ସ୍ୱାସ୍ଥ୍ୟ

ଦାନ୍ତ ବିନ୍ଧା ହେଲେ ତୁରନ୍ତ କରି ଦିଅନ୍ତୁ ଏହି ଗୋଟିଏ କାମ ଆଉ ଦେଖନ୍ତୁ କେମିତି ୩୦ ମିନିଟ ଭିତରେ ଭଲ ହେଉଛି ଦାନ୍ତ ବିନ୍ଧା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ବର୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଦାନ୍ତ ଜନିତ ସମସ୍ୟା ଅଧିକ ଦେଖା ଜୀବର ଆପଣ ଦେଖୁଥିବେ ନିଶ୍ଚିତ, ପିଲା ଠାରୁ ବୃଦ୍ଧ ପ୍ରଯ୍ୟନ୍ତ ସମସ୍ତ ବ୍ୟକ୍ତି ବର୍ତମାନ ଏହି ସମସ୍ୟାରେ ଅଧିକ ସମ୍ମୁଖୀନ ହେଉଛନ୍ତି
ଯାହା ଦ୍ଵାରା ସେମାନେ ନିଜର ଦୈନନ୍ଦିନ ଜୀବନରେ ଅନେକ ଅସୁବିଧା ଭୋଗ କରୁଛନ୍ତି। ଏହି ବ୍ୟକ୍ତିମାନେ ଦାନ୍ତ ବିନ୍ଧା କିମ୍ବା ଯନ୍ତ୍ରଣାକୁ ନେଇ ସର୍ବଦା ଟେନସନରେ ରହିଥାନ୍ତି। ଘରେ ଘରେ ମଧ୍ୟ ଏହି ସମସ୍ୟା ଗୁଡିକ ଦେଖାଯାଉଛି।
ତେବେ ଏହିପାଇଁ ବହୁତ କଷ୍ଟ ସହିବାକୁ ପଡୁଥିବା ସହିତ ବେଳେ ବେଳେ ଦାନ୍ତ ହରେଇବାକୁ ପଡୁଛି। ତାହା ସହିତ ଦାନ୍ତ ରେ ପୋକ ଲାଗିଵା, ଦାନ୍ତ ମୂଳ ରେ ବିନ୍ଧା ହେବା,
Special Report
ରକ୍ତ ପଡିଵା ଓ ପାଇରିଆ ଭଳି ସମସ୍ୟା ପାଇଁ ବ୍ୟକ୍ତି ଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ। ଦାନ୍ତ ବିନ୍ଧାରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାଉ। ଅନେକ ଗୁଡାଏ ପଇସା ଖର୍ଚ୍ଚ କରିବା ସତ୍ବେ କୌଣସି ପ୍ରକାରର ଲାଭ ପାଇନଥାଉ।
ତେବେ ବନ୍ଧୁଗଣ ଏବେ ଲାଟେଷ୍ଟ ଟେକ୍ନୋଲୋଜି ଆସିଛି। ଯେଉଁଥିରେ କି ବିନା ଦାନ୍ତ ଉପାଡି ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ।
ବନ୍ଧୁଗଣ ବର୍ତ୍ତମାନ ଗଣମାଧ୍ୟମ ସାକ୍ଷାତକାରରେ ଡେଣ୍ଟିଷ୍ଟ ପ୍ରଜ୍ଞା ପଟ୍ଟନାୟକ ରହିଛନ୍ତି। ସେ କହିଛନ୍ତି ଯେ, ରୁଟକ୍ୟାନଲ ଟ୍ରିଟମେଣ୍ଟରେ ଯଦି ଦାନ୍ତର ନର୍ଫ ସଂକ୍ରମଣ ହୋଇଥାଏ ତାହାଲେ ଏହା ବେଶୀ କଷ୍ଟ ହୋଇଥାଏ।
ତାହା ସହିତ କାନ ଏବଂ ମୁଣ୍ଡ ମଧ୍ୟ ବିନ୍ଧା ହୋଇଥାଏ। ଏଥିପାଇଁ ସେମାନଙ୍କୁ ଧିରେ ବିନା କଷ୍ଟରେ ଇଞ୍ଜେସନ ଦିଆଯାଏ। ଏହାପରେ ଦାନ୍ତର ଟ୍ରିଟମେଣ୍ଟ କରାଯାଏ। ଯାହାଫଳରେ ଦାନ୍ତ ବିନ୍ଧା ଦୂର ହୋଇଥାଏ।
ଏବଂ ଲୋକମାନେ ଆରାମରେ ଖାଦ୍ୟ ଖାଇ ପାରିଥାଆନ୍ତି। ତେବେ ବନ୍ଧୁଗଣ ଏହି ଟ୍ରିଟମେଣ୍ଟ ଦ୍ଵାରା ୩୦ ମିନିଟରେ ଦାନ୍ତବିନ୍ଧା ଗାଏବ ହୋଇଯାଇଥାଏ ବୋଲି ଡେଣ୍ଟିଷ୍ଟ ପ୍ରଜ୍ଞା ପଟ୍ଟନାୟକ କହିଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button