ ଜାଗା ଆପଣ ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ପ୍ରକାରର ଖବର, ଆଧ୍ୟାତ୍ମିକ, ପୌରାଣିକ ଏବଂ ଏହାସହ ଅନେକ ପ୍ରକାରର ଖବର ପାଇପାରିବେ ।
ଏମିତି କିଛି ଭିଡିଓ ଆପଣମାନେ ସୋସିଆଲ ମିଡିଆରେ ଦେଖିପାରିବେ ଯାହା ଦେଖିଲେ ଆପଣ ବି ଭାବିବେ ସତରେ କଣ ଏମିତି ହୁଏ । ଆଉ ଏହାସହ ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସିବ ।
ଏହି ଭିଡିଓରେ ଆମେ ଏମିତି କିଛି ଖବର ବିଷୟରେ ଜାଣିପାରିବା । ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ସ୍ୱର୍ଗକୁ ଯିବାର ରାସ୍ତା ବିଷୟରେ ଜାଣିପାରିବେ । ମଣିଷ ସବୁବେଳେ ସ୍ୱର୍ଗକୁ ଯିବାକୁ ଚାହିଁଥାଏ । ମଣିଷ ମାରିବା ପରେ ସ୍ୱର୍ଗକୁ ଯିବାକୁ ଚାହିଁଥାଏ ।
ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଏମିତି ଏକ ଗୁମ୍ଫା ରହିଛି ଯାହାକୁ ସମସ୍ତେ ସ୍ୱର୍ଗକୁ ଯିବାକୁ ରାସ୍ତା ବୋଲି ଭାବୁଛନ୍ତି । ଏହି ଗୁମ୍ଫା ଚାଇନାରେ ରହିଛି ।
ଅନେକ ଅଦ୍ଭୁତ ସ୍ଥାନ ଅଛି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଅନେକ ଲୋକ ଏହାକୁ ଜାଣିବାକୁ ଆଗ୍ରହୀ ଅଛନ୍ତି । କିଛି ସ୍ଥାନ ପ୍ରକୃତିର ଅଟେ । ଆଉ କିଛି ମଣିଷ ନିଜେ ତିଆରି କରିଛି ।
ଏବେ ଏହି ଭିଡିଓରେ ଦେଖା ଯାଇଥିବା ସ୍ଥାନ ହେଉଛି ଚାଇନାର ତେହାର ମେନ୍ ମାଉଣ୍ଟେନ । ଏହା ହେଉଛି ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ । ଏହି ପାହାଡର ଉଚ୍ଚତା ୧୯୧୮ ମିଟର ଅଟେ । ଏହା ହେଉଛି ଦୁନିଆର ସବୁଠାରୁ ଉଚ୍ଚ ଗୁମ୍ଫା ।
ଏହି ଗୁମ୍ପାକୁ ସ୍ଵର୍ଗର ଦ୍ଵାର ବୋଲି କୁହାଯାଏ । ଦୀର୍ଘ ବର୍ଷ ପୂର୍ବରୁ ଏହି ପାହାଡର କିଛି ଅଂଶ ଭାଙ୍ଗି ଯାଇଥିଲା । ଏହି ଗୁମ୍ପାର ଆକାର ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
ଏହାର ଆକାର ହେଉଛି ୧୯୬ ଫୁଟ ଲମ୍ବା , ୪୩୧ ଫୁଟ ଉଚ୍ଚ ଏବଂ ୧୮୭ ଫୁଟ ଚଉଡ଼ା ଅଟେ । ଏହା ହେଉଛି ଦୁନିଆର ଏକ ଅଭିନ୍ନ ଅଟେ । ଏହି ଗୁମ୍ଫାକୁ ବାଦଲ ଘେରି ରହିଥାଏ ।
ପାଖାପାଖି ଏହା ୫୦୦୦ ଫୁଟ ଉଚ୍ଚ ଅଟେ । ଏହି ଗୁମ୍ଫାର ଆକାର ଦେଖି ଏହାକୁ ଲୋକମାନେ ସ୍ଵର୍ଗର ଦ୍ଵାର କହିବା ଆରମ୍ଭ କରିଥିଲେ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button