ଜ୍ୟୋତିଷ

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ପାରା ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନରେ ଭଗବାନ କଣ ଦେବାକୁ ଚାହୁଁଛନ୍ତି ବିଶେଷ ସନ୍ଦେଶ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିର ଦୁନିଆରେ ସମସ୍ତେ ଆଗକୁ ବଢ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସହ ଲଢି ଦୀନ ବିତାଇ ଚାଲିଛନ୍ତି। ହେଲେ ବର୍ତ୍ତମାନ ରେ ରହି ସମସ୍ତେ ଜାଣିବାକୁ ଚାହାନ୍ତି କଣ ରହିଛି ତାଙ୍କ ଭବିଷ୍ୟ ଲେଖା।
କଣ ରହିଛି ନିଜ ଭବିଷ୍ୟ କାଳରେ। ଆପଣ ମଧ୍ୟ ନିଶ୍ଚୟ ନିଜ ଭବିଷ୍ୟତ ବିଷୟ ରେ ଜଣାଇବା ପାଇଁ ଅନେକ ଉତ୍କୁଣ୍ଠ ଥିବେ। ଆସନ୍ତୁ ଜାଣିବା କଣ ରହିଛି ଆପଣଙ୍କର ଭବିଷ୍ୟ। ତେବେ ବନ୍ଧୁଗଣ ୩ଟି ପାରା ମଧ୍ୟରୁ ବାଛନ୍ତୁ ଯେ କୌଣସି ଗୋଟିଏ। ଏହା ଦ୍ଵାରା ଆପଣ ନିଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ପାଇବେ
Special Report
୧:- ଆପଣ ଯଦି ପ୍ରଥମ ପାରା ଟିକୁ ବାଛିଛନ୍ତି, ତେବେ ଆପଣ ଏହା ଜାଣି ନିଅନ୍ତୁ କି ପ୍ରକୃତି ଆପଣଙ୍କୁ ନିଜ ଡାକୁ ଟାଣି ନେଉଛି। ଆପଣ ସୂର୍ଯ୍ୟ ଉଦୟ ଦେଖିବା କିମ୍ବା ଆପଣ ସୂର୍ଯ୍ୟା ଅସ୍ତ ଦେଖିବା ଭଳି କମ କରି ପାରିବେ।
ଆପଣ ବଗିଚାରେ ବସିବା କିମ୍ବା କିଛି ପ୍ରାକୃତକ କାମ କରିବା ଭଳି କାମରେ ଶାନ୍ତି ପାଇବେ ଆପଣ ସେୟା କରନ୍ତୁ ଯାହା ଆପଣଙ୍କ ଇଚ୍ଛା ଅଟେ। ଆପଣ ଯଦି ଖେଳିବା ପାଇଁ ଚାହୁଁ ଛନ୍ତି ବଗିଚା ରେ ଏହା କରିବା ଦ୍ଵାରା ଆପଣଙ୍କ ମନ ଓ ମସ୍ତିସ୍କ ଉଭୟ ସାନ୍ତ ରହିବ।
Special Report
୨- ଆଉ ଆପଣ ଯଦି ଦ୍ଵିତୀୟ ପରାର ସଂଖ୍ୟାକୁ ବାଛିଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ। ଦୂରଗାମୀ ଯୋଜନା ପାଇଁ ଏହି ସମୟ ଭଲ ଅଟେ।
ଆପଣ ନିଜ କଥା କେବଳ ଭାବିବା କଥା ନୁହେଁ ଆପଣ ନିଜ ପରିବାର ପାଇଁ ଖୁଶି ଓ ସୁବିଧାର ମଧ୍ୟ ଧ୍ୟାନ ରଖିବା ନିହାତି ଭାବେ ଦରକାର ଅଟେ। ଏହା ଆଗକୁ ଯାଇକି ମଧ୍ୟ ଆପଣ ମାନେ ରଖିବା ଭଲ ହୋଇଥାଏ।
Special Report
୩- ଏବଂ ଆପଣ ଯଦି ତୃତୀୟ ପାରା ବାଛିଛନ୍ତି। ତେବେ ଆପଣ ନିଜ ଭୁଲରୁ ବହୁତ କିଛି ଶିଖିବେ। ଏହାର ମାନେ ନାଇ କି ଆପଣ ସବୁ ଜିନିଷ ନିଜ ଦ୍ଵାରା ଶିଖିବେ ଏହା ମଧ୍ୟ ଭଲ ହୋଇଥାଏ କି ଆମେ ଅନ୍ୟ ମାନଙ୍କ ଭୁଲ ମଧ୍ୟ କିଛି ଶିଖିବା। କାରଣ ଏହା ଦ୍ଵାରା ଆମେ ଭଲ ପରିଣାମ ପାଇ ଥାଉ।
ଆପଣଙ୍କ ଜୀବନରେ ଖୁବ ଜଲ୍ଦି କେହି ସୁନ୍ଦର ବ୍ଯକ୍ତିର ଆଗମନ ହେବା ପାଇଁ ଯାଉଛି। ଯଦି ଆମେ ଦେଖିବା ପାଇଁ ଯିବା ତ ଆପଣ ବିବାହ ମଧ୍ୟ କରିବା ପାଇଁ ଯାଉଛନ୍ତି। ଆପଣ ମନକୁ ବୁଝାଇ ନିଅନ୍ତୁ ଦେଖିବେ ଯେଉଁ ରାସ୍ତା ଆପଣ ବାଛିବେ ତାହା ଆପଣଙ୍କୁ ଏକ ସୁନ୍ଦର ଜୀବନ ଦେବ ଆଉ ନିଜ ଉପରେ ଭରସା କରିବା ଶିଖନ୍ତୁ ଆପଣ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button