ଦେଶ- ବିଦେଶ

ଭଗବାନ ନେଉଛନ୍ତି କି ଆପଣଙ୍କ ପରୀକ୍ଷା ଜାଣନ୍ତୁ ଏହି ସବୁ ସଂକେତ ରୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଜୀବନରେ ସୁଖ ଓ ଦୁଃଖ ଲାଗି କରି ରହିଥାଏ। କେହି କେହି ସୁଖ ସମୟରେ ଭଗବାନ ଙ୍କୁ ବେଶ ପୂଜା ପାଠ କରିଥାଆନ୍ତି ମାତ୍ର ଦୁଃଖ ସମୟରେ ଭଗବାନ ଙ୍କୁ ଖୁବ ଗାଳି ଗୁଲଜ ମଧ୍ଯ କରି ଥାଆନ୍ତି।
ଭଗବାନ କିନ୍ତୁ ତାଙ୍କର ସମସ୍ତ ଭକ୍ତ ମାନଙ୍କୁ ସମାନ ଭାବରେ ଦେଖନ୍ତି। ହେଲେ ମଣିଷ ମାନେ ଏହା ଭୂଲି ଯାଆନ୍ତି। କି। ଆମେ ଯଦି ସବୁ ସମୟରେ ଏଭଳି ଭାବରେ ସୁଖ ଚାହିଁବା ତେବେ ଆମର କଲା କର୍ମ ର ଫଳ କିଏ ଭୋଗିବ।
ସୁଖ କୁ ଭୋଗ କରିବାର ସୁଯୋଗ ଲୋକ ମାନଙ୍କୁ ସେତେବେଳେ ମିଳେ ଯେତେବେଳେ ସେ ପୂର୍ବରୁ ଦୁଃଖ ଭୋଗ କରି ସାରିଥିବେ। ଯଦି ମଣିଷ ଜୀବନରେ କଦାପି ଦୁଃଖ ନଥିବା ତେବେ ସେ କଦାପି ସୁଖର ମହତ୍ତ୍ଵ କୁ ବୁଝି ପାରିବ ନାହିଁ।
ଯେମିତି କି ଏକ ଭୋକିଲା ମଣିଷ ହିଁ ଅନ୍ନ ର ମହତ୍ତ୍ଵ ଜାଣି ପାରେ। ଦୁନିଆରେ ମଣିଷ ଏଭଳି କର୍ମ କରନ୍ତି ଯାହା ଦ୍ୱାରା ଉଭୟ ସୁଖ ଓ ଦୁଃଖ ତାଙ୍କୁ ନିର୍ଦ୍ଧାରିତ ହୋଇ ମିଳି ଥାଏ।
ଗୋଟିଏ ମଣିଷ ସବୁ ବେଳେ ଏଭଳି କର୍ମ କରି ପାରିବ ନାହିଁ ଯାହା ଦ୍ୱାରା ତାକୁ କେବଳ ସୁଖ କି କେବଳ ଦୁଃଖ ମିଲିବ।
ଯେତେବେଳେ ଆପଣ ମାନେ ପୂଜା ପାଠ କରିଥାନ୍ତି ସେତେବେଳେ ଆପଣଙ୍କ ଇଷ୍ଟ ଦେବ ଆପଣଙ୍କ ଭକ୍ତି କୁ ପରୀକ୍ଷା କରିବା ପାଇଁ କିଛି ସମୟରେ ପରୀକ୍ଷା କରନ୍ତି। ଯାହାକି ଆପଣ ଜାଣି ପାରି ନଥାନ୍ତି।
କିଛି ଲୋକ ମାନେ ଏଭଳି ଅଛନ୍ତି କି ସେମାନେ ଚାହାଁନ୍ତି କି ସେମାନେ କେବଳ ସୁଖ ରେ ରହିବେ ସେଥିପାଇଁ ସେମାନେ ଭଗବାନ ଙ୍କୁ ଆରାଧନା କରିଥାନ୍ତି। ସେଥିପାଇଁ ଟିକେ କଷ୍ଟ କର ପରିସ୍ଥିତି ଦେଖିବା ମାତ୍ରେ ହିଁ ମଣିଷ ଭଗବାନ ଙ୍କୁ ଦୋଷ ଦେବା ଆରମ୍ଭ କରିଥାଏ।
ହେଲେ ଲୋକ ମାନେ ଏହା ଜାଣି ପାରନ୍ତି ନାହିଁ କି ତାଙ୍କ ଭକ୍ତି ପ୍ରତି ଭଗବାନ ଭକ୍ତି ପରୀକ୍ଷା କରୁଛନ୍ତି। ସେଥିପାଇଁ ଯେଉଁ ଲୋକ ମାନେ ଜାଣି ପାରୁ ନାହାଁନ୍ତି ଯଦି ଭଗବାନ ତାଙ୍କର ପରୀକ୍ଷା କରୁ ଛନ୍ତି ତେବେ ତାଙ୍କୁ ସେତିକି ସାମର୍ଥ୍ୟ କରିଥାନ୍ତି କି
ସେ ସବୁ ପ୍ରକାରର ସ୍ଥିତି କୁ ସାମ୍ନା କରି ପାରିବା ସହ ସେତିକି ଧର୍ଯ୍ୟ ମଧ୍ଯ ଦେଇଥିବେ। ଯାହା ଦ୍ୱାରା ଭଗବାନ ଦେଇଥିବା ପରୀକ୍ଷା କୁ ସଫଳତା ର ସହ କୃତ କାର୍ଯ୍ଯ ହୋଇ ପାରିବା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button