କନ୍ୟା ରାଶି ବ୍ୟକ୍ତିଙ୍କ କେଉଁ ବୟସରେ ମିଳିବ ସଫଳତା? କେବେ ହେବ ଭାଗ୍ୟ ଉଦୟ ଶୀଘ୍ର ଦେଖନ୍ତୁ….

କନ୍ୟା ରାଶିର ଲୋକମାନେ କ୍ଷ୍ହୁବ ଚିନ୍ତାରେ ଥାନ୍ତି କି କିଭଳି ସେମାନଙ୍କ ଭାଗ୍ଯର ପରିବର୍ତ୍ତନ ହେବା ପାଇଁ ଯାଉଛି ଏହା ମଧ୍ୟ କୁହାଯାଏ କି କନ୍ୟା ରାଶିର ଲୋକମାନେ ଯାହା ଭି କରି ଥାନ୍ତି କିମ୍ବା ଯାହା ଭି କରିବା ପାଇଁ ଚାହାଁନ୍ତି ତାହା ଅଧାରେ ରହି ଗଲେ ସେମାନେ ଏହାକୁ କେବେ ହେଲେ ଭୁଲି ପାରି ନଥାନ୍ତି । ଆଜି ଆମେ କହିବାକି କନ୍ୟା ରାଶିର ଭାଗ୍ୟ ର ଉଦୟ କିଭଳି ଓ କେବେ ହେବା ପାଇଁ ଯାଉଛି । ଆଜି ଆମେ ଖିବା ଆକି କନ୍ୟା ରାଶିର ଚିହ୍ନ ହେଉଛି ହାତରେ ଏକ ଫୁଲ ଧରି ଥିବା ଝିଅର ।
ଏହା ସହ ଏହାର ସ୍ଵାମୀ ଗ୍ରହ ବୁଦ୍ଧ ଗ୍ରହ ଅଟେ । ଏମାନେ ଦେଖିବା ପାଇଁ ସୁନ୍ଦର ହୋଇ ଥାନ୍ତି ଏହା ସହ ଏମାନେ ନିଜ ମନର କଥାକୁ କାହାକୁ କହିବା ପାଇଁ ଭଲ ପାଇ ନଥାନ୍ତି । ଏମାନେ ଲାଜ୍ୟା ଅଧିକ କରି ଥାନ୍ତି । ଏମାନେ ନିଜ ପରିଶ୍ରମ ରେ ସବୁ କିଛି କରି ଥାନ୍ତି କିନ୍ତୁ ଏମାନେ କେବେ ହେଲେ ନିଜ ଦୁଃଖ କାହାକୁ କହି ନଥାନ୍ତି । ଏମାନଙ୍କ ଜୀବନରେ ଏମାନେ ସବୁ ବେଳେ ଭଲ କାମ କରିବା ପାଇଁ ପସନ୍ଦ କରନ୍ତି ଏମାନଙ୍କୁ ଏତେ ଶୀଘ୍ର ରାଗ ଆସି ନଥାଏ । କିନ୍ତୁ ଯେତେବେଳେ ଏମାନଙ୍କ ରାଗ ଆସି ଥାଏ ଏହା ସାହାଜରେ ଥଣ୍ଡା ହୋଇ ନଥାଏ ଏହାର କାରଣ ଆଉ କିଛି ଥିଲେ ଚାଲେ ଯଦି ଏହାର କାରଣ କେହି ବ୍ୟକ୍ତି ହୋଇ ଥାନ୍ତି ତେବେ ସେହି ବ୍ୟକ୍ତି କୁ ଏମାନେ ସହଜରେ କ୍ଷମା କରି ନଥାନ୍ତି ଓ ସେମାନଙ୍କ ପାଇଁ ଏମାନଙ୍କ ମନରେ ବହୁତ ଘୃଣା ଭାବ ଭାରି ଯାଇ ଥାଏ ।
ଏମାନଙ୍କ ଜୀବନରେ ସବୁ ବେଳେ ଉତାର ଚଢାବ ଚାଲି ଥାଏ । ଏମାନଙ୍କ ପାର୍ଟନର ସହ ଏମାନେ ଝଗଡା କରି ଥାନ୍ତି । କିନ୍ତୁ ଏମାନେ ଯେଉଁ ଜାଗାକୁ ଯାଇ ଥାନ୍ତି ସେଠାରେ ଏମାନେ ନିଜର ଅଲଗା ବ୍ୟକ୍ତିତ୍ଵ ପାଇଁ ସବୁ ଆଡେ ପ୍ରଶଂସା ପାଇ ଥାନ୍ତି । ଏବେ ଏମାନଙ୍କ ଭାଗ୍ୟ ଉଦୟ ହେବା ପାଇଁ ଯାଉଛି ଏବେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ କୃପା ପାଇବେ । ଯଦି ଆପଣଙ୍କୁ ଲାଗୁଛି ଭଗବାନ ଆପଣଙ୍କ କଥା ସୂନୁ ନାହାନ୍ତି କିମ୍ବା କିଛି ଅସୁବିଧା ହୋଇଛି ତେବେ ଆପଣ ନିଶ୍ଚିତ ଭାବେ ଶନି ଭଗବାନ ଙ୍କୁ ପୂଜା କରନ୍ତୁ ।
ଆପଣ ମାନେ ଜାଣି ନିଅନ୍ତୁ କି ଏହି ରାଶି ମାନଙ୍କ ଭାଗ୍ୟ ଉଦୟ 23, 32, 42 ବର୍ଷ ପରେ ହୋଇ ଥାଏ ସାଧାରଣ ଭାବେ ଯଦି 42 ବର୍ଷ ପରେ ଭି ଆପଣଙ୍କ ଭାଗୟରେ ଉଦୟ ଆସିନୀ ତେବେ ଆପଣ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି ଭଗବାନ ଶନି ଦେବ ଆପଣଙ୍କ ପାଇଁ ଅନୁକୁଳ ନାହାନ୍ତି ଆପଣ ଏକ କାମ କରିବେ କି ଆପଣ ଭଗବାନ ଶନି ଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ସରଲ ଉପାୟ କ୍କାରିବେ ଶନି ଚାଳିଶା ପାଠ କରି ନିଅନ୍ତୁ ମଙ୍ଗଳ ବାର ଦିନ ହନୁମାନ ଜି ଙ୍କ ଆଗରେ ଦୀପ ଲଗାନ୍ତୁ ଓ ସନୀ ବାର ଦିନ ଶନି ମନ୍ଦିର ଯାଇ ମୁଣ୍ଡିଆ ମାରନ୍ତୁ ।