ରାଜ୍ୟ
ଆସୁଛି ପ୍ରବଳ ବର୍ଷା ଏହି ସବୁ ଜିଲ୍ଲା ମାନଙ୍କୁ ସତର୍କ କଲା ପାଣିପାଗ ବିଭାଗ ଦେଖନ୍ତୁ ବିପଦରେ କେଉଁ କେଉଁ ଜିଲ୍ଲା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପାଣିପାଗକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଇପାରିବେ । ପାଣିପାଗ କେତେବେଳେ କେଉଁ ମୋଡ ନେବ ସେକଥା କିଏ ଜାଣିଛି । ପାଣିପାଗ ବିଷୟରେ ଆସୁଥିବା ଖବର ଏହି ଭିଡିଓ ଆପଣଙ୍କୁ ଜଣାଇବ । ଏହି ଭିଡିଓ ଏବେ ଚର୍ଚ୍ଚାରେ ରହିଛି ।
ଆଗକୁ ବଡ ବର୍ଷା ହେବାକୁ ଯାଉଛି । ଆଉ ଏହି ବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ବୋଲି ଜଣାପଡିଛି । ଏହି ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି । ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ଆଉ ବର୍ଷା ସହ ବିଜୁଳି ଆଉ ଘଡଘଡି ହେବାର ସମ୍ଭାବନା ମଧ୍ୟ ରହିଛି ।

ସବୁଠାରୁ ଅଧିକ ବର୍ଷା ସୁନ୍ଦରଗଡ଼ ଜିଲ୍ଲାରେ ରେକର୍ଡ କରାଯାଇଥିଲା । ଆଉ ଏହା ୫୨. ୦ ମିଲିମିଟର ଥିଲା । ସମ୍ବଲପୁର ଜିଲ୍ଲାରେ ୪୮.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଜଣାପଡିଛି ।
ଆଉ ଏନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା, ବୌଦ୍ଧ ଏବଂ ଢେ଼ଙ୍କାନାଳ ଜିଲ୍ଲାରେ ଏକା ସମୟରେ ବର୍ଷା ହୋଇଥିଲା । ନବରଙ୍ଗପୁର ଆଉ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଳ୍ପ ବର୍ଷା ହେଉଥିଲା ।

ସେପ୍ଟେମ୍ବର ମାସରେ ଏହି ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଆଉ ଆଗାମୀ ୫ ଦିନ ମଧ୍ୟରେ ବର୍ଷା ହୋଇପାରେ । ଆଉ ଅଧିକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୮ ଏବଂ ୨୯ ତାରିଖରେ ବର୍ଷାର ପରିମାଣ କମ୍ ହୋଇପାରେ ବୋଲି ସୂଚନା ମିଳିଛି ।
୨୯ ତାରିଖରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି । ଭୁବନେଶ୍ୱର ସହରରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସୁଥିବା ସବୁ ଖବର ଜାଣିପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଲୋକମାନେ ଅନେକ କଥା ଜାଣି ଅନେକ କାମରେ ଲଗାଇ ପାରିବେ । ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ପାଣିପାଗ ବିଷୟରେ ସବୁ ଅପଡେଟ ଖବର ଆପଣମାନେ ପାଇପାରିବେ । ଏବେ ଏହି ଖବର ଚର୍ଚ୍ଚାରେ ଅଛି ।