ଜ୍ୟୋତିଷ

ମକର ସଂକ୍ରାନ୍ତି ଗାଈକୁ ଖୁଆଇ ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ ଏହା ପରେ ଦେଖନ୍ତୁ କେମିତି ମାଡ଼ି ଆସିବ ଧନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମକର ସଂକ୍ରାନ୍ତି ବିଶେଷ ଭାବରେ ସୂର୍ଯ୍ୟ ଉପାସନର ଏକ ପର୍ବ। କାରଣ ଏହି ଦିନ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରନ୍ତି। ଆହୁରି ମଧ୍ୟ, ଏହି ଦିନଠାରୁ ସୂର୍ଯ୍ୟ ଉତ୍ତର ଦିଗକୁ ଗତି କରନ୍ତି। ସେଥିପାଇଁ ଏହାକୁ ସୂର୍ଯ୍ୟ ଉତ୍ତରାୟଣ କୁହାଯାଏ।
Special Report
ପୌରାଣିକ ବିଶ୍ୱାସ ହେଉଛି ଯେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ନିଜ ପୁଅ ଶନୀଙ୍କ ଘରକୁ ତାଙ୍କୁ ଭେଟିବାକୁ ଯାଇଥିଲେ। ମକର ସଂକ୍ରାନ୍ତି ଦିନ ସକାଳେ ପବିତ୍ର ନଦୀରେ ଗାଧୋଇବା, ଗୁଡ଼, ରାବେଡ଼ି ଇତ୍ୟାଦି ଖାଇବା, ଦାନ ଓ ଉପାସନା କରିବା ଗୁରୁତ୍ୱପୂର୍ଣ୍ଣ।
କିନ୍ତୁ ଏହି ସମୟରେ କିଛି କାମ କରିବାକୁ ମନା କରାଯାଇଥାଏ। ଏହା କଲେ ସୂର୍ଯ୍ୟ ଭଗବାନଙ୍କୁ କ୍ରୋଧିତ ହୋଇଥାନ୍ତି। ମକର ସଂକ୍ରାନ୍ତି ଦିନ ଦାନର ବିଶେଷ ମହତ୍ତ୍ୱ ରହିଛି।
Special Report
ତେଣୁ, ଯଦି କେହି ଆପଣଙ୍କ ଘରକୁ ଆସି ମକର ସଂକ୍ରାନ୍ତିରେ କିଛି ମାଗନ୍ତି, ତେବେ ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଖାସ ଜିନିଷ ବିଷୟରେ ଯାହାକୁ ଆପଣ ୧୫ ଜାନୁୟାରୀ ମକର ସଂକ୍ରାନ୍ତି ଦିନ ଗାଈକୁ ଖୁଆଇବାର ଅଛି।
ବନ୍ଧୁଗଣ ହିନ୍ଦୁ ଧର୍ମରେ ମାନ୍ୟତା ଅଛି ଗାଈର ସେବା ଭକ୍ତିର ସହାୟକରେ କଲେ ଘରେ ଲକ୍ଷ୍ମୀ ବାସ କରିଥାନ୍ତି। ଗାଈକୁ ସନାତନ ଧର୍ମରେ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମନା ଯାଇଥାଏ।
Special Report
କୁହାଯାଏ ଯେ ଗାଈର ସେବା କରିବା ଦ୍ବାରା ଘର ପରିବାର ସୁଖ ଏବଂ ସମ୍ପନ୍ନ ରହିଥାଏ। ହିନ୍ଦୁ ଧର୍ମରେ ଗାଈକୁ ରୁଟି ଖାଇବାକୁ ଦେବା ଦ୍ବାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ। କିନ୍ତୁ ଆସନ୍ତୁ ଜାଣିବା କେଉଁ ଜିନିଷ ଗାଈକୁ ଖାଇବାକୁ ଦିଆଯାଏନାହିଁ। ତିନୋଟି ଜିନିଷ ଗାଈକୁ ଖାଇବାକୁ ଦେବା ଅନୁଚିତ।
Special Report
ଆପଣ ପ୍ରତିଦିନ ସକାଳେ ଯେଉଁ ରୁଟି ବନେଇଥାନ୍ତି ତାହା ଯଦି ଆପଣ ଗାଈକୁ ଖାଇବାକୁ ଦେବେ ତ ଆପଣଙ୍କୁ ସବୁ ଦେବୀ ଦେବତାଙ୍କ ଆଶିର୍ବାଦ ମିଳିଥାଏ। ଗାଈଙ୍କୁ ମଧ୍ୟ ଗୁରୁଙ୍କ ସହିତ ଯୋଡ଼ା ଯାଇଛି।
ସେଥିପାଇଁ ଗୁରୁବାର ଦିନ ଗାଈକୁ ରୁଟି ଉପରେ ଏକ ଚୁଟକି ହଳଦୀ ପକାଇ ଖାଇବା ଦ୍ବାରା ସୁଖ ସମ୍ପତ୍ତି ଧନ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ବ୍ୟକ୍ତି କିଛି କଥା ନେଇ ଚିନ୍ତାରେ ଥାନ୍ତି ସେହି ବ୍ୟକ୍ତି ରୁଟିରେ ଗୁଡ ଲଗାଇ ଗାଈକୁ ଖାଇବାକୁ ଦେବା ଦ୍ବାରା ସକାରାତ୍ମକ ଉର୍ଜା ବଢ଼ିଥାଏ ଏବଂ ସ୍ବାସ୍ଥ୍ୟ ଭଲ ରହିଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button