ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ସୂର୍ଯ୍ୟଙ୍କୁ କିପରି ଜଳ ଦେଲେ ଦୂର ହୋଇଯାଏ ଦରିଦ୍ରତା ଓ କିପରି ଜଳ ଦେଲେ ମାଡି ଆସେ ବିପଦ
ନମସ୍କାର ବନ୍ଧୁଗଣ , ଆମ ଜୀବନରେ ଦୁଇ ଆଖିରେ ଏହି ସୁନ୍ଦର ଜଗତକୁ ଦେଖିଥାଉ । ଏହା କେବଳ ସମ୍ଭବ ହୋଇଥାଏ ସୂର୍ଯ୍ୟଙ୍କ ଦ୍ଵାରା , କାରଣ ତାଙ୍କରି ଆଲୁଅରେ ସମଗ୍ର ପୃଥିବି ଆଲୋକିତ ହୋଇଥାଏ । ପ୍ରାଚୀନ ବେଦରେ ସୂର୍ଯ୍ୟଙ୍କୁ ସମଗ୍ର ଜଗତର ଆତ୍ମା କୁହାଯାଇଛି । ସୂର୍ଯ୍ୟଙ୍କ ଦ୍ଵାରା ହିଁ ସୃଷ୍ଟି ରେ ଜୀବନ ହୋଇଥାଏ । ଯଦି ସୂର୍ଯ୍ୟଙ୍କ ଆଗମନ ହୋଇଥାଏ ତେବେ ହି ସମଗ୍ର ଜଗତର ମଙ୍ଗଳ ହୋଇଥାଏ ।
ସୂର୍ଯ୍ୟ ହେଉଛନ୍ତି ଭଗବାନଙ୍କ ନେତ୍ର ତେଣୁ କରି ଭଗବାନ ସୂର୍ଯ୍ୟଙ୍କ ମାଧ୍ୟମରେ କିରଣ ଦ୍ଵାରା ଏହି ପୃଥିବୀ ପୁଷ୍ଟକୁ ଆସନ୍ତି । ତେଣୁ ସମସ୍ତ ଲୋକମାନଙ୍କୁ ପ୍ରଭାତରେ ସୂର୍ଯ୍ୟଙ୍କୁ ଜଳ ଦେଇ ନିଜର ଧନ୍ୟବାଦ ଜଣାଇବା ଦରକାର । ଯଦି ସବୁ ଦିନ ସୂର୍ଯ୍ୟଙ୍କୁ ଜଳ ଦେବା ସମ୍ଭବ ହୋଇନଥାଏ , ତେବେ ରବିବାର ଦିନ ସୂର୍ଯ୍ୟକୁ ଜଳ ନିଶ୍ଚୟ ଦେବା ଦରକାର । କାରଣ ଏହା ଦ୍ଵାରା ମଣିଷକୁ ସୂର୍ଯ୍ୟଙ୍କ କୃପା ମିଳିଥାଏ ।
ସୂର୍ଯ୍ୟ ହି ସମଗ୍ର ପ୍ରାଣୀର ଆଦର ଅଟନ୍ତି । ତାଙ୍କ ବିନା ଜୀବନ ଅତିବାହିତ କରିବା ଅସମ୍ଭବ ଅଟେ । ସବୁ ଦିନ ସୂର୍ଯ୍ୟ ଦେବଙ୍କ ପୂଜା ଉପାସନା କରିବା ଦ୍ଵାରା ମଣିଷ ଜୀବନର ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣଙ୍କ ଠାରୁ ଭଗବାନ ଶ୍ରୀ ରାମ ଯାଏ ସମସ୍ତେ ମଧ୍ୟ ସୂର୍ଯ୍ୟ ଦେବଙ୍କୁ ଜଳ ସହ ଅଜ୍ଞ ଦେଉଥିଲେ । ଯଦି ମଣିଷ ଜୀବନରେ ଖୁସିରେ ନ ଥାଏ କ୍ରୋଧ , ବାଧା , ନିରାଶା ଓ ନିଜର କାମ ପ୍ରତି ନିୟନ୍ତ୍ରଣ ନ ରହିବା ଏବଂ ଆପଣଙ୍କ ମନ ନାକାରାତ୍ମକଶକ୍ତି ଦ୍ଵାରା ପୀଡିତ ହୁଏ ତେବେ ସୂର୍ଯ୍ୟ ଦେବଙ୍କ ଆରାଧାନା କରନ୍ତୁ ।
