ଜ୍ୟୋତିଷ

ଆପଣ କେବେ ଈଶ୍ୱରଙ୍କ ସାମ୍ନାରେ କାନ୍ଦିଛନ୍ତିକି ତାହାଲେ ନିଶ୍ଚିନ୍ତ ଦେଖନ୍ତୁ ଏହି କଥା ଆପଣଙ୍କ ଜୀବନରେ କାମରେ ଆସିବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇଶ୍ଵରଙ୍କ ପାଖରେ ସେହି ବ୍ୟକ୍ତି କାନ୍ଦିଥାନ୍ତି ଯିଏ ଇଶ୍ଵରଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ କରିଥାନ୍ତି। ଯେଉଁମାନେ ଈଶ୍ୱରଙ୍କୁ ମାନନ୍ତି ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଈଶ୍ୱରଙ୍କୁ ସ୍ମରଣ କରନ୍ତି।
Special report
ସେମାନେ ଜାଣନ୍ତି ଯେ ଈଶ୍ୱର ବିଳମ୍ବ କରିପାରନ୍ତି କିନ୍ତୁ ଦିନେ ନା ଦିନେ ନିଶ୍ଚିନ୍ତ ଭାବରେ ତାଙ୍କର ଇଛା ପୂରଣ କରିବେ। ଯେଉଁ ବ୍ୟକ୍ତି ମାନେ ଇଶ୍ଵରଙ୍କ ସାମ୍ନାରେ କାନ୍ଦନ୍ତି, ତାଙ୍କର ଭାଗ୍ୟ ବଦଳି ଯାଏ। ଏବଂ ଈଶ୍ୱରଙ୍କ ଆଶୀର୍ବାଦ ତାଙ୍କ ଉପରେ ସବୁବେଳେ ରହିଥାଏ। ଈଶ୍ୱରଙ୍କୁ ସ୍ମରଣ କଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନ ପବିତ୍ର ହୋଇଯାଏ।
ଆଉ ଆଧ୍ୟାତ୍ମିକତା ତାଙ୍କ ମନରେ ଜାଗ୍ରତ ହୁଏ। ଯଦି ଆପଣ ନିଜ ଦୁଃଖ କଷ୍ଟରୁ ବାହାରିବା ପାଇଁ ଚାହୁଁଛନ୍ତି ତାହାଲେ ଭାଗବତ ଗୀତା ପଢିବା ଆରମ୍ଭ କରିଦେବା ଉଚିତ୍। କାରଣ ଯଦି କୌଣସି ଦୁଃଖି ବ୍ୟକ୍ତି ଭାଗବତ ଗୀତା ପଢନ୍ତି
Special report
ତାହାଲେ ତାଙ୍କୁ ବହୁତ୍ ଶୀଘ୍ର ଭଗବାନ୍ ଭଲ ରାସ୍ତା ଦେଖାଇଥାନ୍ତି। ଭାଗବାନ ମଧ୍ୟ ଏହି ପୃଥିବୀରେ ଜନ୍ମ ନେଇଥିଲେ ଏବଂ ଅନେକ ସଂଘର୍ଷ କରିଥିଲେ। ତେବେ ସମସ୍ତ ଲୋକ ଇଶ୍ଵରଙ୍କ ଠାରୁ ଶିଖିବା ଉଚିତ୍ ଯେ କିପରି ଜୀବନ ବଞ୍ଚିବାକୁ ହୁଏ।
ଏହି ପୃଥିବୀକୁ ମୃତ୍ୟୁ ଲୋକ ମଧ୍ୟ କୁହାଯାଏ। କାରଣ ଏଠାରେ ବିଭିନ୍ନ ପ୍ରଜାତିରେ ସମସ୍ତେ ଜନ୍ମ ନେଇଥାନ୍ତି। ପୃଥିବୀରେ ୪୪ ଲକ୍ଷ ପ୍ରଜାତି ଅଛନ୍ତି। ଅନେକ ପ୍ରଜାତିରେ ବୁଲିବା ପରେ ମଣିଷ ହୋଇ ଜନ୍ମ ଗ୍ରହଣ କରିଥାଉ। ଏହି ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉଦ୍ଦେଶ୍ୟ ନେଇ ଜନ୍ମ ଗ୍ରହଣ କରିଥାନ୍ତି।
Special report
ଆଉ କିଛି ଲୋକ ନିଜର ଭଲ ଏବଂ ଖରାପ କର୍ମର ଫଳ ଭୋଗିବା ପାଇଁ ଜନ୍ମ ଗ୍ରହଣ କରିଥାନ୍ତି। ଯଦି ଆପଣଙ୍କ ସହିତ କିଛି ଅନ୍ୟାୟ ହେଉଛି ତାହାଲେ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଉଚିତ୍।
ଯଦି ଆପଣଙ୍କ ସହିତ କିଛି ଅନ୍ୟାୟ ହେଉଛି, ତେବେ ଏହାକୁ ସହ୍ୟ କରିବା ନିର୍ବଲତା ହୋଇଥାଏ। ଯିଏ ସିଧା ଓ ସଚ୍ଚୋଟ ଜୀବନ ବିତାଇଥାନ୍ତି, ତାଙ୍କ ପ୍ରତି ଇଶ୍ୱରଙ୍କ ବିଶେଷ କୃପା ରହିଥାଏ। ସେହି ବ୍ୟକ୍ତି ସର୍ବଦା ଇଶ୍ଵରଙ୍କ ଧ୍ୟାନ କରିବା ଆରମ୍ଭ କରି ଦିଅନ୍ତି ଏବଂ
ସେ ଅନୁଭବ କରନ୍ତି ଯେ ଇଶ୍ଵର ତାଙ୍କ ସହିତ ସବୁବେଳେ ଅଛନ୍ତି। ଭାଗବତ ଗୀତା ପଢ଼ିଲେ କିମ୍ୱା ଯେ କୌଣସି ଧାର୍ମିକ ପୁସ୍ତକ ପଢ଼ିଲେ ମନରେ ଶାନ୍ତି ଏବଂ ଏକାଗ୍ରତା ଆସିଥାଏ। ଆପଣଙ୍କର ସବୁ ଚିନ୍ତା ଏବଂ ମାନସିକ ଚାପ ମଧ୍ୟ ଦୂର ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button