ମନୋରଞ୍ଜନ

ପ୍ରଭୁ ଜଗନ୍ନାଥ କଲେ ଚମତ୍କାର ଦେଖନ୍ତୁ ମୂଷା କହିଲା “ ଜୟ ଜଗନ୍ନାଥ ” ଦେଖନ୍ତୁ ସାରା ଓଡ଼ିଶାରେ ଚର୍ଚ୍ଚା ହେଲା ଏହି ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଦୁର୍ନୀତି, ଭ୍ରଷ୍ଟାଚାର, ପାପ ବଢିଚାଲିଥିଲାବେଳେ କିଛି ଲୋକ ଭାବ ଭକ୍ତିଙ୍କୁ ଭୁଲିଯାଉଛନ୍ତି। କିନ୍ତୁ ଛୋଟ ଜୀବ ହୋଇ ମଧ୍ୟ ଭାବଭକ୍ତିର ସହ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଛି। ମୂଷିକ ରାଜା ହେଉଛନ୍ତି ଭଗବାନ ଗଣେଶଙ୍କ ବାହାନ।
Special Report
ଭଲ କର୍ମ ପାଇଁ ସେ ଶ୍ରୀ ଗଣେଶଙ୍କ ବାହାନ ହେବାର ସୌଭାଗ୍ୟ ପାଇଥିଲେ। ଏହାରି ମଧ୍ୟରେ ଏବେବି ମୂଷା ଦୁଇଟି ତାଙ୍କର ଭାବଭକ୍ତିକୁ ପ୍ରମାଣିତ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ମୂଷା କହୁଛି ଜୟ ଜଗନ୍ନାଥ।
ପବିତ୍ର ମାଣବସା ଗୁରୁବାର ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏହି ନିଆରା ଦୃଶ୍ୟ। ଜଣେ ମହିଳା ଭକ୍ତଙ୍କ ହାତରେ ଦେଖିବାକୁ ମିଳିଥିଲା ଦୁଇଟି ମୂଷା। ଗୋଟେ କଳା ମୂଷା ଏବଂ ଆଉ ଗୋଟେ ଧଳା ମୂଷା।
Special Report
ମୂଷା ଦୁଇଟିକୁ ବହୁତ ସ୍ନେହ ଆଦର ଦେଇ କାଖରେ କୋଳେଇ ଧରିଥିଲେ ମହିଳା। ତେବେ ଏମାନେ ମନୁଷ୍ୟ ନୁହଁନ୍ତି ତଥାପି ଏହି ମୂଷାଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା ଜୟ ଜଗନ୍ନାଥ।
ତେବେ ଜୟ ଜଗନ୍ନାଥ କହୁଥିବା ଦୁଇଟି ମୂଷା ହେଉଛନ୍ତି ଜଗନ୍ନାଥଙ୍କ ଭକ୍ତ। ଜଣେ ମହିଳା ତାଙ୍କୁ ମାଆ ତୁଲ୍ୟ ମମତା ଦେଇ ପାଳିଛନ୍ତି। ସେମାନେ ଏତେ ସ୍ନେହ ପାଇଛନ୍ତି ଯେ ମାଆ ଯାହା କହୁଛନ୍ତି ସେମାନେ ତାହା ଉଚ୍ଚାରଣ କରୁଛନ୍ତି।
Special Report
ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ମଧ୍ୟ ଅବିକଳ କରିବାକୁ ଚେଷ୍ଟା କରିଛନ୍ତି ଦୁଇ ମୂଷା। କେବଳ ସେତିକି ନୁହେଁ ସିଂହଦ୍ୱାର ନିକଟରେ ମାଆ ସହିତ ମୂଷା ଦୁଇଟି ମହାପ୍ରଭୁଙ୍କୁ ମୁଣ୍ଡିଆ ମଧ୍ୟ ମା।
Special Report
ଏଭଳି ଦୃଶ୍ୟ ଭକ୍ତଙ୍କ ମହଲରେ ବେଶ୍ କୌତୁହଳ ସୃଷ୍ଟି କରିଛି। ଛୋଟ ଜୀବଟିଏ ହୋଇମଧ୍ୟ ଜୟ ଜଗନ୍ନାଥ କହିବାକୁ ଚେଷ୍ଟା କରୁଛି। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗୁଛି।
ଏହି ଭାଇରଲ ଭିଡିଓକୁ ଦେଖି ସମସ୍ତେ ଆନନ୍ଦିତ ହେଉଛନ୍ତି। ଆଉ ଶ୍ରଦ୍ଧାରେ ଜୟ ଜଗନ୍ନାଥ ବୋଲି କହୁଛନ୍ତି। ଏହି ଦୁଇଟି ମୂଷା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାରରେ ଭକ୍ତି, ଭାବ ଓ ଶ୍ରଦ୍ଧାର ଏକ ନିଆରା ବାତାବରଣ ସୃଷ୍ଟି ହୋଇଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button