ମନୋରଞ୍ଜନ

ସ୍ଵାମୀ ଉପରେ ହୁକୁମ ଚଲାନ୍ତି ଏହି 2 ନାମର ଝିଅ- Jyotisha Shastra

ଜୀବନ ସାରା ସ୍ଵାମୀ ଙ୍କ ଉପରେ ହୁକୁମ ଚଳାଇ ଥାନ୍ତି ଏହି ନାମର ମହିଳାମାନେ । ଆପଣମାନେ ଯଦି ଏହି ଭଳି ସ୍ତ୍ରୀ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ଜାଣି ନିଅନ୍ତୁ ଆଜି ଆମେ କହିବା କି ଆପଣ କିଭଳି ଜାଣିବେ କି ଆପଣ ଯାହାକୁ ଭି ଭଲ ପାଇ ଥାନ୍ତି ସେମାନେ ଆପଣଙ୍କୁ ଚାହିଁ ଥାନ୍ତି ବୋଲି । ଆଜି ଆମେ ଆପଣଙ୍କୁ କହିବା କି ଆମେ ଯାହାଭି କହୁଛୁ କିମ୍ବା ଆମେ ଯାହାଭି କରି ଥାଉ ସେଇ ଅନୁସାରେ ଆମେ ଆମର ଚାପ ଛାଡି ଦେଇ ଯାଇଥାଉ ।

କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ଏହି ଭଳି ମହିଳା ମାନେ ଅଛନ୍ତି ଯେଉଁ ମାନେ ବିବାହ କରିବା ବେଳେ ନିଜକୁ ଏତେ ଭଲରେ ନିଜ ସ୍ଵାମୀ ଆଗରେ ରଖି ଥାନ୍ତି କି ସେମାନେ ଜୀବନ ସାରା ନିଜ ସ୍ଵାମୀ କୁ ନିଜ ଈଷାରା ରେ ରଖି ଥାନ୍ତି । ଆସନ୍ତୁ ଜାଣିବା ଏହି ନାମର ମହିଳା ମାନଙ୍କ କଥା ।

ଆଜି ଆମେ ସେହି ଭଳି କିଛି ମହିଳା ମାନଙ୍କ କଥା କହିବା । ପ୍ରଥମ କଥା ବିବାହ ଏହି ଭଳି ଏକ ସଂକେତ ଯାହା ଦୁଇ ଜଣଙ୍କୁ ଅନେକ ସମ୍ପର୍କ ରେ ରଖି ଥାଏ କେତେବେଳେ ସାନଗା ତ କେତେବେଳେ ପ୍ରେମ ସମ୍ପର୍କ ଆଉ କେତେବେଳେ ଏକ ପରିବାର ରୂପରେ ଏମାନେ ପରସ୍ପର ସହ ରହି ଥାନ୍ତି ।

ସ୍ଵାମୀ ସ୍ତ୍ରୀ ମାନେ ସାଧାରଣ ଭାବେ ପରସ୍ପର କୁ ବିବାହ ଆଗରୁ ଜାଣି ନଥାନ୍ତି କିନ୍ତୁ ଅନେକ ସମୟ ପରେ ସେମାନେ ପରସ୍ପର କୁ ଜାଣି ଯାଇ ଥାନ୍ତି । ଏହା ସହ ସେମାନଙ୍କ ସମ୍ପର୍କ ମଧ୍ୟ ଖୁବ ଭଲ ହୋଇ ଯାଇଥାଏ । ଉଭୟଙ୍କ ସମୟ ଏକ ଭଲ ସ୍ମୃତି ହୋଇ ରହି ଯାଇଥାଏ । ଏମାନଙ୍କ ସୁଖ ଦୁଃଖ ସନ୍ତାନ ସବୁ ଏକା ହିଁ ଥାଏ ।

ଆଜି ଆମେ କହୁଥିବା ଅମହିଳା ମାନେ ନିଜ ସ୍ଵାମୀ ମାନଙ୍କ ଉପରେ ହୁକୁମ ଚଳାଇ ଥାନ୍ତି । ପ୍ରଥମ ନାମ ହେଉଛି “C” ନାମର ମହିଳାମାନେ । ଏମାନେ ସେଇ ଭଳି ପୁଅକୁ ବିବାହ କରିବା ପାଇଁ ଇଚ୍ଛା କରିଥାନ୍ତି ଯେଉଁମାନେ ଏମାନଙ୍କ ସବୁ ଇଛା କୁ ପୂରଣ କରିବାରେ ସାହାଜ୍ଯ କରିଥାନ୍ତି ।

ଏମାନେ ନିଜ ସ୍ଵାମୀ ଙ୍କୁ ଏହି ଭଳି ରଖି ଥାନ୍ତି କି ସେମାନେ କିଛି ଭି କଥା ଏମାନଙ୍କ ବିନା ମତରେ କରି ନଥାନ୍ତି । ଏମାନେ ନିଜ ସ୍ଵାମୀ ଙ୍କୁ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏହା ପରେ ନାମ ଆସେ “S” ନାମର ମହିଳା ମାନଙ୍କର ।

ଏମାନେ ବହୁତ ରହସ୍ୟମୟ ହୋଇ ଥାନ୍ତି ଏହା ସହ ଏମାନେ ଜାଣି ଯାଇ ଥାନ୍ତି କି ଏମାନଙ୍କ ସ୍ଵାମୀ ମାନେ କଣ କଣ ଚାହି ଥାନ୍ତି ଏମାନେ ନିଜ ସ୍ବାମୀର ମନ କଥାକୁ କହିବା ଆଗରୁ ହିଁ ବୁଝି ନେଇ ଥାନ୍ତି । ଏହି ଅକ୍ଷର ରେ ଆସୁଥିବା ନାମର ମହିଳା ମାନେ ବହୁତ ସହଜରେ ନିଜ ସ୍ଵାମୀ ବ୍କୁ କିଛି କରିବା ପାଇଁ ମନା କୃ ଏଇ ପାରି ଥାନ୍ତି । ଏମାନେ ଯାହା ଚାହିଁ ଥାନ୍ତି ଯେଉଁ ଭଳି ଭାବେ ଚାହିଁ ଥାନ୍ତି ଏମାନଙ୍କ ସ୍ଵାମୀ ମାନେ ସେୟା କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button