ମନୋରଞ୍ଜନ

ସ୍ତ୍ରୀ ସ୍ଵାମୀଙ୍କ ସହ କଲେ ଏମିତି କାମ ସ୍ଵାମୀ ସିଧା ହୋଇଗଲେ ପାଗଳ ଦେଖନ୍ତୁ କହିଲେ କରୁଣ କାହାଣୀ

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ପୁରୁଷ ମାନେ କିଭଳି ନିର୍ଯାତନା ର ଶିକାର ହେଉଛନ୍ତି ତାହା ଆପଣ ମାନେ ଭଲ ଭାବେ ଜାଣି ଥିବେ।ଏଭଳି ଏକ ଘଟଣା ବିଷୟ ରେ ଆମେ ଆପଣ ମାନଙ୍କୁ ଆଜି କହିବାକୁ ଯାଉଛୁ।ସ୍ତ୍ରୀ ର ନିର୍ଯ୍ୟାତନା ର ଶିକାର ହୋଇଛନ୍ତି ସ୍ଵାମୀ।
Special report
ନିଜ ଘର ଦ୍ବାର ଛାଡି ଦୀର୍ଘ ତିନି ବର୍ଷ ଧରି ଗାଁ ଗାଁ ଘୁରି ବୁଲୁଛନ୍ତି ସ୍ଵାମୀ।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଚି।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର୍ ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଓରିଲୋ ଗାଁ ରେ।
ଯାହା ହାତ ଧରି ବିବାହ କରି ଘର କୁ ନେଇ ଆସି ଥିଲେ।ଶେଷ ରେ ସେ ହିଁ ତାଙ୍କୁ ଘରୁ ବାହାର କରି ଦେଇଚି।ସୂଚନା ଅନୁସାରେ ସେହି ଅଞ୍ଚଳ ର ମନୁଆ ନାମକ ଜଣେ ବ୍ୟକ୍ତି ୨୦ ବର୍ଷ ତଳେ ସୁନିଆ ଙ୍କୁ ବିବାହ କରିଥିଲେ।
Special report
ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଛି।ତିନି ବର୍ଷ ତଳେ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଖୁବ୍ ଜୋର୍ ରେ ଝଗଡ଼ା ଲାଗି ଥିଲା।ପଡୋଶୀ ମାନେ ସ୍ତ୍ରୀ ର କଥା ରେ ପଡ଼ି ମନୁଆ ଙ୍କୁ ଖୁବ୍ ପିଟି ଥିଲେ।ଏହି ସମୟ ରେ କେହି ତାଙ୍କୁ ଅଟକାଇ ନ ଥିଲେ।ସେହି ଦିନ ଠାରୁ ସେ ଘର ଛାଡ଼ି ଚାଲି ଆସି ଥିଲେ।
ଅନେକ ଗାଁ ବୁଲି ବୁଲି ଭିକ ମାଗି ରହି ଯାଉ ଥିଲେ।ଯାହା କିଛି ମିଳୁ ଥିଲା ତାହାକୁ ଖାଇ ରହି ଯାଇଥିଲେ।କଟକ ଫୁଟ ପାଥ ରାସ୍ତା ରେ ସବୁଦିନ ସେ ଶୋଇ ଯାଉ ଥିଲେ।ଏପରି ସେ ତିନି ବର୍ଷ ହେଲାଣି କରୁଥିଲେ।ଏହା ପରେ ସେ ଗୋଟିଏ ଗାଁ ରେ ଆସି ରହିଥିଲେ।
Special report
ତାଙ୍କ କଥା ସେ ସମସ୍ତଙ୍କୁ ଜଣାଇ ଥିଲେ।ସେହି ଗାଁ ର ଲୋକ ମାନେ ତାଙ୍କୁ ସାହାର୍ଯ୍ୟ କରିଛନ୍ତି।ପଞ୍ଚାୟତ ଅଫିସ୍ ରେ ଗୋଟିଏ ଘର ରହିଛି।ସେଠାରେ ତାଙ୍କୁ ଶୋଇବା ପାଇଁ କୁହା ଯାଇ ଥିଲା।ହେଲେ ଏଥିରେ ସେ ରାଜି ହୋଇ ନ ଥିଲେ। ଶୀତ କାକର ତଳେ ସେ ଗଛ ତଳେ ଶୋଇ ଯାଉଛନ୍ତି।
ଯେ କେହି ବି ତାଙ୍କୁ ଦେଖୁଚି ଆଖିରୁ ଲୁହ ଆସି ଯାଉଛି।ଯେଉଁ ସ୍ତ୍ରୀ କୁ ବିବାହ କରି ସାତ ଜନ୍ମ ପାଇଁ ସାଥିରେ ରହିବେ ବୋଲି କହିଥିଲେ। ଶେଷ ରେ ସେହି ସ୍ତ୍ରୀ ତାଙ୍କ ସହିତ ଏପରି କିଛି କରିଛି।ନିଜ ପୁଅ ଝିଅ ଙ୍କ ସହିତ ଦେଖା କରିବାକୁ ଦେଇ ନ ଥିଲେ।
ସ୍ତ୍ରୀ ଙ୍କ କଥା ରେ ପଡ଼ି ଗାଁ ର ଲୋକ ମାନେ ମଧ୍ୟ ତାଙ୍କୁ ମାରି ଥିଲେ।ଏବେ ସେ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି।ଯେ କେହି ଏହି ଘଟଣା ବିଷୟ ରେ ଶୁଣୁ ଛନ୍ତି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button