ଜ୍ୟୋତିଷ
ଚୁନା ଘରକୁ ସୁନା କରିଦିଅନ୍ତି ଏମିତି ବୋହୂ ଦେଖନ୍ତୁ କେମିତି ଜାଣିବେ ଭାଗ୍ୟଶାଳୀ ବୋହୂ ମାନଙ୍କ ଲକ୍ଷଣ – Sadhubani

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଗୋଟିଏ ଝିଅ ଯେତେବେଳେ ତାର ଶାଶୁଘରକୁ ଯାଇନଥାଏ ସେ ତାର ମନରେ ଅନେକ ଚିତ୍ର ଆଙ୍କିଥାଏ । ତାର ଶାଶୁ, ଶଶୁର, ନଣନ୍ଦ, ଘରଦ୍ୱାର ଏଭଳି ହୋଇଥିବ ବୋଲି ଭାବିଥାଏ ।
କେତେବେଳେ ଏହି ଭାବନାରୁ ଅଧିକ ମିଳିଥାଏ ତ କେତେବେଳେ ଏହି ଭାବନା ରୁ ବହୁତ କମ୍ ମିଳିଥାଏ । ଯାହାବି ମିଳିଥାଏ ସେଥିରେ ଝିଅଟି କାହାକୁ କିଛି ନକହି ରହି ଯାଇଥାଏ । ବୋହୂ ମାନେ ଶାଶୁଘରେ ଶାଶୁ, ଶଶୁରଙ୍କ ସେବା କରିବ । ଆଉ ଯେଉଁମାନେ ବୟସରେ ସାନ ତାଙ୍କୁ ଭଲପାଇବା ଦେବ । ସ୍ବାମୀ ମନ ନେଇ ଚଳିବ ।

କେବେ କାହାକୁ କଡା କରି କହିବ ନାହିଁ । କନ୍ୟା ଦାନ ସମୟରେ ଝିଅର ବାପା ଦଶଟି ଦୋଷ କ୍ଷମା କରିବା ପାଇଁ କହିଥାଏ । ଏହି ଦଶଟି ଦୋଷ ହେଉଛି, ନିର୍ଲଜ୍ଜ, ଡାହାଣୀ ବୁଦ୍ଧି, ମୁଖରା, ବ୍ୟଭିଚାରିଣୀ, ମିଥ୍ୟାବାଦୀ, ହିଂସାବାଦୀ, ଅସନ୍ତୁଷ୍ଟା ।
ଶାଶୁଘରେ ଥିବା ବେଳେ ବଲଘରର ଅଧିକ ପ୍ରଶଂସା କରିବା ଭଲ ନୁହେଁ । ଶାଶୁଘର ହେଉଛି ତୁମର ସ୍ବର୍ଗ, କର୍ମ ଭୂମି । ଜନ୍ମ ଭୂମି ଛାଡ଼ି କର୍ମ ଭୂମିରେ ପାଦ ଦେଲେ ଏହା ସ୍ବର୍ଗ ଅଟେ । ନୂଆ ବୋହୂକୁ ସମସ୍ତେ କିଛି ନା କିଛି କହିଥାନ୍ତି ସବୁ କଥା ଶୁଣି ଚୁପ୍ ରହି ସହିଗଲେ ଆପଣ ସୁନା ବୋହୂ ହୋଇପାରିବେ ।
ଗୋଟିଏ ଝିଅ ପିତୃ କୂଳ ଏବଂ ଶଶୁର ଘର କୂଳକୁ ଉଦ୍ଧାର କରିପାରେ । ଗୋଟିଏ ବୋହୂ ଚାହିଁଲେ ଘରେ ହେଉଥିବା ଅନୀତିକୁ ଦୂରେଇ ପାରିବ । ଏନେଇ ମଧ୍ୟ ଏକ ଗପ ଏହି ସାଧୁ ଜଣକ କହିଛନ୍ତି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଏହି ଖବର ଏବେ ସାମ୍ନାକୁ ଆସିଛି । ଗୋଟିଏ ବୋହୂ ଚାହିଁଲେ ସବୁକିଛି ବଦଳାଇ ପାରିବ । ବୋହୂ ହେଉଛି ଘରର ସମ୍ମାନ ଆଉ ସେ ଘରର ସବୁକିଛି ବଦଳାଇ ଦେଇଥାଏ ।
ଗୋଟିଏ ବୋହୂ ଚାହିଁଲେ ସବୁକିଛି କରିପାରିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଆଉ ଅନେକ କଥା ଏହି ଭିଡିଓ ଦ୍ଵାରା ଆପଣମାନେ ପାଇପାରିବେ । ଭଲ ବୋହୂ ହୁଅନ୍ତୁ କଲ୍ୟାଣ ପାଇବେ । ଆଉ ଘରେ ଶାନ୍ତି ବି ରହିବ ।