ଜ୍ୟୋତିଷ

29 ତାରିଖ ପ୍ରଥମ ପାଳି ଖୁଦୁରୁକୁଣୀ ରେ କରନ୍ତୁ ଏହି ଉପାୟ, ଘରେ ହେବ ଏତେ ଧନର ବର୍ଷା କି ସମ୍ଭାଳି ପାରିବେନି ଆପାଣ

ଶାସ୍ତ୍ର ଅନୁସାରେ ସବୁ ଦୋ-ଷ କାଟିବା ପାଇଁ କିଛି ନା କିଛି ଉପାୟ ମାନ ଅଛି କିନ୍ତୁ ଯଦି ଆମେ ସବୁ କିଛି କରିବା ପରେ ମଧ୍ୟ ଆମର ଖ-ରା-ପ ହୋଇ ଥାଏ ତେବେ ଏହାକୁ ଭାଗ୍ଯର ବିଡମ୍ବନା ବୋଲି କୁହାଯାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଖୁଦୁରୁକୁନି ଓଷା ଦିନ କଣ କଣ ଉପାୟ କରିବା ଦ୍ଵାରା ଆମେ କିଛି ସମସ୍ଯା ରୁ ମୁକ୍ତ ହୋଇ ଥାଉ । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହି ଉପାୟ କରିବା ପାଇଁ ଆମେ କିଛି ଭି କରି ପାରିବା ।

ଆମେ ଏହି ଉପାୟ କରିବା ପାଇଁ ଯଦି ଏହି ବର୍ଷ ସମୟ ପାଇବେ ନାହିଁ ତେବେ ଏହାକୁ ଆମେ ଆର ବର୍ଷ କରି ପାରିବା । କାରଣ ଏହା ଯେଉଁ ସମୟରେ ପଡୁଛି ଏହା ଆମ ପାଈଁ କିଛି ପ୍ରତିକାର କରିବାର ସଠିକ ଉପାୟ ଥାଏ ।

ତେବେ ଆସନ୍ତୁ ଜାଣିବା ଏହି ପ୍ରତିକାର ବିଷୟରେ । ଯଦି ଆପଣଙ୍କ ପଛରେ କେହି ଶ-ତ୍ରୁ ପଡିଛି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ କରି ପାରନ୍ତି ଆପଣ ଏହି ଦିନ ସକାଳଉ ନିଜ ନିତ୍ୟ କର୍ମ ସାରିଲା ପରେ ହନୁମାନ ମନ୍ଦିର ଯାଇକି ସେଠାରେ ନାଲି ରଙ୍ଗର ବସ୍ତ୍ର ଦାନ କରିକି ଆସନ୍ତୁ ଦେଖିବେ ଏହା କାମ କରିବ । ଯଦି ଆପଣ ଙ୍କ ଘରେ ଲମ୍ବା ସମୟରୁ କେହି ବିଛଣାରେ ପଡିଛି ଓ ସେ ଉଠି ପାରୁନି ତେବେ ଆପଣ ତାର ମୁଣ୍ଡ ତଳେ ଏକ ଟଙ୍କିଆ କଏନ ରଖୀ ଦିନନ୍ତୁ ଏହି ଦିନ ଓ ଏହି ଦିନ ଗଲା ପରେ ଆପଣ ଏହାକୁ ନେଇକି ମସାଣି ରେ ଫିଙ୍ଗିକି ଆସନ୍ତୁ ।

ଏହା ପରେ ଦେଖିବେ ସେହି ବ୍ଯକ୍ତିର ସ୍ୱାସ୍ଥ୍ୟ ସୁଧୁରିବ । କିନ୍ତୁ ଏକ କଥା ଏମାନେ ରଖିବେ କି ଘରକୁ ଫେରିବା ବେଳେ ଆପଣ ପଛକୁ ବୁଲିକି ଚାହିଁବେ ନି । ଆପଣଙ୍କ ର ଯଦି ଗ୍ରହ ଦଶା କିମ୍ବା ମହାଦଶା ଚାଲୁଥିଲେ ଯାହା ଦ୍ଵାରା ଆପାଣଙ୍କ କାମ ହେଉଥିବା ଜାଗାରେ ଖ-ରା-ପ ହୋଇ ଯାଏ । ତେବେ ଆପଣ ଶିବ ମନ୍ଦିର କୁ ଯାଇକି ଓମ ନମଃ ଶିବାୟ ଜପ କରନ୍ତୁ ଯଦି ଏହା ଆପଣ ସାରା ଦିନ କରି ପାରିବେ ନି ତେବେ ଆପଣ ମାହା-ମୃ-ତ୍ୟୁ-ଞ୍ଜୟ ଜପ କରନ୍ତୁ । ଏହାକୁ ଆପଣ ୧୧ ଥର ଜପ କରନ୍ତୁ ।

ଦେଖିବେ ଆପଣ ନିଶ୍ଚିତ ଭାବେ ସୌଭାଗ୍ୟ ପ୍ରାପ୍ତି କରିବେ । ଯଦି ଆପଣଙ୍କ ଧନର ସମସ୍ଯା ଲାଗି ରହିଛି ତେବେ ଆପଣ ଏକ ବରଗଛ କୁ ପାଖ ଜାଗାରୁ ଆଣିକି ନିଜ ଘର ପାଖରେ କିମ୍ବା ଫୁଲ କୁଣ୍ଡରେ ଲଗାଇ ଦିଅନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଆପଣ ଏହାକୁ ସୂର୍ଯ୍ୟାସ୍ତ ଆଗରୁ କରିନେବେ । ଏହା କରିବା ଦ୍ଵାରା ଆପଣଙ୍କ ସବୁ ଧନ ର ସମସ୍ୟା ଦୂର ହୋଇଯିବ ଓ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button