ରାଜ୍ୟ

ତୁଳସୀ ଚଉରାକୁ ଏପରି ପୂଜା ଅକରିବା ଦ୍ଵାରା ଘରକୁ ଆସେ ଦାରିଦ୍ର୍ୟତା, ଆପଣ ଅକରୁ ନାହାନ୍ତି ତ ଏମିତି ଭୁଲ

ଆପଣ ଜାଣି ଥିବେ କି କିଛି ଜାଗାରେ ଆମେ ଯଦି ଆମ ପୂଜା କରୁଛନ୍ତି ସଠିକ ଜାଗାରେ ନ ରଖିବା ତେବେ ଏହା ଆମ ପାଇଁ ଖରାପ ହୋଇ ଥାଏ । ଆଜି ଆମେ କହିବା କି କେଉଁ ଭଳି ଭାବେ ଆମେ ଆମ ଜୀବନକୁ ଏକ ସଠିକ ମାଗଦର୍ଶନ ଦେଇ ପାରିବ । ଆପଣ ଜାଣି ଥିବେ କି ଆମ ଘର ର ଅଗଣାରେ ତୁଳଶି ଗଛକୁ ରଖିବା ଏକ ସାଧାରଣ ପରମ୍ପରା ଭାରତରେ ମାତ୍ର ଆମେ ଯଦି ଦେଖିବା ପାଇଁ ଜୀବ ଅଟେ ଏହାକୁ କିଛି ଲୋକମାନେ ଭୁଲ ଜାଗାରେ ଲଗାଇ ଦେଉଛନ୍ତି ।

କିଛି ଜଣ ଏହାକୁ ନିଜ ଘରର ପଛରେ ଲଗାଇ ଦେଉଛନ୍ତି ଏହା ସହ କିଛି ଜଣ ଏହାକୁ ବାଟ ମୁହଁ ରେ ମଧ୍ୟ ଲାଗାଇ ଦେଇଥାନ୍ତି ମାତ୍ର ଏହାକୁ ଲଗାଇବାର ଏକ ମାର୍ଗ ଅଛି ଏହା ସହ ଏହାକୁ ଆପଣ କିଭଳି ଭାବେ ପୂଜା କରିବେ ତାହା ପାଇଁ ମଧ୍ୟ ଏହାର କିଛି ଅଲଗା ବିଦ୍ଧି ଅଛି ।

ଆଜି ଆମେ ଏହି କଥା ଉପରେ ଆଲୋଚନା କରିବା । ଏହା ଆମ ଘରକୁ ଖରାପ ଶକ୍ତି ମାନଙ୍କ ପାଖରୁ ଦୂରେଇ ରଖୀଥାଏ । ଏହା ଦ୍ଵାରା ସେ ନିଜ ମହକ ଦ୍ଵାରା ସବୁ ଆଡକୁ ସୁରକ୍ଷିତ ରଖିଥାଏ । ତୁଳଶି ର ଏହି ଭଳି କିଛି ପୂଜା କରିବା ଦ୍ଵାରା ଆପଣ ଛାର କ୍ଷାର ହୋଇଯିବେ ।

ଏହା ଆଜି ଆମେ ଆପଣଙ୍କୁ କହିବା । ତୁଳଶି କୁ ଘରେ ସ୍ଥାପନା କରିବାର ଭଲଦିନ ହେଉଛି ଏକାଦଶୀ, ସଂକରାନ୍ତି, ଆଦିରେ ଲଗାଇଥାନ୍ତି । ଦକ୍ଷିଣ ଦିଗରେ ଏହାକୁ ଲଗାଇବା ଖରାପ ହୋଇ ଥାଏ । ଆପଣ ଏହାକୁ ପୂର୍ବ ଦିଗରେ ଲଗାଇ ପାରିବେ ।

ଆପଣ ଚଉରା ପାଖରେ ବସିକି ମୁଣ୍ଡରେ ତେଲ ମାରିବା ମନା ହୋଇ ଥାଏ କିମ୍ବା ଆପଣ ଘରେ ଚୁଟି ଖୋଲି ବୁଲାନ୍ତୁନି । ଏହି ଭଳି କ୍କାରିବା ଦ୍ଵାରା ଆପଣଙ୍କ ର ଖରାପ ହୋଇଥାଏ । ଆପଣ ଏହାକୁ ଚୋବାଇଇକି ଖାଇବା ଭଲ ମାତ୍ର ଯଦି ଆପଣ ଏହାକୁ ପତ୍ର ନ ହୂଇଥିବା ବେଳେ ଚୋବ୍ବାଇକି ଖାଇବେ ତେବେ ଆପଣ ନିଶ୍ଚିତ ଭାବେ ଅସୁବିଧାରେ ପଡିବେ ।

ମହିଳାମାନେ ଯଦି ପୂଜା କରିବା ବେଳେ ଖରାପ ମନ ଧାରଣା ରଖିବେ ଏହା ଦ୍ଵାରା ସେମାନଙ୍କ ମାନଶୀକ ସ୍ଥିତି ମଧ୍ୟ ଖରାପ ହୋଇପାରେ । ଯେଉଁ ମାନେ ମାଶୀକ ଧର୍ମ ପାଳନ କରୁଥାନ୍ତି ସେମାନେ ଏହାକୁ ଛୁଇଁବ ଅଖରାପ ହୋଇଥାଏ ।

ତୁଳଶି ର ମାରିବା ପରେ ଏହାକୁ ଘର ଠାରୁ ଦୂରେଇ ନେଇକି ପାଣିରେ ବିସର୍ଜନ କରନ୍ତୁ । ଏହା ପାଇଁ ଗୁରୁବାର ଦିନ ଭଲ ହୋଇଥାଏ । ଘରର ଚଉରାକୁ ସୂର୍ଯ୍ୟ କିରଣ ପଡୁଥିବା ଜାଗାରେ ରଖନ୍ତୁ । ଏହି କିଛି ନିୟମ ମାନିବା ନିହାତି ଭାବେ ଦରକାର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button