ଜ୍ୟୋତିଷ

ସ୍ତ୍ରୀ ଲୋକ ମାନେ ନିଜ ମଥାରେ ଭୁଲ କରି ବି ଏହିପରି ଲଗାନ୍ତୁ ନାହିଁ ସିନ୍ଦୁର ! ନଚେତ ଭୟଙ୍କର ପରିସ୍ଥିତି !

ବନ୍ଧୁଗଣ ହିନ୍ଦୁ ଧର୍ମରେ ସିନ୍ଦୁରର ବହୁତ ମହତ୍ଵ ରହିଛି । ସିନ୍ଦୁର ବିବାହିତା ମହିଳାର ପ୍ରତୀକ ଅଟେ । ପ୍ରତ୍ଯେକଟି ହିନ୍ଦୁ ଧର୍ମର ବିବାହିତା ମହିଳା ମାନେ ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି । କାରଣ ଜଣେ ବିବାହିତା ମହିଳାଙ୍କୁ ସିନ୍ଦୁର ବିନା ଅଧୁରା ମନା ଯାଇଥାଏ । ହେଲେ ମହିଳା ମାନେ ସିନ୍ଦୁର ଲଗାଇବା ସମୟରେ ଏପରି କିଛି ନିଜ ଅଜାନତରେ ଭୁଲ କରି ବସିଥାନ୍ତି । ଯାହା ଦ୍ଵାରା ସେହି ମହିଳାଙ୍କ ସ୍ଵାମୀ ଜୀବନରେ ଘୋର ବିପଦ ଆସିଥାଏ । ତେବେ ଚାଲନ୍ତୁ ସିନ୍ଦୁର ସହ ଜଡିତ କିଛି ନିୟମ ଉପରେ ଆଜି ଏଠାରେ ଆଲୋଚନା କରିବା ।

1- ବିବାହିତା ମହିଳା ନିଜ ମଝି ସିନ୍ଥିରେ ହିଁ ସିନ୍ଦୁର ଲଗାଇବା ଉଚିତ । ଯେଉଁ ମହିଳା ମାନେ ମଝିରେ ସିନ୍ଦୁର ନଲଗାଇ ସାଇଡରେ ଲଗାଇଥାନ୍ତି । ସେପରି ମହିଳା ମାନଙ୍କ ପ୍ରତି ତାଙ୍କ ସ୍ଵାମୀଙ୍କର ଭଲ ପାଇବା କମିଯାଇଥାଏ । ଏଥିସହ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ମଧ୍ୟ ଲାଗିବା କାରଣରୁ ଉଭୟଙ୍କ ମଧ୍ୟରେ ପ୍ରେମ କମିଯାଇଥାଏ ।

2- ମହିଳା ମାନଙ୍କୁ ନିଜ ମଝି ସିନ୍ଥିରେ ଲମ୍ବା କରି ସିନ୍ଦୁର ଲଗାଇବା ଉଚିତ । କାରଣ ଏପରି ସିନ୍ଦୁର ଲଗାଇବାକୁ ବହୁତ ଶୁଭ ବୋଲି ମନାଯାଇଥାଏ । ଯାହା ଦ୍ଵାରା ସେହି ମହିଳାର ସ୍ଵାମୀର ଆୟୁଷ ମଧ୍ୟ ଲମ୍ବା ହୋଇଯାଇଥାଏ ।

3- ବିଭାଘର ସମୟରେ ନାରୀ ମାନେ ନିଜ ସ୍ଵାମୀଙ୍କ ହାତରୁ ସିନ୍ଦୁର ପିନ୍ଧିଥାନ୍ତି । ବାହାଘର ପରେ ପ୍ରତ୍ଯେକ ଦିନ ମହିଳା ନିଜ ହାତରେ ସିନ୍ଦୁର ପିନ୍ଧିଥାଏ । ତେଣୁ ବେଳେବେଳେ ନିଜ ସ୍ଵାମୀଙ୍କ ହାତରୁ ମହିଳା ମାନେ ସିନ୍ଦୁର ପିନ୍ଧିବା ଉଚିତ । କାରଣ ଯେତେବେଳେ ଜଣେ ମହିଳା ନିଜ ସ୍ଵାମୀଙ୍କ ହାତରୁ ସିନ୍ଦୁର ପିନ୍ଧିଥାଏ । ସେତେବେଳେ ଯଦି କିଛି ସିନ୍ଦୁର ମଥାରୁ ଖସି ଆସି ମହିଳାର ନାକ ଉପରେ ପଡିଥାଏ । ତେବେ ତାହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ ।

4- ଯେଉଁ ମହିଳା ମାନେ ନିଜ ମଥାର ସିନ୍ଦୁରକୁ ଲୁଚେଇକି ପିନ୍ଧିଥାଏ । ତେବେ ସେହି ମହିଳାର ସ୍ଵାମୀ ଜୀବନରେ କିଛି ବି ଉନ୍ନତି କରିପାରିନଥାଏ । ସ୍ଵାମୀଙ୍କୁ ସମାଜରେ ମାନ, ସମ୍ମାନ ମିଳିନଥାଏ ।

 

5- ସିନ୍ଦୁର ଲଗାଇବା ସମୟରେ ହାତରୁ ସିନ୍ଦୁର ପଡିଗଲେ । ତାହାକୁ ଅଶୁଭ ବୋଲି କୁଆହାଯାଇଥାଏ । ତେଣୁ ସିନ୍ଦୁର ଲଗାଇବା ସମୟରେ ହାତରୁ ଯେପରି ଭୁଲରେ ସିନ୍ଦୁର ଖସିନପଡେ । ସେଥିପ୍ରତି ଧ୍ୟାନ ରଖିବା ଉଚିତ । ବନ୍ଧୁଗଣ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ । ଧନ୍ୟବାଦ

अन्य जबरदस्त कंटेंट

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button