ଜ୍ୟୋତିଷ

ଆଗାମୀ ମାସରେ ତୁଳା ରାଶି ମାନଙ୍କୁ ମିଳିବ ଏହିପରି ଅନେକ ସଫଳତା ଏବେଠାରୁ ଜାଣି ରଖନ୍ତୁ ସମ୍ପୂର୍ଣ ସତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାର୍ଚ୍ଚ ମାସ ତୁଳା ରାଶି ପାଇଁ କେମିତି ରହିବ କେଉଁ ସବୁ ଜିନିଷ ଠାରୁ ଏହି ରାଶି ବଞ୍ଚିବାର ଅଛି, ଏହି ରାଶିର ପ୍ରେମ ଜୀବନ କେମିତି ରହିବ, କ୍ଯାରିୟର କେମିତି ରହିବ, ବିଜନେସ ଓ
Special report
ବ୍ୟାପାର କେମିତି ରହିବ ଓ ସ୍ୱାସ୍ଥ୍ୟ କେମିତି ରହିବ ସେହି ବିଷୟରେ ଜାଣିବା। ତେବେ ଏହି ସମୟରେ ଆପଣ ନିଜର ଲକ୍ଷକୁ ହାସଲ କରିବା ପାଇଁ ଅତ୍ୟଧିକ ପ୍ରୟାସ ଓ ପରିଶ୍ରମ କରନ୍ତୁ। ସଫଳତା ଆପଣଙ୍କ ସୁନିଶ୍ଚିତ ମିଳିବ।
ଏହି ସମୟରେ ପ୍ରକୃତି ଆପଣଙ୍କୁ ଶୁଭ ସଙ୍କେତ ଦେଉଛି। ଆପଣଙ୍କୁ କେବେଳ ସଠିକ ସମୟରେ ସଠିକ ନିଷ୍ପତି ନେବାର ଅଛି। ମହତ୍ଵପୂର୍ଣ କାର୍ଯ୍ୟ ହୋଇଯିବା ଦ୍ଵାରା ଆପଣଙ୍କୁ ଶାନ୍ତି ମିଳିବ। ବିଦ୍ୟାର୍ଥୀ ନିଜ ଶିକ୍ଷା ଉପରେ ଧ୍ୟାନ ଦିଅନ୍ତୁ।
Special Report
ବ୍ୟବସାୟରେ ସଠିକ ବ୍ୟବସ୍ଥା ରଖିବା ପାଇଁ କାର୍ଯ୍ୟ କ୍ଷେତ୍ରରେ କିଛି ସୁଧାର କରନ୍ତୁ। ଆପଣଙ୍କୁ ବଡ ବଡ ପ୍ରୋଜେକ୍ଟ ବି ମିଳିପାରେ। କିନ୍ତୁ ଚାକିରି କରୁଥିବା ଲୋକମାନେ ଅଫିସରେ ଚାଲୁଥିବା ରାଜନୈତିକ ଖେଳ ଯୋଗୁ ଅଳ୍ପ ଚିନ୍ତିତ ରହିବେ।
ପରିବାର ସହିତ ସମୟ ବିତନ୍ତୁ ଏହା ଦ୍ଵାରା ଆପଣଙ୍କୁ ଶାନ୍ତି ମିଳିବ। ପ୍ରେମ ସମ୍ବନ୍ଧରେ ମଧୁରତା ରହିବ। ଯୋଗ ଓ ବ୍ୟାୟମ ବି କରନ୍ତୁ। ହାତରେ ନେଇଥିବା କାର୍ଯ୍ୟ ଯେଉଁ ସମୟ ପର୍ଯ୍ୟନ୍ତ ଶେଷ ନ ହୋଇଛି
Special report
ସେହି ସମୟ ପର୍ଯ୍ୟନ୍ତ ଅନ୍ୟ କାମ ଗୁଡିକ ବିଷୟରେ ଚିନ୍ତା କରନ୍ତୁ ନାହିଁ। ସମୟ ବର୍ତ୍ତମାନ ଆପଣଙ୍କର ପରୀକ୍ଷା ନେଉଛି। ପାର୍ଟନର ମଧ୍ୟରେ ଅଳ୍ପ ତିକ୍ତତା ଆସିବ। ଟେନସନ ଠାରୁ ଦୂରେଇ ରୁହନ୍ତୁ। ଏହି ସମୟରେ ଆପଣଙ୍କ ସାମ୍ନାକୁ ଛୋଟ ଛୋଟ ସମସ୍ଯା ଆସିପାରେ।
କିନ୍ତୁ ଆପଣ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ନଚେତ ଆପଣ ନିଜର ମାନସିକ ଶାନ୍ତିକୁ ନଷ୍ଟ କରିଦେବେ। ନିଜର ସମସ୍ଯାକୁ ଅନ୍ୟ କାହା ସହ ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କୁ ଏହା ଦ୍ଵାରା ଭଲ ଅନୁଭବ ହେବ।
ଆପଣଙ୍କ ବ୍ୟକ୍ତିତ୍ବ ବହୁତ ଆକର୍ଷକ ଅଟେ। ଏଥିପାଇଁ ଆପଣ ନିୟମିତ ରୂପରେ ବ୍ୟାୟମ କରନ୍ତୁ। ଏହି ମାସରେ ଆପଣଙ୍କୁ ଏକ ବଡ ଅବସର ମଧ୍ୟ ମିଳିପାରେ। କିଛି କାମ ଆପଣଙ୍କୁ କେବଳ ଲୋକପ୍ରିୟ କରିବ ନାହିଁ ଭବିଷ୍ୟତରେ ଆପଣଙ୍କୁ ସାହାର୍ଯ୍ୟ ମଧ୍ୟ କରିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button