ଦେଖିବେ ଆପଣଙ୍କ ସମସ୍ତ ସଙ୍କଟ ଦୂର ହୋଇଥାଏ । ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ଦ୍ଵାରା ଆତ୍ମା ର ଶୁଚିକରଣ ଓ ମନବଳ ବୃଦ୍ଧି ହୋଇଥାଏ । ମାତ୍ର ଅନେକ ଲୋକ ସୂର୍ଯ୍ୟଙ୍କୁ ଅଜ୍ଞ ଦେବା ସମୟରେ ବହୁତ ଭୁଲ କରିଥାନ୍ତି , ଯାହା ଦ୍ଵାରା ସୂର୍ଯ୍ୟ ଦେବ କ୍ରୋଧିତ ହୋଇଥାନ୍ତି । ଭୁଲ ନିୟମ ଅନୁସାରେ ସୂର୍ଯ୍ୟଙ୍କୁ ଜଳ ଦେବା ତାଙ୍କୁ ଅପମାନିତ ହୋଇଥାଏ । ଏହାର ଦ୍ଵାରା ମଣିଷକୁ ଅନେକ ଗୁଏ ଅସୁବିଧାର ସାମନା କରିବାକୁ ପଡିଥାଏ ।
ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ସମୟରେ ନିୟମ ପାଳନ କରିବା ସହ ସୂର୍ଯ୍ୟଙ୍କର ମନ୍ତ୍ର ଜପ କରିବା ଦରକାର । ଶାସ୍ତ୍ରରେ କୁହାଯାଇଛି ଯେବେ ସୂର୍ଯ୍ୟ ଦେବ କ୍ରୋଧିତ ହୋଇଥାନ୍ତି , ତେବେ ମଣିଷର ବୃଦ୍ଧିର ସର୍ବନାଶ କରିଥାନ୍ତି । ସେମାନକୁ ବହୁତ ଅସୁବିଧା ଆସିଥାଏ , ସେମାନଙ୍କର ଆଖି ଦେଖାଇଯାଇଥାଏ । ଖାଦ୍ୟ ର ଅଭାବ ଦେଖାଯାଇଥାଏ । ଫଳ ସ୍ୱରୂପ ମଣିଷ ଜ୍ଞାନ କମିଯାଇଥାଏ ସେ ଯେତେ ପଡିଲେ ମଧ୍ୟ ମନେ ରଖିନଥାଏ ।
ହଠାତ ଘରେ ପିତା ଓ ପୁତ୍ର ଙ୍କ ଭିତରେ ଝଗଡା ଆସିଥାଏ । ତେଣୁ କରି ଏସବୁ ସମସ୍ୟା ର ସମାଧାନ ହୋଇଥାଏ , ସବୁ ଦିନ ସୂର୍ଯ୍ୟ ଦେବନ କୁ ଜଳ ଅର୍ପଣ କରିବା । ଭଗବାନ ଶ୍ରୀ କୃଷ୍ଣ ସୂର୍ଯ୍ୟ ଦେବଙ୍କୁ ଜଳ ଦେବାର ମନ୍ତ୍ର କହିଛନ୍ତି ,ଯାହାର ଉଚାରଣ କରିବା ନିହାତି ଜରୁରୀ ଅଟେ । ଓଁ ସୂର୍ଯ୍ୟାୟ ନମଃ ମନ୍ତକୁ କହିକି ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ଵାରା ଆପଣଙ୍କ ସମସ୍ତ ଦରିଦ୍ରତା ଦୂର ହୋଇଥାଏ ।
ଆପଣଙ୍କ କୁଣ୍ଡଳିରେ ଯଦି ସୂର୍ଯ୍ୟଙ୍କ ଦୋଷ ରହିଥାଏ , ତେବେ ଶାସ୍ତ୍ର ଅନୁସାରେ ରବିବାର ହେଉଛି ସୂର୍ଯ୍ୟଙ୍କ ଦିନ । ତେଣୁ କରି ଏହି ଦିନ ଜଳ ଦେବା ଦ୍ଵାରା ସମସ୍ତ ଦୋଷ ଦୂର ହୋଇଥାଏ । ଏହି ପୋଷ୍ଟ ଭଲ ଲାଗିଲେ ଏହାକୁ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆପଣଙ୍କ ମତକୁ କମେଣ୍ଟ କରନ୍ତୁ ।