ମନୋରଞ୍ଜନ

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ପାତ୍ର ଆଉ ଜାଣନ୍ତୁ ଆଗାମୀ ଦିନରେ ଆପଣଙ୍କ ସହ କଣ ହେବାକୁ ଯାଉଛି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ବନ୍ଧୁଗଣ ଆପଣ ମାନେ ଭିଡିଓଟିରେ ତିନିରଙ୍ଗ ପତ୍ର ଦେଖିବାକୁ ପାଉଥିବେ ସେହି ମଧ୍ୟରୁ ଆପଣ ଏକ ରଙ୍ଗ ବାଛନ୍ତୁ। ଏବଂ ଆପଣ ନିଜ ମନ ପସନ୍ଦର ରଙ୍ଗ ବାଛନ୍ତୁ ତେବେ ଯାଇକି ଆପଣଙ୍କୁ ଭଲ ପରିଣାମ ପାଇବେ।
୧- ପ୍ରଥମ ପତ୍ର- ଆପଣଙ୍କ ପାଇଁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି। ଇଚ୍ଛା ଅନୁଯାୟୀ ଶୁଭ ଫଳ ପ୍ରାପ୍ତ ହେବ। ଆପଣ କୌଣସି ଖରାପ କାମ କରିଲେ ଖରାପ ପରିଣାମ ଜଲ୍ଦି ମିଳିଥାଏ। କିନ୍ତୁ ଭଲ କାମ କରିଲେ ପରିଣାମ ଡେରିରେ ମିଳିଥାଏ।
ଆଜି ଯାଏଁ ଆପଣ ଯାବତିୟ ଦୁଖ କଷ୍ଟ ଭୋଗ କରିସାରିଛନ୍ତି। ବର୍ତ୍ତମାନ ଯେଉଁ କେତୋଟି ଗ୍ରହ ଅଶୁଭ ଭାବରେ ସ୍ଥାନ କରିଛନ୍ତି ସେଥିପାଇଁ ଆପଣ ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ।
Special report
୨- ଦ୍ଵିତୀୟ ପତ୍ର:- କାହାରି ସହ ବିବାଦ କରନ୍ତୁ ନାହି। ଆଉ ଆପଣ ସାବଧାନ ରୁହନ୍ତୁ। ପାରିବାରିକ କ୍ଷେତ୍ର ପାଇଁ ଅଧିକ ଖର୍ଚ୍ଚ କରିସାରିଛନ୍ତି। ପରେ କାହାର ଭରଣ ନ କରିପାରି ଚିନ୍ତାରେ ରହି ଆଜି ବ୍ୟବସାୟ କରୁଛନ୍ତି।
ସେଥିରୁ ମଧ୍ୟ ଲାଭ ମିଳିଲା ନାହି। ଏବେ କିନ୍ତୁ ଚିନ୍ତା ଦୂର କରନ୍ତୁ। ଆଜି ଠାରୁ ଆପଣ ସୁନାମୀ ଅର୍ଜନ କରିବେ। ପଦ ପଦବୀରେ ଯଶ ଲାଭ କରିବେ। ଶୁଭର ପ୍ରବେଶ ହେଉଛି ଏବଂ ଅଶୁଭତ୍ଵ ଦୂରେଇ ଯାଉଛି। ଆପଣଙ୍କ ନିମନ୍ତେ ଆରାଧ୍ୟା ଦେବୀ ମା ପାର୍ବତୀ। ହଳଦିଆ ରଙ୍ଗର ଗାମୁଛା ସହ ଦକ୍ଷିଣ ଦାନ କରନ୍ତୁ।
Special report
୩- ତୃତୀୟ ପତ୍ର-: ପୂର୍ବରୁ ଆପଣଙ୍କ ଲାଗି ଯେଉଁ ପାପ ଦୋଷ ହେଉଥିଲା ଆପଣ ସେଥିରେ ମନ୍ଦ ଫଳ ଭୋଗ କରୁଥିଲେ। ଏଥର ଚିନ୍ତା ଦୂର ଶୁଭ ଫଳ ଆଗମନର ସମୟ ଆସିଯାଇଛି। ବର୍ତ୍ତମାନ ଆପଣଙ୍କ ଜାତକରେ ଦ୍ଵିତୀୟ ରାଜଯୋଗର ନିର୍ମାଣ ହେଉଛି।
ଦ୍ଵାଦଶ ଗୃହକୁ ଜଣେ ଜ୍ଞାନୀଙ୍କ ଦ୍ଵାରା ଚିହ୍ନିତ କରି ନିଅନ୍ତୁ। ଯେଉଁ ୪ଟି ଗ୍ରହ ଅଛନ୍ତି ଆପଣଙ୍କ ଦଶାରେ ବାଧା ଦେଉଛନ୍ତି ତାହା ଚିହ୍ନଟ ହେବା ପରେ ଆପଣ ସେହି ନିମନ୍ତେ ନିବାରଣର ବ୍ୟବସ୍ଥା କରନ୍ତୁ। ଗ୍ରହ ଶାନ୍ତି ହେଲେ ବିଶେଷ ଶୁଭ ଫଳ ପାଇପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button