ଦେଶ- ବିଦେଶ

ଯାହା କୌଣସି ନେତା କରି ନଥିଲେ ତାହା ବାରାକ୍ ଓବାମା କରି ଦେଖାଇଛନ୍ତି , କ୍ୟାନ୍ସର ରୋଗୀ ଛୁଆଙ୍କ ପାଇଁ କ୍ରିସମାସ୍ ରେ କରିଦେଲେ ଏତେ ବଡ କାମ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ସବୁବେଳେ ସାହାଯ୍ୟ ପାଇଁ ପ୍ରସ୍ତୁତ ରୁହନ୍ତି, ଯାହା ବାରାକ୍ ଓବାମା କରିପାରିଛନ୍ତି ତାହା ଆଉ ଅନ୍ୟ ନେତା କରି ଦେଖାଇ ପାରିବେନି । ସୋସିଆଲ୍ ମିଡିଆରେ ଭାଇରାଲ୍ ଏହି ଫଟୋ ଓ ଭିଡିଓ କିଛି ଏମିତି କହୁଛି । ଆପଣ ଦେଖିପାରୁଥିବେ ଖ୍ରୀଷ୍ଟମାସର ଉତ୍ସବ ସମୟରେ ବାରାକ୍ ଓବାମା ୱାଶିଟନ୍ ର ଏକ ମେଡିକାଲ୍ ରେ ଅଚାନକ ସାନ୍ତା କ୍ଲଜ୍ ହୋଇ କାନ୍ଧରେ ଛୁଆଙ୍କ ପାଇଁ ଖେଳନା ଓ ନାନାଦି ଗିଫ୍ଟ ନେଇ ପହଞ୍ଚିଥିଲେ । ଗତ ବର୍ଷ ମଧ୍ୟ ସାନ୍ତା କ୍ଲଜ୍ ଡ୍ରେସ୍ ପିନ୍ଧିକରି ସେ ସ୍କୁଲ୍ ଛୁଆଙ୍କୁ ଦେଖା କରିବାକୁ ଯାଇଥିଲେ ।

ଯାହାକୁ ଚିଲଡ୍ରେନ୍ ନେଶନାଲ୍ ମେଡିକାଲ୍ ରେ ରୋଗୀ ଛୁଆଙ୍କୁ ଦେଇଥିଲେ । ଏହି ଫଟୋରେ ଓବାମା ଛୁଆଙ୍କ ସହ ମସ୍ତି କରୁଛନ୍ତି । ଫଟୋ ନେଉଛନ୍ତି । ଓବାମା ସାନ୍ତା କ୍ଲଜ୍ ହୋଇ ଛୁଆମାନଙ୍କୁ ଭେଟି ଆସିଥିଲେ ଓ ସେହି ପରି ଦରକାରୀ ଛୁଆଙ୍କୁ ସାହାଯ୍ୟ ବି କରିଥିଲେ ।

ଓବାମା କହିଲେ କି ମେଡିକାଲ୍ ରେ ମହଜୁତ ଥିବା ସମସ୍ତ ଛୁଆ ଓ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ବହୁତ ଖୁସି ଲାଗିଲା । ଦୁଇଟି ଛୁଆଙ୍କ ବାପା ହୋଇଥିବା ସତ୍ତ୍ୱେ ମୋର ଦାୟିତ୍ୱ ଅଛି କି ଛୁଆଙ୍କ ଭଲରେ ଯତ୍ନ ନେଇପାରିବି । ଓ ସେମାନେ ସବୁବେଳେ ମୋ ପାଖରେ ରହିଥିବେ ରାଷ୍ଟ୍ରପତି ପଦରୁ ହଟିବା ପରେ ଓବାମା ଏବେ ୱାଶିଟନରେ ରହୁଛନ୍ତି ।

ବାରାକ୍ ଓବାମାଙ୍କୁ ଦେଖି ମେଡିକାଲ୍ କର୍ତ୍ତୁପକ୍ଷ ସମସ୍ତେ ତାଙ୍କୁ ତାଲି ବଜାଇ ଅଭିନନ୍ଦନ କରିଥିଲେ । ଓବାମା ତାଙ୍କୁ ଧନ୍ୟବାଦ ଜଣାଇଲେ । ସେ ଛୁଆମାନଙ୍କୁ ଗିଫ୍ଟ ଦେଇ ତାଙ୍କ ସହ କିଛି ଅନ୍ତରଙ୍ଗ ମୂହୁର୍ତ୍ତ ବିତାଇଲେ । ଦୁଇଟି ଛୁଆଙ୍କ ବାପା ହୋଇଥିବା ସତ୍ତ୍ୱେ ମୋର ଦାୟିତ୍ୱ ଅଛି କି ଛୁଆଙ୍କ ଭଲରେ ଯତ୍ନ ନେଇପାରିବି । ଓ ସେମାନେ ସବୁବେଳେ ମୋ ପାଖରେ ରହିଥିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button