ଜ୍ୟୋତିଷ

ମଣିଷ ଯେତେବେଳେ ମରିଯାଏ ତା ସହ ଯମପୁର ରେ କଣ କଣ ହୁଏ

ଯେତେବେଳେ ଜଣେ ମନୁଷ୍ୟ ର ମୃ-ତ୍ୟୁ ହୋଇଥାଏ ସେତେବେଳେ ଯମ ଆସି ପହଞ୍ଚି ଯାଇଥାନ୍ତି। ଯମ ଦୁଇ ଜଣ ଦୂତ ଙ୍କୁ ସାଙ୍ଗରେ ନେଇ କରି ଆସିଥାନ୍ତି।ଗୋଟିଏ ହେଉଛି କାଳ ଆଉ ଗୋଟିଏ ହେଉଛି ବିକାଳ।ଯିଏ ପାପ କରିଥାଏ
 ତାଙ୍କ ବେକରେ ରଶି ଲଗାଇ ଯମ ରାଜ ଟାଣି କରି ନେଇଥାନ୍ତି।ସେ କେବେ ଆଉ ମୁକ୍ତି ପାଇ ନଥାଏ। ଯମ ପର କୁ ଯାଇ ଛଟପଟ ହୋଇଥାଏ।ଯେଉଁମାନେ ନିଜ ଧର୍ମ କୁ ଭୁଲି ଯାଇ ପରିବର୍ତନ କରିଥାନ୍ତି ସେମାନେ ସାବଧାନ ହୋଇ ଯିବା ଉଚିତ।
ଶରୀର ଯେତେବେଳେ ନାଶ ହୋଇଯାଏ ଯମ ଲୋକ ରେ ପହଞ୍ଚେ। ଯମ ଦୂତ ମାନେ ତାକୁ ନେଇ ମଳ ମୂତ୍ର ଛିଞ୍ଚନ କରନ୍ତି।ତାଙ୍କ ମୁହଁରେ ପରିସ୍ରା କରନ୍ତି।ଯିଏ ଅନ୍ୟକୁ ସବୁବେଳେ ଦୁଃଖ ଦେଇଥାଏ,କଷ୍ଟ ଦେଇଥାଏ, ଆଉ ଅନ୍ୟ ଙ୍କୁ ହଇରାଣ ରେ ପକାଇଥାନ୍ତି,
ପର ପାଇଁ ଗାତ ଖୋଳୁଥାଏ ସେମାନଙ୍କ ଉପରେ ପରିଶ୍ରା କରାଯାଏ।ଏଭଳି ମଧ୍ୟ ଜମ ଲୋକରେ ଦଣ୍ଡ ମିଳିଥାଏ।ତେଣୁ ପାପୀ ଯଦି ଇହ ଲୋକରେ ପ୍ରାଶ୍ଚିତ ନକରେ ପର ଲୋକରେ ତାକୁ ଭୋଗିବାକୁ ପଡ଼ିଥାଏ।
କାରଣ “ମୃ-ତ୍ୟୁ ପରେ ଯମଦଣ୍ଡ”।ଭୟଙ୍କର ଦଣ୍ଡ ଭୋଗିଥାନ୍ତି।ଯାହାଙ୍କର ଧର୍ମ ପ୍ରତି ବିଶ୍ଵାସ ନାହିଁ ସେମାନଙ୍କୁ ଯମ ରାଜ ଦଣ୍ଡିତ କରିଥାନ୍ତି।ବହୁତ କଷ୍ଟ ଦେଇଥାନ୍ତି।ନାନାଦି ନର୍କ କୁ ସେମାନଙ୍କୁ ପଠାଇ ଦେଇଥାନ୍ତି।୪୪ ଟି ନର୍କ ରହିଛି।
ସବୁ ନର୍କ ରେ ପକେଇ ପକେଇ ଆଣିଥାନ୍ତି। ଓଟାରି କରି ନେଇଥାନ୍ତି ଓ ସେଠାରେ ପକେଇ ଦେଇଥାନ୍ତି।ଜୀବନରେ ଯେତେ ପାପ କରିଥିବେ ସବୁ ର ଦଣ୍ଡ ପାଇବେ ବୋଲି କୁହାଯାଇଛି।
ଯେଉଁ ବ୍ୟକ୍ତି ଅନ୍ୟଙ୍କୁ ଦୁଃଖ ଦେଇଥାଏ ସେମାନେ କେବେ ହେଲେ ମୁକ୍ତି ପାଇ ନଥାନ୍ତି।ବହୁତ କଷ୍ଟ ପାଇଥାନ୍ତି।ଯେଉଁ ମାନେ ଲୋକଙ୍କୁ ଭଲ ପାଇଥାନ୍ତି,ଧର୍ମ କୁ ବିଶ୍ୱାସ କରିଥାନ୍ତି ସେମାନଙ୍କୁ ସମ୍ମାନ ମିଳିଥାଏ।
ଗରୁଡ ପୁରାଣରେ ଲେଖା ଯାଇଛି ଯେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଯମ ରାଜ ସେମାନଙ୍କୁ ପ୍ରଣାମ କରି ସାଥିରେ ନେଇ କରି ଯିବେ।ଯେଉଁମାନେ ଭଲ ବ୍ୟବହାର ଦେଖାଇଥାନ୍ତି। ମୃ-ତ୍ୟୁ କେତେବେଳେ ହୋଇଯିବ ତାହା ଠିକ୍ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button