ଜ୍ୟୋତିଷ

ମଇ ମାସରେ ଏହି ରାଶିକୁ ମିଳିବ ବିଡା ବିଡା ଟଙ୍କା, ଦେଖନ୍ତୁ ଆପଣଙ୍କ ରାଶି ଅଛି କି ?

ଆଖିରୁ ସବୁ ଲୁହ ପୋଛି ଦିଅ କାରଣ ଏବେ ବଜରଙ୍ଗବଲି ଏବେ ଆମର ଭାଗ୍ୟରେ ଖୁଶି ଦେବା ଅପାଇନ ଯାଉଛନ୍ତି । ତେବେ ମେ ମାସ ଆରମ୍ଭ ହେବା ପାଇଁ ଯାଉଛି ମାତ୍ର ଆଉ କିଛି ଦିନ ମଧ୍ୟରେ ଏହି ମାସ ଆରମ୍ଭ ହୋଇଯିବ । ମାତର ଭଗବାନ ହନୁମାନ ଜି ଙ୍କ କୃପା ଏବେ ଏହା ଆଗରୁ ଏହି କିଛି ରାଶି ଙ୍କ ଉପରେ ରହିବା ପାଇଁ ଯାଉଛି ଆପଣ ମାନେ ଯେଉଁ ଭଳି ଭାବେ ଜାଣି ଛନ୍ତି କି ଶନି ଭଗବାନ ନିଜ ସ୍ଥାନ ରୁ ଆଉ ଏକ ସ୍ଥାନକୁ ଗୋଚର କରିବେ ।

ଯାହା ଦ୍ଵାରା ଭଗବାନ ହନୁମାନ ଜି ଙ୍କ ଆଶୀର୍ବାଦ ପାଇବାର ଯୋଗ ହେଉଚି ଏହି କିଛି ରାଶିଙ୍କ ଉପରେ । ଯେଉଁ ମାନେ ସବୁ ବେଳେ ନିଜ ଅକଥାକୁ ନେଇକି ଚିନ୍ତାରେ ରହୁ ଥିଲେ ସେମାନେ ଏବେ କିଛି ନୂଆ କାମ କରିବା ପାଇଁ ଚେଷ୍ଟା ଭି କରିବେ ସଫଳ ଭି ହେବେ ।

ଏହି ରାଶରୀ ଲୋକନକ ପାଇଁ ଏହି ସମୟ ବିଶେଷ ଭାବେ ଶୁଭ ଅଟେ । ଏହି ରାଶିର ଲୋକନକ ଉପରେ ଭଲ ପରିଣାମ ହେବ । ଏବେ ସେହି ରାଶି ଙ୍କ କଥା କହିବା ଯାହା ର ସମୟ ଏତେ ଭଲ ଅଛି କ ସେମାନେ ମାଟି ଧରିଲେ ତାହା ସୁନା ହୋଇଯିବ । ଭାଗ୍ୟ ଉଦୟ ହେବା ସହ ଆପଣଙ୍କ ପରିଶ୍ରମ ମଧ୍ୟ କାମ ଦେଇ ଥାଏ ।

ନିଜ କାମରେ ଧ୍ୟାନ ଦେବା ଦ୍ଵାରା ଏହି ରାଶି ମାନେ ଆକାଶ ଛୁଇଁବା ଭଳି କାମ କରି ବେ । ନିଜ କାମ ଠାରୁ ଅଧିକା ପାରିଶ୍ରମିକ ମିଳିବାର ଯୋଗ ମଧ୍ୟ ଦେଖା ଯାଉଛି । ଏବେ କିଛି ନୂଆ କଥା କହିବା ଓ ଭଲ ବ୍ୟବହାର ଅକରିବା ଦ୍ଵାରା ଚାକିରି ରେ ପ୍ରୋମୋଶନ ମିଳିବା ପାଇଁ ଯାଉଛି ।

ଯେଉଁ ମାନେ ବାହାରେ ନିଜ ବେପାର କୁ ନେବା ପାଇଁ ଚାହୁଁ ଥିଲେ ନିଜକୁ ବାହାରେ ଉପସ୍ଥାପନା କରିବା ପାଇଁ ଚାହୁଁ ଥିଲେ ସେମାନେ ଏହା କରେଇ ପାରିବେ । ହନୁମାନ ଜି ଙ୍କ କୃପା ଥିବା ଯୋଗୁ ଆପଣ ଏତେ ଅଧିକା ସମୟ ଖୁଶି ରେ ରହିବେ କି ଏହା ଆପଣଙ୍କ ପାଇଁ ଏକ ଉପହାର ଭଳି ହୋଇଯିବ ।

ବିବାହ ରେ ଯୋଗ ଦେବା କିମ୍ବା କିଛି ମାଙ୍ଗଳିକ କାମ ହେବା ଭଳି ଯୋଗ୍ ମଧ୍ୟ ଦେଖା ଯାଉଛି । ଯେଉଁ ମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନ ନିଜ ପରିବାର ଓ ସାଙ୍ଗମାନଙ୍କ ଆଗରେ ସବୁ ବେଳେ ଏକ ଉଚ୍ଚ ସ୍ଥାନରେ ରହିବେ । ସେୟାର ବଜାର ରେ ଥିବା ପଇସା ଏବେ 10 ଗୁଣା ଅଧିକା ହୋଇକି ଫେରି ଆସିବ ।

ଯାହାଭି ହେଉନା କାହିଁକି ଆପଣ ନିଜ ଲକ୍ଷ କୁ ସମୟ ଆଗରୁ ପାଇଯିବେ । ଧନର ଆସିମୀତ ବର୍ଷା ହେବ ମାତ୍ର ଏହା କିଛି ସମୟ ପାଇଁ ହେବ ଏହା ଭିତରେ ଆପଣେ ଅହକୁ କେଉଁ ଭଲ କାମରେ ଲଗେଇଲେ ଏହା ଆପଣଙ୍କ ପାଇଁ ଭଲ ହୋଇବ । ଏହି ଭାଗ୍ଯବାନ ରାଶି ହେଲେ କୁମ୍ଭ, ତୁଳା, ଧନୁ, ସିଂହ, ମିଥୁନ, ମେଷ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button