ଜ୍ୟୋତିଷ

କାହାର ମଧ୍ୟ କଥା ଚିନ୍ତା କରି ବାଛନ୍ତୁ ଗୋଟିଏ ସ୍ଵସ୍ତିକ ଚିହ୍ନ ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପ୍ରତି ଅଛି କେଉଁ ଚିନ୍ତାଧାରା

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ଆପଣଙ୍କ ଭବିଷ୍ୟତ ବିଷୟରେ।
ଆପଣ ମାନେ ଭିଡିଓଟିରେ ତିନୋଟି ସ୍ୱସ୍ତିକ ଚିହ୍ନ ଦେଖୁଛନ୍ତି ଗୋଟିଏ ହେଉଛି ବାଇଗଣୀ ରଙ୍ଗ, ହଳଦିଆ ରଙ୍ଗ ଏବଂ ଅନ୍ୟଟି ହେଉଛି ହନୁମାନ କଲର ଏହି ତିନୋଟି ରଙ୍ଗ ମଧ୍ୟରୁ ଆପଣ ବାଛନ୍ତୁ ଗୋଟିଏ ରଙ୍ଗ ବା ସଂଖ୍ୟା ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Hh
୧:- ପ୍ରଥମେ ଆସନ୍ତୁ ଜାଣିବା ବାଇଗଣୀ ରଙ୍ଗର ସ୍ୱସ୍ତିକ ଚିହ୍ନ ବିଷୟରେ ଯଦି ଆପଣ ଏହି ରଙ୍ଗର ସ୍ୱସ୍ତିକ ଚିହ୍ନଟିକୁ ବାଛିଛନ୍ତି ତେବେ, ଆପଣ ଗୋଟିଏ ସୈତାନ ମଣିଷର ହାବୁଡ଼ରେ ପଡ଼ି ଯାଇଛନ୍ତି ଯାହାକି ଆପଣ ବହୁତ ଚିନ୍ତାରେ ମଧ୍ୟ ଅଛନ୍ତି।
କିନ୍ତୁ ପରେ ସବୁ କିଛି ଠିକ ହୋଇଯିବ ଚିନ୍ତା କରନ୍ତୁ ନାହିଁ। ମିତ୍ର ଜନ ମାନେ କିଛି ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଶତ୍ରୁ ପ୍ରବଳ ହେଉଛନ୍ତି। ରାଜ କାର୍ଯ୍ୟରେ ନିଷ୍ପଳ ମିଳୁଛି ସମସ୍ତ କର୍ମରେ ଲାଭ କମ କ୍ଷତି ଅଧିକ ମିଳୁଛି।
Yy
୨:- ହଳଦିଆ ରଙ୍ଗ- ଆପଣ ଯଦି ଏହି ରଙ୍ଗର ସ୍ୱସ୍ତିକ ଚିହ୍ନଟିକୁ ବାଛିଛନ୍ତି ତେବେ, ଆପଣଙ୍କର ଖରାପ ସମୟ ବିଦାୟ ନେବା ପରେ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ତେଣୁ ଆପଣଙ୍କୁ ଆଉ ଚିନ୍ତାକୁଳ ପରିସ୍ଥିତିରେ ପାଦ ଦେବାକୁ ପଡ଼ିବ ନାହିଁ।
ଯେଉଁ କାର୍ଯ୍ୟ ନିମନ୍ତେ ଗୁଡ଼ାଏ ଦିନ କାର୍ଯ୍ୟରେ ବିତାଉ ଥିଲେ ସେହି କାର୍ଯ୍ୟର ସମାଧାନ କରିବା ପାଇଁ ଆପଣଙ୍କୁ ମାତ୍ର ଆଉ କମ ସମୟ ଲାଗିବ।
Hh
୩:- ହନୁମାନ ରଙ୍ଗ- ଆପଣ ଯଦି ତୃତୀୟ ସ୍ୱସ୍ତିକଟିକୁ ବାଛିଛନ୍ତି ତେବେ ଆପଣ ହେଇଛନ୍ତି ଜଣେ ନିରୀହ ଲୋକ ଅଟନ୍ତି। ଆପଣ ଏଭଳି ମରଣାତ୍ମକ ପରିସ୍ଥିତିରେ ପଡ଼ିଯିବ ବୋଲି, ଆପଣ ବର୍ତ୍ତମାନ ସୁଦ୍ଧା ସେ ବିପଦର ଭୟ ମଧ୍ୟ ଆପଣଙ୍କ ମନରେ ଦୂର ହୋଇ ନାହିଁ।
ଏହି ଦୁଇ ସପ୍ତାହ ପରେ ଆପଣଙ୍କ ସମସ୍ତ ବିପଦ ଖଣ୍ଡନ ହେବ ଘର ପରିବାରରେ ଖୁସିର ଲହରୀ ଖେଳିଯିବ। ଆପଣ ଜଣେ ଶାନ୍ତ ସରଳ ସ୍ୱଭାବର ବ୍ୟକ୍ତି ଅଟନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button