ରାଜ୍ୟ

ପରିକ୍ରମା ପୂର୍ବରୁ ହେଲା ବଡ ଅଘଟଣ ଦେଖନ୍ତୁ ଶ୍ରୀମନ୍ଦିର ରେ ଚାହୁଁ ଚାହୁଁ ହଠାତ୍ ହେଇଗଲା ଏମିତି ଘଟଣା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଭାଇରାଲ ହେବାରେ ଲାଗିଥାଏ, ଯାହାକୁ ଲୋକମାନେ ପସନ୍ଦ କରନ୍ତି।
Special Report
କିନ୍ତୁ ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ଥର ଏଠାରେ ଏପରି ଭିଡିଓ ଦେଖିବାକୁ ପାଇଥାଉ ଯାହା କେବଳ ଆମକୁ ମନୋରଞ୍ଜନ କରିଥାଏ। ବେଳେବେଳେ କିଛି ଏଭଳି ଭିଡିଓ ମଧ୍ୟ ବାହାରକୁ ଆସେ ଯାହା ଆମକୁ ବିଭିନ୍ନ ସୂଚନା ଦେଇଥାଏ।
ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special Report
ତେବେ ବନ୍ଧୁଗଣ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ହୋଇଥାନ୍ତା। ଆଉ ଆଜି ଶ୍ରୀମନ୍ଦିରରେ ଘଟିଲା ଅଘଟଣ। ଭୋଗ ମଣ୍ଡପରେ ଚାଲିଥିଲା ମହାପ୍ରଭୁଙ୍କ ନିତିକ୍ରାନ୍ତି। ଏହାପରେ ଭୋଗ ମଣ୍ଡପରୁ ଡାଲି ନେଇ ଯାଉଥିବା ବେଳେ ଫାଟିଲା ଡାଲି କୋଢୁଆ।
ଯାହାଫଳରେ ଗରମ ଡାଲି ନେଇ ଯାଉଥିବ ବୋଝିଆଙ୍କ ଦୁଇଟି ଗୋଡରେ ଗରମ ଡାଲି ସବୁ ପଡିଯାଇଛି। ଆଉ ବୋଝିଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। କଷ୍ଟ ଆଉ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଡାକ୍ତରଖାନାରେ ବୋଝିଆ ଜଣକ।
Special Report
ମିଳିଥିବା ସୂଚନା ଅନୁଯାୟୀ ଜଣାପଡ଼ିଛି, ପୁରୀ ଜିଲ୍ଲାର ମେଘନାଦ ପ୍ରଧାନ ପୁରୀ ଜଗନ୍ନାଥ ମନ୍ଦିରରେ ବୋଝିଆ ଭାବେ କାମ କରନ୍ତି। ସବୁଦିନ ଭଳି ଭୋଗ ମଣ୍ଡପରେ ବୋଝିଆ ଭଳି କାମ କରୁଥିଲେ ମେଘନାଦ।
Special Report
ହେଲେ ସେ ଜାଣିନଥିଲି ଯେ ତାଙ୍କ ସହ ଏଭଳି କିଛି ଅଘଟଣ ଘଟିଯିବ ବୋଲି। ଭୋଗ ମଣ୍ଡପରୁ ଗରମ ଡାଲି ନେଇଯାଉଥିବା ବେଳେ ହଠାତ୍ ଡାଲି କୋଢୁଆଟି ଫାଟି ଯାଇଥିଲା। ଆଉ ମେଘନାଦ ଙ୍କ ଦୁଇଟି ଗୋଡରେ ସେହି ଗରମ ଡାଲି ପଡ଼ିଯାଇଛି।
ତେବେ ଗରମ ଡାଲି ପଡ଼ିଯାଇ ମେଘନାଦଙ୍କ ଦୁଇଟି ଗୋଡ଼ ଫୋଟକା ହେଇଯାଇଥିଲା। ବୋଝିଆ ଙ୍କ ସେନାପତି ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button