ଜ୍ୟୋତିଷ

ବାଛନ୍ତୁ ଗୋଟିଏ ଓଁ ଆଉ ଜାଣନ୍ତୁ ଆଗାମୀ ସମୟରେ ଆପଣଙ୍କ କେଉଁ ମନବାଞ୍ଛା ହେବ ପୂର୍ଣ୍ଣ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Special report
ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ନିଜ ନିଜ ଜୀବନରେ କିଛି କିଛି ବିଶେଷ କାମନା ମାନ କରିଥାଏ। ଏହିପରି ସେ ତାର ଇଚ୍ଛାକୁ ପୂରଣ କରିବା ପାଇଁ ଈଶ୍ଵରଙ୍କୁ ଅନେକ ପ୍ରାର୍ଥନା ମଧ୍ୟ କରିଥାଏ। ଏହିପରି ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ଅପଡେଟ।
ଆପଣ ଗୋଟିଏ ଓମ୍ ବାଛନ୍ତୁ ଏବଂ ଆପଣ ଜାଣି ପାରିବେ ଭଗବାନ ଆପଣଙ୍କର କେଉଁ ଇଛାକୁ ଶୀଘ୍ରରୁ ଅତି ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି। ବାଛନ୍ତୁ ଯେ କୌଣସି ଦୁଇଟି ନମ୍ବର ବା ଦୁଇଟି ଶଙ୍ଖ। ତେବେ ଆସନ୍ତୁ ଜାଣିବା।
୧୧୧:- ଯଦି ଆପଣଙ୍କ ଏକ ନମ୍ୱର ଓମ୍ ବାଛିଛନ୍ତି ତେବେ ଆପଣ ବହୁତ ଭାବ ପ୍ରବଣ ବ୍ୟକ୍ତି ଅଟନ୍ତି। ଆପଣ ଅନ୍ୟର ମନର କଥା ବୁଝିଥାନ୍ତି। ଏବଂ ସବୁବେଳେ ଅନ୍ୟର ସାହାଯ୍ୟ ମଧ୍ୟ କରିଥାନ୍ତି। ଆପଣ ସବୁ କାର୍ଯ୍ୟରେ ନେତୃତ୍ୱ ନେବାକୁ ଚାହାନ୍ତି।
କାହା ଅଧୀନ ରେ ଆପଣ କାମ କରିବାକୁ ଚାହାନ୍ତି ନାହିଁ । ଆପଣ ନିଜଠୁ ବେଶି ଅନ୍ୟମାନଙ୍କ ଚିନ୍ତା କରିଥାନ୍ତି। ଆପଣ ନିଜ ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ କାହାକୁ କୁହନ୍ତି ନାହିଁ। ଆପଣ ବହୁତ ସରଳ ଏବଂ ନମ୍ର ସ୍ଵଭାବାର ଅଟନ୍ତି।
Special report
୯୯୯:- ଯଦି ଆପଣଙ୍କ ଦୁଇ ନମ୍ୱର ଓମ୍ ବାଛିଛନ୍ତି। ତେବେ ଆପଣ ବହୁତ ଆନନ୍ଦମୟ ବ୍ୟକ୍ତି ଅଟନ୍ତି। ଆପଣ ସବୁବେଳେ ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି। ଯେତେ ଦୁଃଖ ଆସିଲେ ମଧ୍ୟ ଆପଣ କେବେବି ଭାଙ୍ଗିପଡନ୍ତି ନାହିଁ।
ଆପଣ ବହୁତ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଆପଣ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି। ଆପଣ କେବେ ମଧ୍ୟ ଅନ୍ୟାୟର ସାଥ ଦିଅନ୍ତି ନାହିଁ। ସବୁବେଳେ ଉଚିତ କଥା କହିଥାନ୍ତି। ଆପଣ ନିଜର କର୍ତ୍ତବ୍ୟ ଖୁବ ଭଲ ଭାବରେ ତୁଲାଇ ଥାଆନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button