ଦେଶ- ବିଦେଶ

ସ୍ଵାମୀଙ୍କ ପାଇଁ ଜୀବନ ବି ଦେଇ ପାରନ୍ତି ଏହି 4 ନାମର ଝିଅ! Jyotisha Shastra

ଆପଣ ମାନେ ଜାଣି ଥିବେ କି ଶାସ୍ତ୍ର ଅନୁସାରେ ଆମ ଜୀବନର ମୂଲ୍ୟ ଅନେକ ଅଛି ଏହା କେବଳ ଆମ ଭାଗ୍ୟ ଭବିଷ୍ୟତ କହି ନଥାଏ ଆମ ସ୍ଵାଭାବ ମଧ୍ୟ କହିଥାଏ । ଆଜି ଆମେ କହିବା ପାଇଁ ଯାଉଥିବା କିଛି ମହିଳାମାନଙ୍କ ବିଷୟରେ ଆମେ କହିବାକି ଏମାନେ ଏତେ ଭଲ ପାଇ ଥାନ୍ତି ନିଜ ସ୍ଵାମୀ ମାନଙ୍କୁ କି ସେମାନଙ୍କ ପାଇଁ ନିଜ ଜୀବନ ମଧ୍ୟ ଦେଇ ପାରି ଥାନ୍ତି । ତେବେ ଏହା ଆମ ଭାରତରେ ଅନେକ ମହିଳା ମାନେ କରିଛନ୍ତି ।

ଯେତେବେଳେ ନିଜ ସ୍ଵାମୀ କିମ୍ବା ନିଜ ପିଲା ମାନଙ୍କ କଥା କିମ୍ବା ନିଜ ପରିବାରର କାହାର କଥା ଆସିଥାଏ ସେମାନେ ସବୁ ବେଳେ ସେମାନଙ୍କୁ ସାହାଜ୍ଯ କରିଥାନ୍ତି ଦରକାର ପଡିଲେ ନିଜ ଜୀବନର ବାଜି ଲଗାଇବା ପାଇଁ ପଛକୁ ହଟି ନଥାନ୍ତି ତେବେ ଆଜି ଆମେ କହିବା କି ଏହି ଭଳି ମହିଳା ମାନେ ଯଦି ଆପଣଙ୍କ ଜୀବନରେ ଅଛନ୍ତି ।

ତେବେ ଆପଣ ତାଙ୍କୁ କିଭଳି ଭାବେ ଜାଣିବେ ଆସନ୍ତୁ ଜାଣିବା । ସେମାନଙ୍କ ନାମର ପ୍ରଥମ ଅକ୍ଷରକୁ ଦେଖିକି ଆମେ ଜାଣି ପାରିବା କି ସେମାନେ କିଭଳି ମହିଳା ଅଟନ୍ତି । ତେବେ ଆଜି କହିବା ପାଇଁ ଯାଉଥିବା ମହିଳାମାନେ ଖୁବ ଭଲ ପାଇବା ଦେଇ ନିଜ ପରିବାର ଓ ସ୍ବାମୀଙ୍କୁ ରଖି ଥାନ୍ତି ।

ଯଦି କେତେବେଳେ ତାଙ୍କୁ ଲାଗି ଥାଏ କି ସେମାନେ ବିପଦରେ ଅଛନ୍ତି ନିଜ ଜୀବନର ସବୁ କିଛି ଲଗାଇ ଦେଇଥାନ୍ତି ସେମାନେ ନିଜର ସ୍ଵାମୀ ଙ୍କୁ ବଞ୍ଚାଇବା ପାଇଁ । ଏମାନେ ପେରଫେକ୍ଟ ସ୍ତ୍ରୀ ହେବା ସହ ଲାଇଫ ପାର୍ଟନର ମଧ୍ୟ ଭଲ ହୋଇଥାନ୍ତି । ପ୍ରଥମ ନାମ ହେଉଛି “D” ନାମର ମହିଳାମାନେ ଏମାନେ କ୍ଯାରିୟର ସହ ନିଜ ସ୍ଵାମୀ ଙ୍କ ଧ୍ୟାନ ରଖନ୍ତି ଓ ନିଜ ସ୍ତ୍ରୀ ଧର୍ମ ପାଳନ କରିଥାନ୍ତି ।

ଏହା ପରେ ନାମ ଆସେ “H” ନାମର ମହିଳା ମାନଙ୍କ କଥା ଏମାନେ ଦେଖିବା ପାଇଁ ସାନ୍ତ ହୋଇଥାନ୍ତି ଏହା ସହ ଏମାନେ ସବୁ କାମକୁ ଦେଖି ଚାହିଁ ଓ ଭାବି ଚିନ୍ତି କରି ଥାନ୍ତି । ଏମାନେ ସବୁ ବେଳେ କାମ କରିବା ସହ ସବୁ ବେଳେ ନିଜକୁ ସାନ୍ତ ରଖିବା ପାଇଁ ଭଲ ପାଇ ଥାନ୍ତି ଯଦି କେହି ତାଙ୍କ ପରିବାର କିମ୍ବା ତାଙ୍କ ସହ ଲାଗିଥାନ୍ତି ସେମାନେ ଏହି କଥାକୁ କେବେହେଲେ ଭୁଲି ନଥାନ୍ତି ।

ବୁଦ୍ଧି ଶୁଦ୍ଧି ଲଗାଇକି କାମ କରିବା ପାଇଁ ଏମାନେ ଭଲ ପାଇ ଥାନ୍ତି । ଏହା ପରେ ନାମ ଆସେ “P” ନାମର ମହିଳାମାନଙ୍କ କଥା । ଏମାନେ ଭଲ ପାଇକି ବିବାହ କରିଥାନ୍ତି କିନ୍ତୁ ଏମନେ ଯାହାକାଉ ଭଲ ପାଇ ଥାନ୍ତି ତା ପାଇଁ ଏମାନେ ନିଜ ଜୀବନ ମଧ୍ୟ ଦେଇ ପାରିବେ ପ୍ରେମରେ ପାଗଲୀ ଭଳି ଥାନ୍ତି ଏମାନେ । ଏହା ପରେ ଆସେ “s” ନାମର ମହିଳାମାନେ ଏମାନେ ନିଜ ପରିବାର କୁ କିଭଳି ଚଳାଇବେ ।

ଏହା ସେମାନେ ଜାଣି ଥାନ୍ତି ଆଜି ଆମେ କହିବା କୀ ଏହି ନାମର ମହିଳାମାନେ ଯାହାକୁ ବିବାହ କରିଥାନ୍ତି ତା ପ୍ରତି ସବୁ ବେଳେ ଏମାନଙ୍କ ଚିନ୍ତା ଥାଏ ଏମାନେ ସବୁ ବେଳେ ସବୁ ଖରାପ କାମରୁ ଏମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ସବୁବେଳେ ଅନ୍ୟ ମାନଙ୍କୁ ଭଲ ପାଇବା ଦେବାରେ ପସନ୍ଦ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button