ରାଜ୍ୟ

କଣ ସତରେ ସତ ହୋଇଯିବ କି ମାଳିକା ରେ ଲେଖା ହୋଇଥିବା କଥା, ୨୦୨୪ ରେ ନବୀନ ସରକାର ହଟିବ ଆଉ ଆସିବ ତେଲେଙ୍ଗାନା ସରକାର

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ମାଳିକା ବଚ୍ଚନ କେବେ ଅସତ୍ୟ ହୁଏ ନାହି।ବର୍ତ୍ତମାନ ସମୟରେ ଲୋକ ମାନେ ବହୁ ଅନ୍ୟାୟ ଅତ୍ୟାଚାର କରୁଛନ୍ତି।ଯାହାକୁ କି ଆଗରୁ ମହା ପୁରୁଷ ମାନେ ମାଳିକା ରେ ଲେଖି ଯାଇଛନ୍ତି।
Special report
ମହା ପୁରୁଷ ମାନେ ପୋଥି ରେ ଯାହା କିଛି ଲେଖି ଛନ୍ତି ତାହା ଧୀରେ ଧୀରେ କରି ସବୁ ସତ୍ୟ ହେଉଛି।ନିକଟ ରେ ଜଣେ ସାଧୁ ମାଳିକା ବିଷୟ ରେ ଆଲୋଚନା କରିଥିଲେ।ସେ କହିଥିଲେ କି ଆଗକୁ ଓଡ଼ିଶା ଉପରେ ଅନେକ ବିପଦ ରହିଛି।
ତେଲୁଗୁ ତାମିଲ ଲୋକ ଆସି ଓଡ଼ିଶା ରେ ଶାସନ କରିବେ।୭ ଜଣ ବିଧବା ଭାରତ ର ଯେକୌଣସି ପଦବୀ ରେ ଉଚ୍ଚ ସ୍ଥାନ ରେ ରହିବେ।ଆଗରୁ ଲେଖା ହୋଇ ଥିଲା କି ୨୦୨୨ ମସିହା ରେ ଭାରତ ରୁ ଦୀପ ଲିଭି ଯିବ।
ତାହା ମଧ୍ୟ ସତ ହୋଇ ସାରିଛି।ଉତ୍ତରା ଓଡ଼ିଶା କୁ ଶାସନ କରିବ।ତାମିଲ ତେଲେଙ୍ଗା ଙ୍କ ପ୍ରଭାବ ଓଡ଼ିଶା ରେ ବୃଦ୍ଧି ପାଇବ।ସେହି ମାନେ ଧୀରେ ଧୀରେ ଓଡ଼ିଶା କୁ ନଷ୍ଟ କରିବା ଆରମ୍ଭ କରିବେ।
Special report
ଏହି ସମୟ ରେ ଗଜପତି ପୁରୀ ରେ ରହିବେ ନାହିଁ।ସେ ସବୁବେଳେ ଅନ୍ୟ ସ୍ଥାନ ରେ ରହୁଥି ବେ।ଓ ବିବାହ ତାଙ୍କ ଜାତି ରେ ନ କରି ଅନ୍ୟ ଜାତି ରେ କରିଥିବେ ବୋଲି ମାଳିକା ରେ ଲେଖା ହୋଇଛି।
ଏପରି ଏକ ସମୟ ଆସିବ ଯେତେବେଳେ ଏକ ଲକ୍ଷ ଭକ୍ତ ମାନେ ମେଳ ହୋଇ ଯିବେ।ବଡ ଦାଣ୍ଡେ ରେ ହୁଳହୁଳି ଦେବେ।ଭକ୍ତ ମାନେ ତ୍ରାହି ତ୍ରାହି ଡାକ ଛାଡିବେ।ହେଲେ କେହି ସେମାନଙ୍କ କଥା ଶୁଣିବେ ନାହିଁ।
ତେଣୁ ଏବେ ଠାରୁ ଭଗବାନ ନାମ ନିଅନ୍ତୁ।କିଛି ଲୋକ ମାନେ ଏହି ସମୟ ରେ ବଞ୍ଚି ଯାଇଥିବେ।ଓ ଅନ୍ୟ କିଛି ଲୋକ ମାନେ ମୃ-ତ୍ୟୁ ବରଣ କରିବେ।ଯାହାକି ମାଳିକା ରେ ଅକ୍ଷରେ ଅକ୍ଷରେ ଲେଖା ହୋଇଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button