ଦେଶ- ବିଦେଶ

ଆଜି ର ରାଶିଫଳ : 23 ଜାନୁଆରୀ 2023, ସୋମବାର ଜାଣନ୍ତୁ କିପରି କରିବେ ନିଜ ଗ୍ରହଦୋଷ ର ପ୍ରତିକାର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଜାଣିବା ୨୩ ଜାନୁୟାରୀ ୨୦୨୩ ର ରାଶିଫଳ ସମ୍ପର୍କରେ। ଆଜି ୨୩ ଜାନୁୟାରୀ ୨୦୨୩ , ସୋମବାର। ମାଘ ମାସ କୃଷ୍ଣପକ୍ଷ ଦ୍ଵିତୀୟା ମକର ୧୦ ଦିନ। ଧନିଷ୍ଟା ନକ୍ଷତ୍ର ଓ ମକର ଚନ୍ଦ୍ର। ତେବେ ଚାଲନ୍ତୁ ଜାଣି ନେବା ଆଜିର ରାଶିଫଳ ସମ୍ପର୍କରେ।
ମେଷ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ କର୍ମ ଭଲ ରହିବା ସହିତ ସାମାଜିକ ବ୍ୟକ୍ତି ବିଶେଷ ପ୍ରତିଷ୍ଠାରେ ମଧ୍ୟ ବିସ୍ତାର ହେବ। ନୂଆ ନୂଆ ଅବସର ମଧ୍ୟ ମିଳିବ। ରାଜନୀତି କ୍ଷେତ୍ରରେ ବ୍ୟକ୍ତି ଙ୍କୁ ମଧ୍ଯ ବିଶେଷ ଭାବରେ ଲାଭ ମିଳିବାକୁ ଯାଉଛି। ଛାତ୍ର ଛାତ୍ରୀ ଙ୍କ କ୍ଷେତ୍ରରେ କାର୍ଯ୍ୟର ଭାର ଲାଗି ରହିବ। ମାତ୍ର ସଫଳତା ପୂର୍ତ୍ତି କ୍ଷେତ୍ରରେ ଆପଣ ମାନେ ସଫଳ ହେବେ।
ବୃଷ:-
ଆପଣ ଆପଣଙ୍କ ସମସ୍ତ ଲକ୍ଷ୍ୟକୁ ଖୁବ ସହଜରେ ମଧ୍ୟ ପୂର୍ଣ୍ଣ କରିବେ। ବ୍ୟପାରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ହେତୁ ମନରେ ସନ୍ତୁଷ୍ଠତା ର ଭାବ ରହିବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମଧ୍ୟ ଆପଣଙ୍କ ରୁଚି ବଢିବ। ସୁଖଦ ସମାଚାର ମଧ୍ଯ ପ୍ରାପ୍ତି ହେବ।
ମିଥୁନ:-
ମିଥୁନ ରାଶିର ବ୍ୟକ୍ତି ମାନେ ଆଜି କିଛି ମାନସିକ ଚାପର ଅନୁଭବ କରି ପାରନ୍ତି। କାର୍ଯ୍ୟରେ ଆପଣଙ୍କ ଅବରୋଧ ଉତ୍ପନ୍ନ ହେବାର ସମ୍ଭାବନା ମଧ୍ୟ ରହିଛି। ଆପଣଙ୍କ ବାଣୀ ଓ କ୍ରୋଧ ଦ୍ବାରା ଆପଣଙ୍କ କ୍ଷତି ହେବାର ମଧ୍ୟ ସମ୍ଭାବନା ରହିଛି। ବିରୋଧୀ ଓ ଶତ୍ରୁ ମାନେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବେ।
କର୍କଟ:-
ଆପଣଙ୍କ ବ୍ୟବସାୟିକ ଗୋଚର ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପଦ ପ୍ରତିଷ୍ଠାର ବିସ୍ତାର ମଧ୍ୟ ହେବ। ଉଚ୍ଚ ଅଧିକାରୀ ତଥା ସହ କର୍ମୀ ମାନଙ୍କ ପୂର୍ଣ୍ଣ ସହଯୋଗ ମଧ୍ଯ ମିଳିବ। ରାଜନୀତି କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ଙ୍କୁ ବିଶେଷ ଲାଭ ମଧ୍ୟ ମିଳିବ।
ସିଂହ:-
ଏହି ରାଶି ର ବ୍ୟକ୍ତି ମାନଙ୍କୁ ଆଜି ଭାଗିଦାରୀ କାର୍ଯ୍ୟରେ ସାବଧାନ ରହିବା ଉଚିତ ଅଟେ। ବ୍ୟବସାୟୀ ମାନଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ର ଯୋଗ ମଧ୍ଯ ରହିଛି। ରାଜକୀୟ ସେବାରେ ଜଡ଼ିତ ବ୍ୟକ୍ତି ମାନଙ୍କୁ ମଧ୍ଯ ବିଶେଷ ଭାବରେ ଲାଭ ମିଳିବାକୁ ଯାଉଛି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ସମୟ ଶୁଭ ରହିଛି।
କନ୍ୟା:-
ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମ ର ଆପଣଙ୍କୁ ଉତ୍ତମ ପରିଣାମ ମିଳିବ। ବିଦ୍ୟାର୍ଥୀ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ମଧ୍ୟ ବିଶେଷ ଭାବରେ ଲାଭ ଦାୟକ ସିଦ୍ଧି ହେବ। ଏବଂ ଆପଣଙ୍କ ଆତ୍ମ ବିଶ୍ବାସ ରେ ମଧ୍ୟ ବୃଦ୍ଧି ଘଟିବ। ରୋଜଗାର କ୍ଷେତ୍ରରେ ଆସୁଥିବା ଅବରୋଧ ମଧ୍ୟ ଦୁର ହେବ।
ତୁଳା:-
ଏହି ରାଶିର ବ୍ୟକ୍ତି ମାନଙ୍କ ନିକଟରେ କିଛି ମାନସିକ ଅଶାନ୍ତି ଦେଖା ଦେବ। ରାଜନୀତିକ ବ୍ୟକ୍ତି ମାନଙ୍କ ପାଇଁ ସମୟ ଉତ୍ତମ ଓ ଅନୁକୂଳ ମଧ୍ୟ ରହିଛି। ହେଲେ କୌଣସି ପ୍ରକାରର ଷଡ଼ଯନ୍ତ୍ର ରୁ ଆପଣଙ୍କୁ ନିଶ୍ଚିତ ଭାବରେ ସାବଧାନ ରହିବା ଉଚିତ୍। ଆଧ୍ୟାତ୍ମିକ କର୍ଯ୍ୟପ୍ରତି ମଧ୍ୟ ଆପଣ ଙ୍କ ରୁଚି ବଢିବ।
ବିଛା:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ତାଙ୍କ ଖ୍ୟାତି ର ବିସ୍ତାର ହେବ। ସହାୟତା ଓ ସମ୍ମାନ ଆପଣଙ୍କ ଆତ୍ମ ବିଶ୍ବାସ ମଧ୍ୟ ବୃଦ୍ଧି କରିବ। ବ୍ୟବସାୟୀ ବର୍ଗ ମାନଙ୍କ ପାଇଁ ସମୟ ଉତ୍ତମ ଅନୁକୂଳ ମଧ୍ଯ ରହିଛି। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ପୂର୍ବକ ବିସ୍ତାର କରିବେ। ନୂଆ ସମ୍ପର୍କ ମଧ୍ୟ ସ୍ଥାପିତ ହେବ।
ଧନୁ:-
ଏହି ରାଶିର ବ୍ୟକ୍ତି ମାନଙ୍କର ସାହାସ ଓ ପରାକ୍ରମ ବୃଦ୍ଧି ହେବ। ଆପଣ ମାନେ ସମସ୍ତ ସ୍ଥାନରେ ମଧ୍ୟ ପ୍ରଶଂସା ର ପାତ୍ର ହେବେ। ବିଦେଶରେ ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସମୟ ମଧ୍ୟ ଅତ୍ୟନ୍ତ ଅନୁକୂଳ ରହିଛି। ଆପଣ ସମସ୍ତ କ୍ଷେତ୍ରରେ ମଧ୍ୟ ବିଜୟ ଲାଭ କରିବେ।
ମକର:-
ଆପଣ ମାନଙ୍କୁ ଆଜି ସମାଧାନ ରହିବାକୁ ପଡିବ। କାରଣ ଗ୍ରହ ମାନଙ୍କ ସ୍ଥିତି ଆପଣଙ୍କୁ ଭ୍ରମିତ କରିବ। ଓ ଅନାବଶ୍ୟକ ସ୍ଥିତି ମଧ୍ୟ ଉତ୍ପନ୍ନ ହେବ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅଯଥା ଅବରୋଧ ଉତ୍ପନ୍ନ ହେବ। ଅନେକ ବାଧା ବିଘ୍ନ ମଧ୍ଯ ଦେଖିବାକୁ ମିଳିବ। ହେଲେ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପରିମାଣ ପାଇ ପାରିବେ।
କୁମ୍ଭ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଅନେକ ସମସ୍ୟା ମଧ୍ୟ ଉତ୍ପନ୍ନ ହେବ। ସାମାଜିକ ତଥା ଆର୍ଥିକ କ୍ଷତି ର ମଧ୍ୟ ଯୋଗ ରହିଛି। ସେଥିପାଇଁ ସର୍ବଦା ବାଣୀ ରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ରାଜ ଦଣ୍ଡର ଭୟ ମଧ୍ୟ ଆପଣଙ୍କୁ କୁଣ୍ଠିତ କରି ପାରେ। ବିଦ୍ୟାର୍ଥୀ ନିଜ ସଫଳତା ପାଇଁ ଅନେକ ପରିଶ୍ରମ କରିବା ଜରୁରୀ ଅଟେ।
ମୀନ:-
ଆପଣଙ୍କ ଉତ୍ତମ ଲାଭ ର ସ୍ଥିତି ଉତ୍ପନ ହେବ। ଭାଗ୍ୟ ଆଜି ଆପଣଙ୍କ ପୂର୍ଣ୍ଣ ସପକ୍ଷରେ ରହିବ। କାର୍ଯ୍ୟ କ୍ଷେତ୍ରରେ ଦେଖା ଯାଉଥିବା ଅବରୋଧ ମଧ୍ୟ ଆଜି ଦୁର ହେବ। ବାଣିଜ୍ୟ ବ୍ୟବସାୟ ର ସ୍ଥିତି ମଧ୍ୟ ଉତ୍ତମ ହେବା ପାଇଁ ଲାଗିବ।
ତେବେ ଏହା ହେଉଛି ଆପଣ ଙ୍କ ଆଜିର ରାଶି ଫଳ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button