ଦେଶ- ବିଦେଶ

ଯେଉଁ ଘରେ ଏହି 5ଟି ଜିନିଷ ଥାଏ ସେହି ଘରୁ ଗରିବୀ ଦୂରେଇ ରୁହେ…. ମା ଲକ୍ଷ୍ମୀଙ୍କ ପ୍ରିୟ ବସ୍ତୁ

ଆପଣ ମାନେ ଜାଣି ଥିବେ କି ଆମ ଜୀବନରେ ସବୁ ପ୍ରକାର ଖୁଶି ପାଇବା ପାଇଁ ଜୀବନରେ କେବଳ ପଇସା ଓ ଭଲ ଭାଗ୍ଯର ଆବଶ୍ୟକତା ଥାଏ । ତେବେ ଆମ ଘରେ ଥିବା ଆକିଛି ଜିନିଷର ଯଦି ଆମେ ଭଲ ଭାବେ ଧ୍ୟାନ ଦେଇ ପାରିବା ।

ତେବେ ମା ଲକ୍ଷ୍ମୀ ନିଶ୍ଚିତ ଭାବେ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଯଦି ଆପଣ ଦେଖିବା ପାଇଁ ଯିବେ ତ ଜାଣି ପାରିବେ କି ଆପଣ କରୁଥିବା କାମ ସଠିକ ଅଟେ କି ନାଇ । ଏହା ପାଇଁ ଘରେ ଏହି ସବୁ ଜିନିଷ ରଖନ୍ତୁ ଯାହାର ଯତ୍ନ ନେବା ଦ୍ଵାରା ଆମେ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରି ପାରିବା । ପ୍ରଥମ ହେଉଛି ତୁଳଶି ଗଛ । ଏହା ସବୁ ଲୋକଙ୍କ ଘରେ ଥାଏ ଯଦି ବିଜ୍ଞାନ ମତରେ ଦେଖିବା ତ ଜାଣି ପାରିବା କି ଏହାକୁ ଘରେ ରଖିବା ଦ୍ଵାରା ଅକ୍ଷିଜେନ କେବେ ଭି କମ ହୋଇ ନ ଥାଏ ।

ଏହାକୁ ଧାର୍ମିକ ମତରେ ଦେଖିବା ପାଇଁ ଗଲେ ଜାଣି ପାରିବା କି ଏହା ଭଗବାନ ବିଷ୍ଣୁ ଙ୍କ ପ୍ରିୟ ଅଟନ୍ତି । ଏହାର ପତ୍ର ତାଙ୍କ ପ୍ରସାଦ ରେ ନ ପଡିବା ଯାଏ ଏହାକୁ ଭୋଗ ବୋଲି କୁହା ଯାଏ ନି । କୁହା ଯାଏ କି ଯଦି ଆମେ ତୁଳଶି ପତ୍ର ନ ଦେବା ଭଗବାନ ଙ୍କୁ ତେବେ ଏହା ସ୍ଵୀକାର ଯୋଗ୍ୟ ହୋଇ ନ ଥାଏ । ଏଠି ପାଇଁ ତୁଳଶି କୁ ମା ଲକ୍ଷ୍ମୀ ମଧ୍ୟ ଖୁବ ଭଲ ପାଇ ଥାନ୍ତି ଯାହା ଘରେ ତୁଳଶି କୁ ପୂଜା କରାଯାଏ ତା ଘରେ ମା ଲକ୍ଷ୍ମୀ ଙ୍କ ନିବାଶ ଥାଏ ।

ଏହା ପରେ ନାମ ଆସେ ଶ୍ରୀ ଜନ୍ତ୍ର ର ଏହା କୁ ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ଖୁବ ଖୁଶି ହୋଇ ଥାନ୍ତି । ତେବେ ଯଦି ଦେଖିବା ପାଇଁ ଯିବା ତାହେଲେ ଜାଣି ପାରିବା କି ଏହାକୁ ଶ୍ରୀ ଜନ୍ତ୍ର କୁହା ଯାଉଛି ମାନେ ଏହା ମଧ୍ୟରେ ଭଗବାନ ବିଷ୍ଣୁ ଙ୍କ ରହସ୍ୟ ଥାଏ । ଏହା ପରେ ଆସେ ପାଣି ରେ ଭରା କଳଶ । କୁହା ଯାଏ କି ଯେଉଁ ଘରେ ସୁଦ୍ଧ ପାଣିର ମାଠିଆ ରହି ଥାଏ ସଫା ପାଣି ରୁହେ ସେହି ଘରେ ମା ଲକ୍ଷ୍ମୀ ଙ୍କ ନିବାଶ ହୋଇ ଥାଏ ।

ଏହା ପରେ ନାମ ଆସେ କଇଁଛ ହିନ୍ଦୁ ଶାସ୍ତ୍ର ଅନୁସାରେ କହିବା ପାଇଁ ଗଲେ ଏହା ଖୁବ ଶୁଭ ଅଟେ । ଯେଉଁ ଘରେ ମା ଲକ୍ଷ୍ମୀ ଙ୍କ ନିବାଶ ଥାଏ ସେହି ଜାଗାରେ ଯଦି ଆମେ କଇଁଛ ରଖିବା ତେବେ ଏହା ଖୁବ ଭଲ ଅଟେ । ଯେଉଁ ଘରେ ଆପଣ ମଙ୍ଗଲ ଚାହାଁନ୍ତି ସେହି ଜାଗାରେ ଆପଣ ଉତ୍ତର ଦିଗରେ କଇଁଛ କୁ ରାଖୀ ପାରିବେ କେବଳ ସେତିକି ନୁହେଁ । ଆପଣ ଏହାକୁ କେଉଁ ଭି ଧାତୁର ତିଆରି କରିକି ରାଖୀ ପାରିବେ ଓ ଏହା ସହ ଆପଣ ଏହାକୁ ଖାଲି ପାତ୍ର ଆରେ ରଖିବା ଆପେକ୍ଷା ଏହାକୁ ଆପଣ ଏହାକୁ ପାଣି ଭରା ପାଟର ରେ ରଖିବେ ।

ଏହା ପରେ ଆସେ ପଦ୍ମ ଫୁଲ ଏହା ଉପରେ ମା ଲକ୍ଷ୍ମୀ ସଦା ବଶି ଥାନ୍ତି । ଯେଉଁ ଜାଗାରେ ପଦ୍ମ ଫୁଲ ଥାଏ ସେହି ଜାଗାରେ ମା ଲକ୍ଷ୍ମୀ ଙ୍କ ନିବାଶ ଥାଏ ତେବେ ଆଉ ଏକ ଜିନିଷ ହେଉଛି ଶଙ୍ଖ ଯଦି ଆପଣ ଦକ୍ଷିଣ ମୁଖା ଶଙ୍ଖ ରଖିଛନ୍ତି ତେବେ ଏହା ଦ୍ଵାରା ମଧ୍ୟ ମା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button