ଜ୍ୟୋତିଷ

ଆସନ୍ତା ପଣାସଂକ୍ରାନ୍ତି ପୂର୍ବରୁ ଏହି 4ଟି ରାଶିରେ ହେବ ଧନର ବର୍ଷା

ଆପଣ ମାନେ ଜାଣି ଥିବେ କି କିଛି ନା କିଛି ନୂଆ କାମ ଆରମ୍ଭ କରିବା ପାଇଁ ହେଉ କିମ୍ବା ସବୁ ବେଳେ କିଛି ନୂଆ କାମ କୁ କରିବା ପାଇଁ ହେଲେ ଆମକୁ ସବୁ ବେଳେ ଦରକାର ହୋଇଥାଏ ପଇସା । ଆମେ ଅନେକ ସମୟରେ ଅନେକ ଚେଷ୍ଟା କରି ଥାଉ ମାତ୍ର ଏହା ମଧ୍ୟ ସତ୍ୟ ଅଟେ କି ଆମେ ଯେଉଁ ଚେଷ୍ଟା କରି ଥାଉ ତାହା ସଠିକ ଭାବେ କରିଲେ ମଧ୍ୟ କିଛି ଜଣ ଅଛନ୍ତି ଯେଉଁ ମାନେ କି ବହୁତ ପରିଶ୍ରମ କରି ସ୍ସାରିଲେଣି ।

ବୋଧେ ହୁଏ ତାଙ୍କ ଜୀବନର ଅଧିକା ସମୟ ସେମାନେ କେବଳ ଚେଷ୍ଟା ରେ ବିତାଇ ସାରିଲେଣି ମାତ୍ର ଯଦି ଆମେ ଦେଖିବା ପାଇଁ ଜ୍ଜିବା ତ ଆମେ ଜାଣି ପାରିବା କି କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ପାଖରେ 1 ଟଙ୍କା ଭି ସଞ୍ଚୟ କରି ପାରୁ ନାହାଁନ୍ତି ।

ଆପଣ ଏହା ମଧ୍ୟ ଜାଣି ଥିବେ କି ମା ଲକ୍ଷ୍ମୀ ଙ୍କ ଦୟା ନ ହେବା ଯାଏ କିଛି ଭି ହେବା ସମ୍ଭବ ନୁହେଁ । ତେବେ ଏବେ ଆଜି ଏହି ଭଳି କ୍କିହହୀ ରାଶି ଙ୍କ କଥା କହିବା ଯେଉଁ ମାନେ ପଣା ସଂକରାନ୍ତି ଆଗରୁ ଭାଗ୍ଯବାନ ହେବେ ।

ସେମାନଙ୍କ ସମୟ ଏତେ ଭଲ ଚାଲିବ କି ସେମାନେ ମଧ୍ୟ ନିଜେ ଚିନ୍ତା କରି ପାରିବେ ନି । ତେବେ ଏହି ରାଶି ଙ୍କ ମଧ୍ୟରେ ପ୍ରଥମ ରାଶି ମେଶ – ଏହି ରାଶିର ଲୋକମାନେ ସବୁ ଜାଗାରେ ଜିତିବେ । ସେମାନେ କାହାକୁ ଭି ନିଜ ମତ ଦେଇ ତାକୁ ବିପଦରୁ ବାହାର କରି ପାରିବେ ।

ଏହା ସହ ସେମାନେ ନିଶ୍ଚିତ ଭାବେ ନିଜ କାମକୁ ନେଇ ଏବେ ଚିନ୍ତା ମୁକ୍ତ ହୋଇଯିବେ । ଦ୍ଵିତୀୟ ରାଶି  ହେଉଛି – କୁମ୍ଭ ରାଶି ଏହି ରାଶିର ଲୋକମାନେ ନିଶ୍ଚିତ ଭାବେ କିଛି କାମକୁ ନେଇ ଆଗକୁ ଯିବେ ଦୁନିଆରେ ଏହାଙ୍କ ନାମ ହେବ । ସବୁ ଲୋକଙ୍କ ପ୍ରିୟା ପାତ୍ର ହୋଇ ପାରିବେ ଏମାନେ ଏବେ । ଯାହା ଭି ପଇସା ଅଭାବ ଥିବ ଏବେ ଏହା ଦୂର ହୋଇଯିବ ।

ତୁଳା ରାଶି – ଏହି ରାଶିର ଲୋକମାନେ ସାଧାରଣ ଭାବେ ଖୁବ ସାହାଜ୍ଯ କାରୀ ଥାନ୍ତି ଏମାନେ ଜ୍ଜାହାକୁ ଭି ସାହାଜ୍ଯ ଅକ୍ରିୟ ଥାନ୍ତି ତା ଠାରୁ ଏମାନେ କେବେହେଲେ କିଛି ଆସା କରି ନଥାନ୍ତି । ଏମାନେ କିଛି ନୂଆ ବାଟ ଖୋଲିବା ପାଇଁ ସବୁ ବେଳେ ଚେଷ୍ଟା କରନ୍ତି ଏବେ ସେମାନେ ସଫଳ ହେବେ ।

ମକର ରାଶି – ଏହି ରାଶିର ଲୋକମାନେ ବହୁତ ଗୁନି ଜ୍ଞାନୀ ଥାନ୍ତି ମାତ୍ର ସମୟ ଖରାପ ଥିବାରୁ ଏହାଙ୍କ ପ୍ରତିଭା ଦବି ଯାଇଥିଲା ଏମାନେ ଏବେ ସାରା ଦୁନିଆ ଆଗରେ ଏକ ଉଦାହରଣ ହେବାପାଇଁ ଯାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button