ରାଜ୍ୟ

ସାଇକଲ, ପିଠା ଏମିତି ସବୁ ଫାଲତୁ ଯୋଜନା କରି କରି ପୁରା ରାଜ୍ୟଟାକୁ ଖାଇ ଗଲେଣି ନବୀନ ବାବୁ..

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆଗକୁ ନିର୍ବାଚନ ରହିଛି।ଏହାକୁ ନେଇ ଏବେ ଠାରୁ ଚର୍ଚ୍ଚା ହେଲାଣି।ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ପ୍ରଚାର ଆରମ୍ଭ କରୁଛନ୍ତି।
Special report
ଶାସକ ଦଳ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଲୋକ ମାନଙ୍କୁ ଏବେ ଠାରୁ ଆକୃଷ୍ଟ କରିବା ପାଇଁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ର ନେତା ମାନେ କହୁଛନ୍ତି।ଏହି କିଛି ଦିନ ତଳେ ମୁଖ୍ୟ ମନ୍ତ୍ରୀ ଲକ୍ଷ୍ମୀ ବସ୍ ସେବା ର ଉଦଘାଟନ କରିଥିଲେ।ଏହା ଦ୍ବାରା ଓଡ଼ିଶା ର ଲୋକ ମାନେ ଅଧିକ ସଂଖ୍ୟା ରେ ଉପକୃତ ହେବେ।
ଏହା ପରେ ମୁଖ୍ୟ ମନ୍ତ୍ରୀ କିଛି କର୍ମ ଚାରି ମାନଙ୍କୁ ସ୍କୁଟି ବଣ୍ଟନ କରିଥିଲେ।ଯାହା ଫଳ ରେ କି ବିରୋଧୀ ଦଳ ର ନେତା ମାନେ ଏହାକୁ ନେଇ ପ୍ରଶ୍ନ ଉଠାଇ ଥିଲେ।ଗତ ଶୁକ୍ରବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରକାରୀ କର୍ମଚାରୀ ଙ୍କୁ ସାଇକେଲ ଚଳାଇ ଅଫିସ ଆସିବା ପାଇଁ କହିଥିଲେ।
Special report
ହେଲେ ଏହି କଥା କୁ କେହି ଶୁଣି ନ ଥିଲେ।ଏହି ବିଷୟ କୁ ନେଇ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ପଚରା ଯାଇଥିଲା।ସେ କହିଥିଲେ ଆମ ରାଜ୍ୟ କଣ ଚୀନ ହୋଇ ଗଲା କି।
ସେଠାରେ ସମସ୍ତେ ସାଇକେଲ ନେଇ ଯିବା ଆସିବା କରନ୍ତି।କିନ୍ତୁ ଆମର ଏଠି ସମସ୍ତେ ଗାଡ଼ି ରେ ଯାଆନ୍ତି।ସାଧାରଣ ଲୋକ ଙ୍କ ଠାରୁ ଆରମ୍ଭ କରି ସବୁ ଗୋଟେ ଗୋଟେ ଗାଡ଼ି ଧରିଛନ୍ତି।
ଆହୁରି ମଧ୍ୟ ସେ କହିଥିଲେ କି ମୁଖ୍ୟ ମନ୍ତ୍ରୀ ଯେଉଁ ସବୁ ଯୋଜନା କରୁଛନ୍ତି ତାହା କେବଳ ନିର୍ବାଚନ ପାଇଁ।ନିର୍ବାଚନ ସରିଲେ ସବୁ କିଛି ଶେଷ ହୋଇ ଯିବ।ଆଉ ତାଙ୍କର ଦେଖା ମିଳିବ ନାହିଁ।ଏହି ଯୋଜନା ଟି ବନ୍ଦ ହୋଇ ଯିବ।
ଆମ ଦଳ ଆଉ ୬ ମାସ ଭିତରେ ତାର କାର୍ଯ୍ୟ ଦେଖେଇବ।ଲୋକ ମାନେ ଏବେ ଆମ ଉପରେ ବିଶ୍ୱାସ କରିବା ଆରମ୍ଭ କଲେଣି।ଆମେ ଆଗକୁ ନିର୍ବାଚନ ଜିତିବା ର ଲକ୍ଷ୍ୟ ରଖିଚୁ।ଲୋକ ଙ୍କ ପାଇଁ ଅନେକ କିଛି କରିବାର ଆଶା ରଖୁଛୁ।ଏବେ ଦେଖିବାକୁ ବାକି ରହିଲା ୨୦୨୪ ନିର୍ବାଚନ ରେ କେଉଁ ଦଳ ବିଜୟ ହାସଲ କରୁଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button