ରାଜ୍ୟ

ଦେଖନ୍ତୁ ଏମିତି ଧଳା କାଉ ଦେଖା ଯିବାର କାରଣ କଣ ବାବା ଙ୍କ ମୁହଁରୁ ଜାଣନ୍ତୁ ସମ୍ପୂର୍ଣ ତଥ୍ୟ

ଓଡ଼ିଶା ଜଗନ୍ନାଥ ସଂସ୍କୃତି କଥା ପ୍ରଚାରକ ବାବା ଦିବାକର ଦାସ କହିଛନ୍ତି ଯେ ମାଳିକା ବଚନରେ ଯାହା ଲେଖା ଯାଇଛି ତାହା ସବୁ ସତ ହେଉଛି।ମହାପୁରୁଷ ଯଶୋବନ୍ତ ଦାସ ଅନେକ ତଥ୍ୟ ମାଳିକା ବଚନରେ ଲେଖିଛନ୍ତି।
ଆପଣମାନେ ଦେଖିଥିବେ ବିଭିନ୍ନ ପ୍ରକାରର ମିଡିଆ ମାନେ ଭିଡିଓ କରିଛନ୍ତି ଯେ କୋରାପୁଟ ରେ ଏକ ଧଳା କାଉ ଦେଖିବାକୁ ମିଳିଛି।ଅନେକ ଭୟଭୀତ କରାଉଛନ୍ତି ଯେ ଆଗକୁ ବିପଦ ଆସୁଛି।
ଆଗକୁ ଆଉ ସୃଷ୍ଟି ରହିବ ନାହିଁ।ଧଳା କାଉ କୁ ନେଇ ବିଭିନ୍ନ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଭାଇ ରାୁଲ ହେବାରେ ଲାଗିଛି।
ସନ୍ଥ ଯଶୋବନ୍ତ ଦାସ ଲେଖିଛନ୍ତି ଏହି ଧଳା କାଉ ବିଷୟରେ ଉଲ୍ଲେଖ କରିଛନ୍ତି।ଆପଣମାନେ ସମସ୍ତେ କଳା କାଉ ଦେଖିଥିବେ।କିନ୍ତୁ
ଆପଣମାନେ ଯେଉଁ ଏହି ଧଳା କାଉ ଦେଖୁଛନ୍ତି ସେ କଣ ପାଇଁ ଧଳା ଅଟେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।
ମହାପୁରୁଷ ଯଶୋବନ୍ତ ଦାସ କହିଛନ୍ତି ଯେ ଏମିତି ସମୟ ଆସିବ ଯେଉଁ ସମୟ ଭିତରେ ଯାହା ଏହି ଆଖି କେବେ ଦେଖି ନଥିବ ତାହା ସେହି ଆଖି ଦେଖିବ।ଛୋଟ ବେଳୁ ସମସ୍ତେ କଳା କାଉ ଦେଖିଥିଲେ କିନ୍ତୁ ଏବେ ସମସ୍ତେ ଧଳା କାଉ ଦେଖିଲେଣି।
କଳି ଯୁଗରେ ଯାହା ଅସମ୍ଭବ ତାହା ସମ୍ଭବ ହେବ।ଯାହା ଏହି କାନ ଶୁଣି ନାହିଁ ତାକୁ ମଧ୍ୟ ଏହି କାନ ଶୁଣିବ।ପ୍ରକୃତି ରେ ବିପରୀତ ହେବ।ଅସମ୍ଭବ ସବୁ ସମ୍ଭବ ହେବ। ଅଦିନରେ ଋତୁ ବଦଳିବା ସହିତ ଆଉ ଭୟଙ୍କର ରୂପରେ ଏ ଧରା କମ୍ପୀବ।
ଭୂତଳ ଗର୍ଭରେ ସବୁ ଲୀନ ହୋଇଯିବ।ଅନେକ ଗାଁ ମାଟି ତଳେ ରହି ଯାଉଛି ମାଳିକା ବଚନ ସବୁ ସତ ହେଉଛି।ଏମିତି ଅନିତି ବଢିଯିବ ମନ୍ଦିର ରୁ ଦିଅଁ ମାନେ ଆଗକୁ ଉଭେଇ ଯିବେ।ଆଗକୁ ବରଫ ଝଡ଼ ସୃଷ୍ଟି ହେବାକୁ ଯାଉଛି।
ଅନେକ ଦେଶରେ ଲୋକମାନେ ମୃ-ତ୍ୟୁ-ବ-ର-ଣ କରିବେ।ଯେଉଁମାନେ ବରଫ ଆକାରରେ ରହୁଛନ୍ତି ସେମାନେ ସତର୍କତା ସହିତ ରୁହନ୍ତୁ।କାରଣ ମାଳିକା ଆଗତ ଭବିଷ୍ୟତ ର ସୂଚନା ଦେଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button