ଦେଶ- ବିଦେଶ

ପ୍ରସନ୍ନ ହେଲେ ଭୋଲେନାଥ, ଏହି 6ଟି ରାଶିରେ ଖାଲି ଟଙ୍କା ବର୍ଷା… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

କାନ୍ଦିବାର ଦିନ ଶେଷ ହେଲା ଭୋଳା ନାଥ ଏବେ ଏହି ରାଶିର ଲୋକଙ୍କ ପାଇଁ ଭୋଳାନାଥ ସବୁ କିଛି ଠିକ କରି ଦେବେ । ଆଜି ଆମେ କହିବା କି ଭଗାବାନ ଙ୍କ ଦୟା ଏହି 6 ରାଶିର ଲୋକଙ୍କ ଉପରେ ରହିବା ପାଇଁ ଯାଉଛି । ଯେଉଁ ମାନେ ଭଗବାନ ଙ୍କ ଆଶୀର୍ବାଦ ପାଇ ଥାନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଭଗବାନ ଙ୍କୁ ସାରା ଦୁନିଆ ପୂଜା କରୁଛି କିନ୍ତୁ ତାଙ୍କ ଆଶୀର୍ବାଦ କୁ ପାଇବା ସମ୍ଭବ ହୋଇ ନଥାଏ ।

ଏବେ ତ କିଛି ରଶିଙ୍କ ଉପରେ ଭଗବାନ ନିଜେ ଦୟା କରିବା ପାଇଁ ଯାଉଛନ୍ତି । ଭଗବାନ ଭୋଳା ମଧ୍ୟ ସ୍ବଭାବରେ ଭୋଳା ଅଟନ୍ତି । ଏବେ ପ୍ରସନ୍ନ ହେବା ଦ୍ଵାରା ଭକ୍ତି କରୁଥିବା ରାଶି ର ଲୋକମାନେ ମାଲାମାଲ ହେବା ପାଇଁ ଯାଉଛନ୍ତି । ଆପଣଙ୍କ ଟଙ୍କା ପଇସା ର ଅଭାବ ରହିବ ନି ଆଜି ରାତି ଠାରୁ ଆପଣ ସବୁ କିଛି ପାଇବା ପାଇଁ ଯାଉଛନ୍ତି ।

ଯେଉଁ ମାନେ ଭୋଳା ନାଥ ଙ୍କ ଦୟା ପାଇବେ ତାଙ୍କ ଜୀବନର ସମସ୍ଯା ଦୂର ହୋଇଯିବ । ଆଗକୁ ଥିବା ବିପଦ ସାମାନ୍ଯ ହୋଇ ଚାଲିଜୀବ ଯାହା ଚାହିଁବେ ତାହା ପାଇବେ ଆପଣ ନିଜ କାମ ଠାରୁ ମଧ୍ୟ ଅଧିକା କାମ କରିବା ପାଇଁ ପଡି ପାରେ ଏହା ଦ୍ଵାରା ଆପଣଙ୍କ କାମ କରିବାର ଦକ୍ଷତା ବଢିବାରେ ଲାଗିବ ।

ଧାର ଉଧାର ଜୀବନ ଶେଷ ଏବେ ଆପଣ ନିଜ ଇଛାରେ ବଞ୍ଚି ପାରିବେ କାହାର ବାଟ କିମ୍ବା କାହାର ଭାଗ୍ୟ ବନ୍ଦ ଥିବା ଭଳି ଅନୁଭବ ଯଦି କରୁଥିଲେ ଆପଣ ଏହା ଖୋଲିଯିବ । ପରିବାର ସହ ବାହାର ଲୋକମାନେ ମଧ୍ୟ ଆପଣଙ୍କ କଥାକୁ ଶୁଣିବେ ଆପଣ ନିଜ କାମରେ ଅଧିକା ଭଲ ପ୍ରଦର୍ଶନ କରିବେ ।

ଯାହା ପାଇଁ ଆପଣ କିଛି ଉପହାର କିମ୍ବା କିଛି ଉଚ୍ଚ ପଦ ପାଇ ପାରନ୍ତି ନିଜ ପାଇଁ ଆପଣ ଯଦି କାହା ସହ ଅଧିକା ମିଶୁଛନ୍ତି ଏହା ଭଲ ଅଟେ କିନ୍ତୁ ଆପଣ କେବେହେଲେ ନିଜ ଦୁର୍ବଳତା କାହାକୁ କହିବା କଥା ନୁହେଁ । ଆମ ସମୟ ଭଲ ଥାଉ କିମ୍ବା ଖରାପ ଆମେ ଆମ ରହସ୍ୟ କାହାକୁ କହିବା କଥା ନୁହେଁ ।

ଯେଉଁ ମଣିଷ ଙ୍କ ଦେହ ଖରାପ ରହୁ ଥିବା ଅଧିକା ଓ ସେମାନେ ନିଜକୁ ଏହା ମଧ୍ୟରୁ ଭଲ କରି ପାରୁ ନଥିଲେ ସେମାନେ ଏବେ ଭଲ ହୋଇଯିବେ । କାହାର ଘର ର କେହି ହଜି ଯାଇ ଥିଲେ କିମ୍ବା ସେମାନେ ଯଦି କେଉଁ କାରରଣରୁ ସମ୍ପର୍କ କାଟି ଦେଇ ଥିବେ ଏବେ ସେମାନେ ଚାଲି ଆସିବେ ଆପଣଙ୍କ ପାଖକୁ । କାହାର କଥା ଶୁଣିବା ଭଲ କିନ୍ତୁ ଅଯଥା କଥାରେ ମୁଣ୍ଡଦେବା ଭଲ ନୁହେଁ ।

ଆପଣ ଯେତେ ପାରିବେ ନିଜ ସତୃଙ୍କ ପ୍ପାଖରୁ ଦୂରେଇ ରହିବା ଭଲ । କାହାର କାମକୁ ନିଜେ କରିବା ପାଇଁ ଚେଷ୍ଟା କରନ୍ତୁ ନି କାରଣ ଯଦି ଆପଣ ଏହି ଭଳି କରିବେ ତ ଏହା ଆପଣଙ୍କ ପାଇଁ ଏକ ଖରାପ ପରିଣାମ ଆଣିଦେବ । ଭଗବାନ ଙ୍କ ଦୟାରୁ ଆପଣ ଙ୍କ ଧନ, ମାନ ସମ୍ମାନ, ପ୍ରତିଷ୍ଠାତା, ଅଇସୋର୍ଜ୍ୟ ପ୍ରାପ୍ତ ହେବ । ଏହି ରାଶିର ଲୋକମାନେ ହେଲେ କୁମ୍ଭ, ମୀନ, ମିଥୁନ, ସିଂହ, କନ୍ୟା, ବୃଷ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button